Bayasara Aparahna

ବୟସର ଅପରାହ୍ନ

ଅମୃତମୟ ସୃଷ୍ଟିରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଜୀବ ଭାବେ ଜନ୍ମ ନେଇ ସ୍ରଷ୍ଟାଙ୍କ ସର୍ଜନାର ମୁକସାକ୍ଷୀ ହେବା ନିଜ ଭିତରେ ଏକ ପରିତୃପ୍ତ ଅନୁଭବ । ତା’ ପରେ ପୁଣି ଅପରିକଳ୍ପିତ ବସ୍ତୁବାଦୀ ସୃଜନତା ଓ ସମାନ୍ତରାଳରେ ଜନ୍ମ ଜନ୍ମାନ୍ତର ଧରି ଚେତନାର ଅଭିବୃଦ୍ଧି ଦିଗରେ ସାଧନାରତ ରହିବା, ସାବ୍ୟସ୍ତ କରିଛି ମଣିଷକୁ ସ୍ରଷ୍ଟାଙ୍କର ସ୍ୱତନ୍ତ୍ର ସୃଷ୍ଟି ଭାବରେ । ତର୍ଜମା ମନୁଷ୍ୟ ମସ୍ତିଷ୍କର ଅନ୍ୟ ଏକ ସୃଜନ ଶକ୍ତି, ଯଦ୍ୱାରା ବିବର୍ତ୍ତନଶୀଳ ସଭ୍ୟତାରେ ତ୍ୱରାନ୍ୱିତ ହୋଇପାରିଛି ମାନବୀୟ ଅଭିବୃଦ୍ଧି । ସୀମିତ…

ଅଧିକ ପଢ଼ନ୍ତୁ
Tiktata

ତିକ୍ତତା

ପ୍ରତିଦିନ ଜୀବନର ଲକ୍ଷ୍ୟ ଖୋଜେ ପୁଣି ହୁଏ ଲକ୍ଷ୍ୟହୀନ, ଦିଶାହୀନ ଆଉ ଦିଗହରା । ଚିର ପରିଚିତ ରାସ୍ତାରେ ଅପରିଚିତ । ନିର୍ଦିଷ୍ଟ ପଥରେ ନିରୁଦିଷ୍ଟ ହେଇ ପୁନର୍ବାର ତିକ୍ତ । ଆଜି ହୁଏ ଇଚ୍ଛା ଚାଲିଯାଆନ୍ତି ଅନେକ ଦୂର ଅମଡ଼ା ବାଟେ ଯହିଁ ନଥିବ ସଭ୍ୟ ସମାଜର ଅସଭ୍ୟ କଳରବ । ଅଜଣା ମହକରେ ସବୁ ଭୁଲିଯିବି କେନ୍ଦ୍ରବିନ୍ଦୁ ଏକ ଦୁର୍ବାର ଆକର୍ଷଣର । ବେଳେବେଳେ ଏମିତି ବି ହୁଏ କି ଯାହାକୁ ମନ ଭାବେ ପ୍ରତାରଣା ହୁଏତ ସେ ଥାଏ ମନର…

ଅଧିକ ପଢ଼ନ୍ତୁ
Baki Thila Mahisa Baddha

ବାକି ଥିଲା ମହିଷା ବଦ୍ଧ

ନନ୍ଦିନୀ ଭାରି ଖୁସି, ତା’ ଖୁସିର କ’ଣ ଆଉ ସୀମା ଅଛି ! ପାଦ ତ ଆଉ ତା’ର ମାଟିରେ ଲାଗୁନି, କାରଣ ସେ ଜିଦ୍ କରି ବସିବାରୁ ମମି, ପାପା ଏଥର ଦଶହରା ଦଶଦିନ ଛୁଟିରେ ସବୁ କାମ ପଛରେ ପକାଇ ଗାଆଁକୁ ଯିବା ପାଇଁ ରାଜି ହୋଇଗଲେ । ରାଜି ବା ହେବେନି କେମିତି ତାଙ୍କର ଏଇ ନନ୍ଦିନୀଟା ଏକୋଇରବଳା ବିସିକେଶନ । ଦୁନିଆଯାକର ଗେଲବସର, ଭାରି ଜିଦ୍‌ଖୋର । ଏଇ ନନ୍ଦିନୀଟା ବି ତେଣେ ଅଜା ଆଈଙ୍କର ଅନ୍ଧର…

ଅଧିକ ପଢ଼ନ୍ତୁ
Apeksha

ଅପେକ୍ଷା

ସେଦିନ ରବିବାର ଥିଲା । ମୁଁ ତାକୁ ଫୋନ୍ କଲି । ଠିକ୍ ଦୀର୍ଘ ୫ ବର୍ଷ ପରେ । ତା’ ଜନ୍ମ ଦିନରେ । ଆଜି ତା’ ଜନ୍ମ ଦିନ । ହୁଏତ ସେ ମନେ ରଖି ନଥିବ ମତେ, ଏଇଆ ହିଁ ଭାବିଥିଲି । ଆଜି ବି ତା’ ମୁହଁ ମୋର ମନେଅଛି । ସେଇ ହସ ହସ ମୁହଁ, ଢଳଢଳ ଆଖି ମୋ ଆଖି ସାମ୍ନାରେ ନାଚି ଯାଉଛି । ସେ ମୋ ସହ ଶେଷ ଦେଖରେ ଖାଲି ଏତିକି କହିଥିଲା କି ମୁଁ…

ଅଧିକ ପଢ଼ନ୍ତୁ
Dayitwa

ଦାୟିତ୍ୱ

ଆସିବି ବୋଲି କଥା ଦେଇଥିଲି ସେଥିପାଇଁ ତୁ କହିଥିବା ସବୁ ଜିନିଷ ଆଣିଛି, ଦେଖ ଶଙ୍ଖା, ନୂଆ ଶାଢ଼ୀ, ସିନ୍ଦୁର, ତୋ’ ମନ ପସନ୍ଦର ପାଉଁଜି ସବୁ ଆଣିଛି । ଏ ସବୁ ତୁ କେତେ ଭଲ ପାଉ, ସେକଥା ମୁଁ ଭଲ ଭାବରେ ଜାଣେ; ସେଥିପାଇଁ କେତେ ଯତ୍ନରେ ଏସବୁ କିଣି ଆଣିଛି । ବାପା ଗଲେ ଯେ ଗଲେ ତୋ’ ବାହାଘର ଦାୟିତ୍ୱ ଦେଇ ଗଲେ, “ତୁ ଆଜିଠୁ ତା’ ବାପା ଆଉ ଭାଇ ଦୁଇଟା ସମ୍ପର୍କ…

ଅଧିକ ପଢ଼ନ୍ତୁ