ଅହଂକାରୀ ବର୍ଷା
ତୁମେ ଥିଲ ଅଜଣା, ମୁଁ ବି ଥିଲି ଅଜଣା କାହିଁକି ଏପରି ହେଲା, ଆମ ସମ୍ପର୍କ ସେତୁ ମୋ ହୃଦୟର ନକ୍ସା ବଦଳେଇ ଦେଲା, ତା’ପରେ ଗଢ଼ି ଉଠିଥିଲା ଆମ ଭିତରେ ସମ୍ପର୍କର ସୈଧ ବିଡ଼ମ୍ବନାର ବିଷୟ ସମୟର କୁଠାର ଘାତ ଆମ ଦୁହିଁଙ୍କୁ ଦେଖା କରିବାକୁ ପ୍ରତିବନ୍ଧକ ସାଜିଥିଲା । ତୁମେ ପାଠ ପଢ଼ାଜୀବନକୁ ନିଜ ଅଣ୍ଟିରେ ସାଇତି ରଖି କର୍ମମୟ ଜୀବନ ବ୍ୟାସ୍ତତା ଭିତରେ ନିଜକୁ ନିୟୋଜିତ କରି ଚାଲିଥିଲ । ଆଉ ମୁଁ ଏପଟେ ମୋ…

