ଅସ୍ପଷ୍ଟ
ଅନେକ ଦିନ ପରେ ପାଖାପାଖି ପାଞ୍ଚ ବର୍ଷ ପରେ ଆଜି ଜଣେ ଘନିଷ୍ଠ ବନ୍ଧୁର ବାହାଘରରେ ଯୋଗ ଦେବାପାଇଁ ତା’ ଘର ଅଭିମୁଖେ ଯାତ୍ରା ଆରମ୍ଭ ହେଇଥାଏ । ମନରେ ବହୁତ କିଛି ଆଶା ଉଦ୍ଦୀପନା, କାରଣ ବାଣୀବିହାରରେ ପଢ଼ା ଚାଲିଥିବା ସମୟର ସାଙ୍ଗ ସିଏ । ମନରେ ଭାରି ଖୁସି କାରଣ ବାଣୀବିହାରରେ ଥିଲାବେଳେ ଅନେକ ସାଙ୍ଗ ଥିଲେ । ଅନେକ ସାଙ୍ଗଙ୍କ ଜୀବନରେ କେହି ନା କେହି ଯୁବକ ଆସିଥିଲେ କିଛିକ୍ଷଣ ଅନୁଭୂତି ନେଇ, କିନ୍ତୁ ସେମାନଙ୍କ ଯାତ୍ରା…

