Odia Story Anubhav (ଅନୁଭବ) by Purnima Lenka

ଅନୁଭବ

ବିଜୁଳିର ତୀକ୍ଷ୍ଣ ଶବ୍ଦ କାନକୁ ସ୍ପର୍ଶ କଲା ପରେ ଛାତିର ସ୍ପନ୍ଦନଟି ବଢ଼ି ଗଲା ତା’ର ପର ମୁହୂର୍ତ୍ତରେ ହଠାତ ମୋ’ ନିଦଟା ଭାଙ୍ଗିଗଲା । କିଛିକ୍ଷଣ ପାଇଁ କିଛି ବୁଝି ପାରିଲିନି, ଚିନ୍ତା କରିବାର କ୍ଷମତା ହରେଇ କିଛି ସମୟ ବିଛଣାରେ ପଡ଼ି ରହିଲି, କିଛି ସମୟ ନୀରବତା ପରେ ନିଜକୁ ଚେତନାରେ ଆଣି ଝରକା ପାଖକୁ ଯାଇ ଦେଖେ ତ ପ୍ରବଳରୁ ଅତି ପ୍ରବଳ ବର୍ଷା । ପଛକୁ ବୁଲି କାନ୍ଥ ଘଣ୍ଟାରେ ଦୃଷ୍ଟି…

ଅଧିକ ପଢ଼ନ୍ତୁ
Odia short story Douda (ଦୌଡ଼) by Sudhansu Shekhar Dwibedi

ଦୌଡ଼

ପଲ୍ଲବୀ ୭ମ ଶ୍ରେଣୀରେ ପଢ଼େ । ଆଜି ତା’ ବିଦ୍ୟାଳୟରେ ଦୌଡ଼ ପ୍ରତିଯୋଗିତା ହେଉଛି । ଖେଳପଡ଼ିଆ ଚାରିପାଖେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୌଡ଼ ପ୍ରତିଯୋଗିତା ଦେଖିବା ପାଇଁ ଭିଡ଼ାଭିଡ଼ି ହୋଇ ଛିଡ଼ା ହୋଇଥାଆନ୍ତି । ପଲ୍ଲବୀ ସେମାନଙ୍କ ମଧ୍ୟରୁ ଜଣେ । ଖେଳରେ ଅଂଶଗ୍ରହଣ କରିବା ପାଇଁ ତା’ ମନ ସବୁବେଳେ ବ୍ୟାକୁଳ ହେଉଥାଏ । ହେଲେ ତା’ ଇଚ୍ଛା ଇଚ୍ଛାରେ ରହିଯାଏ କେବେ ପୂରଣ ହୋଇପାରେନାହିଁ । କାରଣ ତା’ ଡାହାଣ ଗୋଡ଼ ପୋଲିଓ…

ଅଧିକ ପଢ଼ନ୍ତୁ
Odia short story Ice Cream (ଆଇସକ୍ରିମ୍) by Indurani Sahu

ଆଇସକ୍ରିମ୍

ବୈଶାଖ ମାସର ଧୁ ଧୁ ଟାଣ ଖରା ଆଉ ତାତିଲା ପବନ କଥା କିଏ ବା ନ ଜାଣେ । ସମଗ୍ର ଧରା ତୃଷ୍ଣାର୍ତ୍ତ ଆଉ ବ୍ୟାକୁଳ, ସବୁଆଡ଼େ ଖାଲି ଅଗ୍ନି ବର୍ଷ । । ମୋ ବୟସ ସେତେବେଳେ ଛଅ କି ସାଢ଼େ ଛଅ ହୋଇଥାଏ । ଗାଁକୁ ଆଇସକ୍ରିମ୍‌ବାଲା ଆସିଲେ ମୋ ଖୁସି ଆଉ କହିଲେ ନସରେ । ଆଜି କାଲି ତ ହାତ ପାହାନ୍ତରେ ଭଳି କି ଭଳି, ରକମ ରକମ ଆଇସକ୍ରିମ୍…

ଅଧିକ ପଢ଼ନ୍ତୁ
Odia Story Chhadapatra (ଛାଡ଼ପତ୍ର) by Bijay Kumar Ghadei

ଛାଡ଼ପତ୍ର

ଦୀର୍ଘ ପାଞ୍ଚ ବର୍ଷ ପରେ ସ୍ମିତା ଓ ରାହୁଲ୍ ମଧ୍ୟରେ ଥିବା ବିବାଦର ଆଜି ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ସ୍ମିତା ରାହୁଲ୍‌ଙ୍କ ଠାରୁ ବିବାହ ସମୟରେ ବାପଘରୁ ପାଇଥିବା ସମସ୍ତ ଜିନିଷ ପତ୍ର ଫେରିପାଇବା ସହ ରାହୁଲ୍‌ଙ୍କ ଠାରୁ ଛାଡ଼ପତ୍ର ପାଇଁ ମାନ୍ୟବର କୋର୍ଟଙ୍କୁ ଆବେଦନ କରିଥିଲେ । ରାହୁଲ ଏ ପାଞ୍ଚ ବର୍ଷ କାଳ ନ୍ୟାୟ ପାଇଁ ନୁହଁ କେବଳ ସ୍ମିତାର ମାନସିକତାକୁ ବଦଳାଇବା ପାଇଁ କେସ୍ ଲଢ଼ୁ ଥିଲା । ଯାହାର ଫଳ…

ଅଧିକ ପଢ଼ନ୍ତୁ
Odia short story Apeksha (ଅପେକ୍ଷା) by Samapika Pati

ଅପେକ୍ଷା

ଚୈତ୍ର ମାସରେ ଦିନଧରା ହେଇଥିଲା ତାଙ୍କର ବାହାଘର ପାଇଁ, ମାତ୍ର ଦଶହରା ଯାଇ ଦୀପାବଳୀ ମଧ୍ୟ ଯାଇସାରିଲାଣି । ସୁମିତ୍ରା ଆଉ କେତେବାଟ ଚାହିଁବ । ଜେଜେମା ଭୋରୁ ଉଠିକି ଚଉରା ପୂଜାପରେ କାର୍ତ୍ତିକ ମାହାତ୍ମ୍ୟ ପଢ଼ିଲାବେଳେ ସୁମିତ୍ରା ସେଇଠି ପାଖରେ ବସି ଅନ୍ୟମନସ୍କ ହେଇଯାଏ । ଶରତ ଗତବର୍ଷ ଦଶହରାକୁ ଗାଆଁକୁ ଆସିଥିଲା । ସେମାନେ ଦୁଇଜଣ ପିଲାବେଳୁ ଏକାଠି ପଢ଼ିଛନ୍ତି ଓ ବଢ଼ିଛନ୍ତି । ସ୍କୁଲ୍‌ରେ ପଢ଼ିଲାବେଳୁ ପରସ୍ପାରକୁ ଭଲପା’ନ୍ତି ଓ ଏକାଠି ଜୀବନ…

ଅଧିକ ପଢ଼ନ୍ତୁ