odisha-kete-dura

ଓଡ଼ିଶା କେତେ ଦୂର?

ଆଜି ମୁଁ ଯଥାର୍ଥରେ ନିସ୍ଵ, ଯଥାର୍ଥରେ ସର୍ବହରା । ସବୁ କିଛି ଚାଲିଯାଇଛି କ୍ରୁର ନଈ ବଢ଼ିର ପ୍ରଖର ସୁଅ ଭଳି କିନ୍ତୁ ଗୋଟେ ଭଙ୍ଗା ବୃକ୍ଷ ସାହାରା ନେଇ ଜୀବନ ବଞ୍ଚିଗଲା ପରି ଏବେ କ୍ଷୁଧାର ତାଡ଼ନା ଯାଇନାହିଁ । ସବୁଥିରେ ଭିକାରୀ ସାଜିଥିବା ମଣିଷର ଆଜି ଗୋଟିଏ ସମ୍ବଳ, ତାହା ହେଉଛି ଏ ପେଟର ଭୋକ । ଏଇ ପେଟ ଚାଖଣ୍ଡକ ପାଇଁ ମଣିଷ ଚାଲି ଆସିଥିଲା ନିଜ ମାଆ, ମାତୃଭୂମି, ସମ୍ପର୍କକୁ ଛାଡ଼ି ସୁଦୂର ତାମିଲନାଡ଼ୁ । ଯେପରି…

ଅଧିକ ପଢ଼ନ୍ତୁ
bandhan

ବନ୍ଧନ

“ଆରେ ମିକିନା ପାଣି ଲୋଟାଟା ଆଣି ଆସିବୁକି?” ଗାଡ଼ିଟା ଦାଣ୍ଡରେ ସାଇଡ଼ କରିକି ଶତପଥୀ ବାବୁ ଝିଅକୁ ଡାକ ଦେଲେ । “ଏ ଜୀବନେ ମୋ ଜୀବନେ…….” ଗୀତ ଟାକୁ ଗୁଣୁ ଗୁଣେଇ ହେଇକି ଆସିକି ମିକିନା ପାଣି ଦେଉ ଦେଉ ପଚାରିଲା ବାପି (ମିକିନା ବାପାଙ୍କୁ ବାପି ଡାକେ) ବ୍ୟାଙ୍କ ଗଲ କି? ମୋ ଆକାଉଣ୍ଟରେ ବିଲକୁଲ ଆଉ ପଇସା ନାହିଁ ପରା । – ହଁ ଯାଇଥିଲି ତୋତେ ମେସେଜ ଆସିନିକି? – “ଓହୋ ! ଦେଖିନି ମୁଁ…

ଅଧିକ ପଢ଼ନ୍ତୁ
chaha-cup

ଚାହା କପ୍

ମାର୍ଚ୍ଚ ମାସର ଏକ ଖରାଦିନିଆ ସକାଳ, ରାତି ସାରା ଭାରି ଗରମ ଲାଗୁଥିବାରୁ ଠିକରେ ଶୋଇ ହେଉନଥାଏ, ଭୋର ବେଳକୁ ଟିକେ ଆଖି ମାଡ଼ି ପଡ଼ିଥିଲା ଯେ ଖୋଲିଲା ବେଳକୁ ଦିନ ୯ଟା, ମୋବାଇଲରେ ସମୟ ଦେଖି ଚମକି ଉଠିଗଲା ସିପ୍ରା । ପୁଣି ଦେଖେ ତ ମୋବାଇଲରେ ପାଞ୍ଚଟି ମିସ୍ କଲ, ମା’ଙ୍କର ୩ଟା ଆଉ, ବାବାଙ୍କର ଦୁଇଟି, ମନେ ମନେ ଟିକେ ହସିଲା ସିପ୍ରା, ଆଉ ଭାବିଲା, “କେତେ ଆଉ ବଡ଼ ହେଲେ ମୁଁ, ତୁମେ…

ଅଧିକ ପଢ଼ନ୍ତୁ
ସାଙ୍ଗ ହେବ ତ ଏମିତି

ସାଙ୍ଗ ହେବ ତ ଏମିତି

୧୦ ବର୍ଷ ତଳର କଥା ସେତେବେଳେ ୮ ବର୍ଷର ଗୋଟେ ଗରିବ ପିଲାଟିଏ । ରାସ୍ତାରୁ କିଛି ପ୍ଲାଷ୍ଟିକ୍ ଗୋଟେଇ ତା’ ମାଲିକକୁ ଦିଏ ଆଉ ମାଲିକ ଯାହା ପଇସା ଦିଏ ତା’ ପେଟ ପୋଷେ ।ହେଲେ ସେଦିନ ସେ ପିଲାଟି କିଛି ପ୍ଲାଷ୍ଟିକ ପାଇଲା ନାହିଁ ଆଉ ମାଲିକ ତାକୁ କିଛି ପଇସା ବି ଦେଲାନି । ଛୋଟ ପିଲାଟା ଭୋକରେ ଆଉଟୁ ପାଉଟୁ ହେଉଥାଏ… ସେ ଗୋଟେ ଜଳଖିଆ ଦୋକାନକୁ ଯାଇ କହିଲା ବାବୁ ସକାଳୁ ପହରୁ କିଛି…

ଅଧିକ ପଢ଼ନ୍ତୁ
ସବୁପୁଅ ଏମିତି ନା

ସବୁପୁଅ ଏମିତି ନା

ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି ଏକା ଭଲ ଲାଗୁନି, ଘରେ ଟିକେ ବୁଲି ଆସିଲେ ଭଲ ଲାଗିବ । ଶୀତ ଟିକେ ଟିକେ ପଡ଼ିଲାଣି, ସ୍ଵେଟର ପିନ୍ଧି ବାହାରିପଡ଼ିଲା ବସଷ୍ଟାଣ୍ଡ ଅଭିମୁଖେ । ଗଲାବେଳେ ଆଖି ପଡ଼ିଥିଲା ଏକ ସ୍ଵେଟର ଦୋକାନ ଉପରେ । ସେଇଠି ତା’ର ମାନେ ପଡ଼ି ଯାଇଥିଲା ତା’ର ଅତୀତର…

ଅଧିକ ପଢ଼ନ୍ତୁ