ashrura-swara

ଅଶ୍ରୁର ଚିତ୍କାର

ପ୍ରେମ କାହା ପାଇଁ ଚିରନ୍ତନ ସତ୍ୟ ତ ଆଉ କାହା ପାଇଁ ଆଜୀବନ ଦଣ୍ଡ । ପ୍ରେମ ପବିତ୍ର, ଶାଶ୍ଵତ, ସମର୍ପଣ । କହିବାକୁ ଗଲେ ଦୁଇ ମନ ଭିତରେ ଥିବା ପ୍ରଗାଢ଼ ବିଶ୍ୱାସ ହିଁ ଗୋଟେ ସମ୍ପର୍କକୁ ଆଗକୁ ନିଏ । ଆଜିକାଲି ଯୁବପିଢ଼ିଙ୍କ ପ୍ରେମ ସମ୍ପର୍କ ନିମିଷକ ପାଇଁ ଆକର୍ଷଣ ମାତ୍ର । କିନ୍ତୁ କିଛି ଜଣଙ୍କ ପାଇଁ ପ୍ରେମ ହେଉଛି ଅଶ୍ରୁର ଚିତ୍କାର । ରିଙ୍କି, ସୁନ୍ଦର ଯେମିତି ଆଚାର ବିଚାର ବ୍ୟବହାରରେ ମଧ୍ୟ ସେମିତି ନିଖୁଣ । ପାଠରେ ସବୁବେଳେ…

ଅଧିକ ପଢ଼ନ୍ତୁ
Kalapata

କଳାପଟା

ମୋ ନାଁ କଳାପଟା । ସ୍କୁଲ ଘରେ ମୋ ଜାଗା ସବୁବେଳେ ପୂର୍ବ ନିର୍ଧାରିତ ସାମ୍ନା କାନ୍ଥରେ । ଚୌକି, ଟେବୁଲ ଏମିତିକି ଦୁଆର, କବାଟ ଆଉ ଝରକା ଲାଗିବା ଆଗରୁ ମୋ ଜାଗା ସ୍ଥିର ହେଇଯାଏ । ଏମିତି ଜାଗାରେ ମତେ ରଖାଯାଏ ଯୋଉଠୁ ମୁଁ ସମସ୍ତଙ୍କୁ ଦେଖିପାରିବି ଆଉ ମତେ ସମସ୍ତେ ଦେଖିପାରିବେ । ସାର୍, ଦିଦିମାନେ କୁହନ୍ତି ସବୁ ପିଲାଏ ମତେ ଦେଖିବାକୁ ବାଧ୍ୟ; ଯିଏ ମତେ ନଦେଖି ଇଆଡ଼େ ସିଆଡ଼େ ଚାହେଁ ଆଉ ଧରାପଡ଼େ, ଭଲକି ଉତ୍ତମ…

ଅଧିକ ପଢ଼ନ୍ତୁ
Potadhana

ପୋତା ଧନ

ଭୟ ସମସ୍ତଙ୍କୁ ଲାଗେ, ଅନ୍ଧାରରେ ନିଜ ଛାଇ ନିଜକୁ ଡରେଇ ଦିଏ । କିଏ କୁହେ ଏସବୁ ଅନ୍ଧ ବିଶ୍ୱାସ ଆଉ କିଏ କୁହେ ଯେ ଅଙ୍ଗେ ନିଭେଇଛି ସେ ଜାଣେ । ଡର କାହାକୁ କୁହାଯାଏ? ରାଜା ରାଜୁଡ଼ା କାହାଣୀ ଆସିଲେ ଆଖିକୁ ଆଗେ ଦେଖାଯାଏ । ପୁରୁଣା ରାଜ ବାଟି, ଭଙ୍ଗା ପଥରରେ ତିଆରି ପ୍ରସାଦ । କେତେ କାହାଣୀ ଆଉ କେତେ ଅଜଣା କଥା । କେତେ ସମୟ ସହ ଲୁଚି ଯାଇଚି ଆଉ କିଛି ଏବେ ବି ରହିଛି…

ଅଧିକ ପଢ଼ନ୍ତୁ
han-se-maa

ହଁ ସେ ମାଆ

(୧) ମୋ ସ୍କୁଲ ଯିବା ବେଳର କଥା । ସବୁଦିନ ପରି ମୋତେ ଖାଇବାକୁ ବାଢ଼ି ଦେଇ ଟେବୁଲ ଉପରେ ଟିଫିନଟି ରଖି ଦେଇ ମମି ତା’ର କାମରେ ଲାଗିଗଲା । କୌଣସି କାରଣ ବଶତଃ ସେଦିନ ଟିଫିନଟି ବ୍ୟାଗରେ ରଖି ନଥିଲା ସେ ଆଉ ବଡ଼ ପାଟିରେ ଚିଲେଇକି କହିଲା, “ମନେ କରିକି ଟିଫିନ ବ୍ୟାଗରେ ପୁରେଇବୁ ।” ମୁଁ ଖାଇ ସାରି ଅଭ୍ୟାସଗତ ଭାବେ ବ୍ୟାଗଟି ଉଠେଇ ସ୍କୁଲ ବାହାରି ଯାଇଥିଲି ଟିଫିନଟିକୁ ସେଇ ଟେବୁଲ ଉପରେ ରଖି…

ଅଧିକ ପଢ଼ନ୍ତୁ
bhagaban-tame-bi-bhul

ଭଗବାନ ତମେ ବି ଭୁଲ

ଏ କାହାଣୀର ନାଁ ଶୁଣି ଆପଣମାନଙ୍କୁ ଲାଗୁଥିବ ଏମିତି କେବେ କ’ଣ ହେଇପାରେ, ଯୋଉଠି ଭଗବାନ ବି ଭୁଲ ହେଇପାରନ୍ତି ! ଆଉ ତା’ଠୁ ଆଶ୍ଚର୍ଯ୍ୟର କଥା, କିଏ ସେ ମଣିଷ ଯେ ଭଗବାନଙ୍କୁ ଭୁଲ କହୁଛି? ନିହାତି ତା’ ମନରେ ବହୁତ ପାପ ଭରିକି ରହିଥିବ । ଏ କାହାଣୀ କାହା କଳ୍ପନାର ନୁହଁ, ଏ କାହାଣୀ ହେଉଛି ଗୋଟେ ଫୁଲ ପରି ନିଷ୍ପାପ ହୃଦୟ ଥିବା ଛୋଟ ଝିଅର ଜୀବନ କାହାଣୀ । ଯେଉଁଟି ସେ ଭଗବାନଙ୍କୁ ଭୁଲ…

ଅଧିକ ପଢ଼ନ୍ତୁ