Odia Story Lanthana (ଲଣ୍ଠନ) by Ashish Kumar Swain

ଲଣ୍ଠନ

ସୂର୍ଯ୍ୟ ଲାଲ ରୂପ ଧାରଣ କରି ପର୍ବତ ଶିଖରେ ବୁଡ଼ିଗଲେ, ସୁଲୁସୁଲିଆ ସୁଶୀତଳ ପବନ ବହି ଚାଲେ । ମନ ଆନନ୍ଦରେ ପୂରି ଉଠେ । ସୁନ୍ଦର ସୁଶୋଭିତ କଳାହାଣ୍ଡିଆ ରୂପଧାରଣ । ଯେ ଯାହା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ଭିନ୍ନ ରୂପ ଭିନ୍ନ ଧ୍ଵନି ସହ ସନ୍ଧ୍ୟା ଆଗତ । ଝୁମ୍ପୁଡ଼ି କୁଡ଼ିଆ । କୁଡ଼ିଆ ଭିତରେ କେଇଟା ପ୍ରାଣୀ । ଚତୁଃପାର୍ଶ୍ଵ ଘନ ଅନ୍ଧକାରମୟ ଆଉ ସେହି ଅନ୍ଧକାର ଭିତରେ ଭ୍ରମର ପରି ଶବ୍ଦ । ସେମାନେ କୁହନ୍ତି, ଶବ୍ଦ ବି କୁହେ । ଏମିତିକା…

ଅଧିକ ପଢ଼ନ୍ତୁ
Odia Story Bhruna (ଭ୍ରୁଣ) by Sudhanshu Shekhar Dwibedi

ଭ୍ରୁଣ

ଗର୍ଭକୁ ଆସିବାପରେ ମମ୍ମି ଅଭିମାନ କଲା । ପାପା କହିଲେ ଘରେ ବହୁତ ଲୋକ ହୋଇଗଲେଣି ଆଉ ପିଲା ଦରକାର ନାହିଁ । ମା’ ଗର୍ଭରେ ରହି ସେ ଜାଣିପାରୁଥାଏ ଲୋକମାନେ ବଡ଼ ଅଜବ ଢଙ୍ଗରେ ଭାବି ହେଉଛନ୍ତି । ସେଥିପାଇଁ ମମ୍ମି ଚିନ୍ତାଶୀଳ ହୋଇଯାଏ । ମୋର ଅସ୍ଥିରତା ଏବଂ ଗର୍ଭରେ ଅବ୍ୟବସ୍ଥିତ ଅବସ୍ଥା ତାକୁ ଅଜଣା ଉଷ୍ଣତାରେ ଭରିଦିଏ । ପରନ୍ତୁ ପାପା ନିକଟରେ ଥିଲେ ଏକ ଅଜଣା ଭୟରେ ସେ ଅସ୍ତ ସୂର୍ଯ୍ୟର ରଙ୍ଗରେ ରଙ୍ଗେଇଯାଏ । ପାପା ଦିନସାରା ହିସାବରେ…

ଅଧିକ ପଢ଼ନ୍ତୁ
Odia Poem Bhaba Bhaktira Mulya (ଭାବ ଭକ୍ତିର ମୂଲ୍ୟ) by Kapileswar Mishra

