Deshapritira Paradina - ଦେଶପ୍ରୀତିର ପରଦିନ

ଦେଶପ୍ରୀତିର ପରଦିନ !

ସକାଳୁ ସକାଳୁ ସମସ୍ତେ ଉତ୍ସାହର ସହ କାର୍ଯ୍ୟାଳୟ ଅଭିମୁଖେ ବାହାରୁଥିଲେ ଆଉ ଆଲମାରୀର ଅନ୍ଧାରୀ ଜୀବନରୁ ଜାତୀୟ ପତାକା ମଧ୍ୟ ଖୋଲା ଆକାଶରେ ମନ ଭରି ଉଡ଼ିବା ଆଶାରେ ବାହାରକୁ ଆସୁଥିଲା । ବାସ୍ ସବୁ ପ୍ରସ୍ତୁତି ସରିଥିଲା, ପତାକା ମଧ୍ୟ ଉତ୍ତୋଳନ ହେଲା ଏବଂ ଜାତୀୟ ସଙ୍ଗୀତ ଗାନ ହେଲା । ବନ୍ଦେ ମାତରଂ, ଭାରତ ମାତା କି ଜୟର ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା । ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କୁ ମନେ ପକାଇ ବକ୍ତୃତା ଦିଆଯିବା ସହ…

ଅଧିକ ପଢ଼ନ୍ତୁ
Adikanda Madhaba Odia Story on Lord Jagannath

ଆଦିକନ୍ଦ-ମାଧବ

ହେ ଆଦିକନ୍ଦ ! ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇ ଯାଏ । ସମ୍ବନ୍ଧର ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ ଆମେ ମୁଁତ୍ବର ଜଞ୍ଜାଳରେ ଲଢ଼ୁଛୁ ସଂକ୍ଷିପ୍ତ ସମ୍ବନ୍ଧ-ସମ୍ପର୍କରେ ବାନ୍ଧିବା ପାଇଁ । କିଏ ଏହି ମୁଁ? ପୂର୍ବର ସୁନେଲୀ ମୈତ୍ରୟ କିରଣରେ ସ୍ଥିର ଅଥଚ ଉତ୍ତର-ପୂର୍ବ ଦିଗେ ସାମାନ୍ୟ ଗତିଶୀଳ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର ତୃତୀୟ ନକ୍ଷତ୍ର କୃତ୍ତିକାର…

ଅଧିକ ପଢ଼ନ୍ତୁ
Paying Guest - ପେଇଂ ଗେଷ୍ଟ

ପେଇଂ ଗେଷ୍ଟ

ପାଣିଜାହାଜରେ ଯାତ୍ରା କରୁଥିବା ଅଭିଷେକ କ’ଣ ଜାଣିଥିଲା ତା’ ଜୀବନର ଜାହାଜ ଏଇ ଅଥଳ ସାଗରରେ ଲୀନ ହୋଇଯିବ ବୋଲି ! ଦୁଭାଗ୍ୟବଶତଃ ଜାହାଜଟି କେଉଁ ଏକ ବିରାଟକାୟ ଜଳଚର ପ୍ରାଣୀ ଦେହରେ ପିଟି ହୋଇ ଭାରସାମ୍ୟ ହରାଇଲା । ପାଇଲଟ ମଧ୍ୟ କୌଣସି ମତେ ନିୟନ୍ତ୍ରଣ କରିପାରିଲାନି ଜାହାଜକୁ । ପ୍ରାଣବିକଳରେ ଇତଃସ୍ତତ ଯାତ୍ରୀମାନେ ଧାଉଁଥାନ୍ତି । ଚିତ୍କାର କରୁଥାନ୍ତି, “ବଞ୍ଚାଅ, ବଞ୍ଚାଅ” । କିଛି ଭାବିବା ପୂର୍ବରୁ ଗହଳ ଚହଳ ବନ୍ଦ ହୋଇ ଶୂନ୍ ହୋଇଗଲା ସବୁ । ଏକ ଶକ୍ତ ଧକ୍କାରେ…

ଅଧିକ ପଢ଼ନ୍ତୁ

ବାନ୍ଧବୀ

ବେଳେ ବେଳେ ମାଟିରେ ଥିବା ମଣିଷ ଆକାଶର ଜହ୍ନ କୁ ଦେଖି, ଅତ୍ୟନ୍ତ ଭାବବିହ୍ୱଳିତ ହୋଇ କୁହେ- ଏ ଜହ୍ନ ମୋର, ଏ ଜହ୍ନ.. ମୋ ପ୍ରେମିକା । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ସେ ବିଶ୍ୱାସ କରିପାରେ ନାହିଁ, ଜହ୍ନ କେବଳ ଆକାଶର ବୋଲି । ମୁଁ ଏ ପୃଥିବୀ ପୃଷ୍ଠରେ ରହି, ଜହ୍ନ ପାଇଁ ଯେତେ ଲୁହ ଗାଡ଼ାଇଲେବି ଆଉ ଯେତେ ଲହୁ ଲୁହାଣ ହେଇ କବିତା ଲେଖିଲେବି, ସେ କେବେ ହେଲେ ଆକାଶରୁ ଖସି ଆସିବ…

ଅଧିକ ପଢ଼ନ୍ତୁ
ଝିଅର ମାଆ

ଝିଅର ମାଆ

ରିଚା ତ କହିକି ଫୋନ କାଟି ଦେଲା ଯେ ତାକୁ ବହୁତ କାମ ଅଛି, ମାସକଯାକ ପାଇଁ ଚାଉଳ କାଢ଼ିବାର ଅଛି । ବହୁତ କାମ ପଡ଼ିଛି ପରେ କଥା ହେବି କିନ୍ତୁ ମା ସୁଜାତାକୁ ଭାରି ବ୍ୟସ୍ତ ହୋଇପଡ଼ିଲେ । ନୂଆ ବାହାହୋଇଛି ଝିଅ ରିଚା । ବଡ଼ ଅଲିଅଳିର ଝିଅ ତାଙ୍କର । ଅଭାବ ହେଲେ ବି କୁଟାଟିଏ ବି ଗଡ଼ି କରିବାକୁ ଦେଇ ନଥିଲେ ଝିଅକୁ । ବାପା ଥିଲାବେଳେ ରିଚାକୁ ଗୋଡ଼ରେ ବସେଇ ଖୁଆଇ ଦେଉଥିଲେ । ଭାରି ଗେହ୍ଲା…

ଅଧିକ ପଢ଼ନ୍ତୁ