Mo Akhire Tu - 1st Part

ମୋ ଆଖିରେ ତୁ… (ପ୍ରଥମ ଭାଗ)

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥମ୍… ସର୍ବାଳୋଙ୍କାର ଯୁକ୍ତ ନବଘନ ରୁଚିରେ ସଂଯୁକ୍ତମଚାଗ୍ରଜେନ ଭଦ୍ରାୟ ବାମଭାଗେ ରଥଚରଣ ଯୁଥମ… ବ୍ରହ୍ମରୁଦ୍ରେନ୍ଦ୍ରଗମ୍ୟମ ବେଦାନାମ ସାରମିଶମ୍ ସ୍ୱଜନ ପରିବୃତମ୍… ବ୍ରହ୍ମଦାରୁମ୍ ନମାମି… ବ୍ରହ୍ମଦାରୁମ ସ୍ମରାମି… ବ୍ରହ୍ମଦାରୁମ ପ୍ରତ୍ୟୟାମି… ଜଗାରେ…ସତ କହ ତ… କ’ଣ ମୁଁ ତୋ’ ବିଷୟରେ କିଛି ଲେଖି ପାରିବି କି? ତୁ ତ ଅବ୍ୟକ୍ତ… କିନ୍ତୁ ବ୍ୟକ୍ତ ହେଇଯାଉ ଯେତେବେଳେ ତୋ’ର ଇଚ୍ଛା ହୁଏ । ତେବେ କହ ମୁଁ ଇଚ୍ଛା କରି ତୋତେ ଶବ୍ଦରେ କିପରି…

ଅଧିକ ପଢ଼ନ୍ତୁ
Safalata

ସଫଳତା

“ବିଫଳତା ହିଁ ସଫଳତାର ଚାବିକାଠି”; ଏହି ଚାବି କାହା ପାଇଁ ସଫଳତାର ତାଲା ଖୋଲିଦେଉଥିବା ବେଳେ, ଅନ୍ୟ କେହି ବିଫଳତା ପରେ ହାରାଶ ହୋଇ ହଜେଇ ବସିଥାଏ ସ୍ୱଳ୍ପ ଦୂରରେ ଥିବା ସଫଳତାର ଉଜ୍ଜ୍ୱଳମୟ ଦୁନିଆକୁ । ନିଜକୁ ଅଯୋଗ୍ୟ ରୂପେ ବିବେଚିତ କରି ଲୁଚେଇ ଦିଏ ତା’ ଭିତରେ ଥିବା ମହାନ ଗୁଣକୁ । ହେଲେ ଯିଏ ସେ ଚାବି ଖୋଜି ପାଇଛି ତା’ ପାଇଁ ସଫଳତାର ତାଲା ଖୋଲିବା ସହଜରେ ପରିଣତ ହୋଇଛି । କୌଣସି କାର୍ଯ୍ୟରେ ସଫଳତା…

ଅଧିକ ପଢ଼ନ୍ତୁ
Tu Mo Valentine

ତୁ ମୋ ଭାଲେଣ୍ଟାଇନ୍

କ’ଣ ହେଇଗଲା ସବୁ ନିମିଷକେ । ହଠାତ୍ ସବୁକିଛି ଓଲଟ ପାଲଟ କେମିତି ହେଇଗଲା ! ସବୁ ତ ଠିକ୍ ଚାଲିଥିଲା । ମତେ ଶୁଭୁ ଏମିତି ଛାଡ଼ି ଯାଇ ପାରିବନି ନା ! କଦାପି ନୁହେଁ । ଏମିତି ଭାବି ଭାବି ପାଗଳ ପ୍ରାୟ କାନ୍ଦୁଥାଏ ରୁଦ୍ର । ପାଗଳ ପରି ତା’ର ସବୁ ସାଙ୍ଗକୁ ଫୋନ୍ ଲଗାଉଥାଏ । କିନ୍ତୁ କିଛି କହିପାରୁନଥାଏ । କାନ୍ଦି ବି ପାରୁନଥାଏ । କେତେ କ’ଣ କରିନଥିଲା ସେ ଶୁଭୁ ପାଇଁ । ସବୁବେଳେ ତା’ ସୁଖଦୁଃଖର ସାଥୀ ହେଇ ଚାଲିଥିଲା…

ଅଧିକ ପଢ଼ନ୍ତୁ
Phana

ଫଣା

(୧) ପ୍ରଚଣ୍ଡ ବେଗରେ ସୁଁ ସୁଁ ଶବ୍ଦରେ ପବନ ବହୁଥିଲା । କାହାର ଛାତ-ଛପରର ଟିଣଟିଏ ବାହାରେ ଉଡ଼ି ଯାଉଥିବାର ଭୟଙ୍କର ଦୃଶ୍ୟ ଦେଖି ସନାତନ ନିଜ ପାଖ ଆଖରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଖୋଜିଲେ । କୁଆଡ଼େ ସେ ଦେଖା ଯାଉ ନ ଥିଲେ । ଭିଡ଼ ଭିତରେ ନିଜ ପାଇଁ ସ୍ଥାନ ବାଛି ନେଇ କୋଡ଼ର ଛୁଆଟିକୁ ଜାବୁଡ଼ି ଧରି ବସିଥିବା ରମା ପାଖକୁ ଯାଇ ପଚାରିଲେ, “ଆଲୋ, ତୋ ଶାଶୁ କୁଆଡ଼େ ଗଲା?” ଛୁଆଟିକୁ ଆହୁରି ଜୋରରେ…

ଅଧିକ ପଢ଼ନ୍ତୁ
Swabhimani Manisha

ସ୍ୱାଭିମାନୀ ମଣିଷ

ଅଭିମାନ, ଗର୍ବ, ଅହଂକାର ତଥା କ୍ରୋଧ ଓ କଠୋରତା ଏହି ସବୁ ଆସୁରିକ ସମ୍ପଦ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାରେ ସ୍ପଷ୍ଟୀକରଣ କରିଛନ୍ତି । ମାତ୍ର ଆଜିର ମଣିଷ ଭିତରେ ବୋଧହୁଏ ଏହିସବୁ ଗୁଣ ଭଲ ଭାବରେ ଦେଖିବାକୁ ମିଳିଥାଏ । ବୟସ୍କ ବ୍ୟକ୍ତି ତଥା ଯୁବପିଢ଼ିଙ୍କୁ ବାଦ ଦବା ପରେ ମଧ୍ୟ ଶିଶୁ ଓ ବୃଦ୍ଧ ମଧ୍ୟ ଏଇଥିରେ ଅନ୍ତର୍ଭୁକ୍ତ । କିନ୍ତୁ ଏହି ଅହଂଭାବ ଓ ଗର୍ବ ସେତେବେଳେ ନଷ୍ଟ ହୁଏ ଯେତେବେଳେ ନିଜର କିଛି କ୍ଷତି ହୁଏ…

ଅଧିକ ପଢ଼ନ୍ତୁ