ଭାବ ଭକ୍ତିର ମୂଲ୍ୟ

କୁଆଁ ତାରା ଉଇଁବାକୁ ଆହୁରି ଘଡ଼ିଏ ରାତି ଅଛି ବୋଧେ ! ଚାଉଁକିନା ନିଦ ଭାଙ୍ଗି ଗଲା । ହାତ ବୁଲାଇ ଆଣିଲା ବେଳକୁ ଦେହ ମୁହଁ ସବୁ ଝାଳ । ଏ ପର୍ଯ୍ୟନ୍ତ ସ୍ୱପ୍ନର ଆବେଗ କଟିନାହିଁ ବୋଧହୁଏ !! ରହି ରହି ବର୍ଷା ଅସରା ହେଲା ଭଳି ମନକୁ ଭିଜେଇ ଦେଉଛି ସ୍ୱପ୍ନର ବୃତ୍ତାନ୍ତମାନ । ମନ ଯେମିତି ଖୋଜି ବୁଲୁଛି ସ୍ୱପ୍ନର ସେଇ ଶୀହରଣମାନଙ୍କୁ… ସ୍ୱପ୍ନର ଢେଉକୁ ଓ ବେଳାଭୂମିରେ ମଥା ପିଟୁଥିବା ଢେଉମାନଙ୍କରୁ ଛିଟିକି ପଡ଼ୁଥିବା ଜଳକଣାମାନଙ୍କୁ । ଆହାଃ !…

ଅଧିକ ପଢ଼ନ୍ତୁ
Odia Story Pua Pain Guitar (ପୁଅ ପାଇଁ ଗୀଟାର୍) by Deepak Sarangi

ପୁଅ ପାଇଁ ଗୀଟାର୍

୨୦୦୯ ମସିହା ଅକ୍ଟୋବର ମାସ । କଟକରେ ଦଶହରା ସମୟ । ମା’ଙ୍କ ଆଗମନରେ ସାରା ସହର ଉତ୍ସବ ମୁଖର । ଯୁଆଡ଼େ ଚାହିଁବ ରଙ୍ଗୀନ ଆଲୋକର ରୋଷଣୀ । ସେଦିନ ହୋଇଥାଏ ମହାଷ୍ଟମୀ । ବିଡ଼ାନାସୀରୁ ଗୋଟେ ପ୍ରୋଗ୍ରାମ ସାରି ମୁଁ ମୋ ମଟରସାଇକେଲରେ ଘରକୁ ଫେରୁଥାଏ । ରାତି ପ୍ରାୟ ୧୧.୩୦ ହେବ । କାନ୍ଧରେ ପକେଇଥାଏ ମୋ ଗୀଟାର । ପ୍ରଶାସନର କଡ଼ା ନିୟମ ରାତି ଦଶଟା ପରେ ସବୁ ମେଲୋଡ଼ି କାର୍ଯ୍ୟକ୍ରମ ବନ୍ଦ । କାଠଯୋଡ଼ି ରିଂବନ୍ଧ ଦେଇ ଆସୁଥାଏ ମୁଁ; ସନ୍ଧ୍ୟାବେଳେ ଟିକେ…

ଅଧିକ ପଢ଼ନ୍ତୁ
Odia Story Aphera Chithi (ଅଫେରା ଚିଠି) by Sweety Das

ଅଫେରା ଚିଠି

ପ୍ରିୟ ଗୌତମ, ତମେ ଭଲ ଆଛ ତ? ଅଶାକରେ ତମେ ସେଠାରେ ଭଲରେ ଥିବ । ଘରେ ବି ସମସ୍ତେ ଭଲରେ ଅଛନ୍ତି କିନ୍ତୁ ବାପାଙ୍କର ଟିକେ ଉଚ୍ଚ ରକ୍ତ ଚାପ ଯୋଗୁଁ ଦେହ ଅସୁସ୍ଥ ଅଛି । ତମେ ଜମା ଚିନ୍ତା କରନି, ମୁଁ ତାଙ୍କୁ ଠିକ ସମୟରେ ମେଡ଼ିସିନ୍ ଦେଇଦେଉଛି । ଆଉ ତମ ଝିଅ ଶ୍ରେୟା ଏବେ ନୂଆ ନୂଆ ସ୍କୁଲ ଯାଉଛି । ସେ ତମକୁ ବହୁତ ମିସ କରୁଛି । ଆଉ ଜାଣିଛ, ଗାଁ, ସାଇପଡ଼ିଶା, ବାପା,…

ଅଧିକ ପଢ଼ନ୍ତୁ