Odia Story Patha Badalae Bata (ପାଠ ବଦଳାଏ ବାଟ) by Swetalina Pattnaik

ପାଠ ବଦଳାଏ ବାଟ

ଗାଆଁର ନାଆଁ ପଦ୍ମପୁର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗାଁ’ଟି ଦେଖିବାକୁ ଖୁବ୍ ସୁନ୍ଦର । ବିଦ୍ୟାଳୟରୁ ଆରମ୍ଭ କରି ବ୍ଲକ ଘର ପର୍ଯ୍ୟନ୍ତ ସବୁ ରହିଛି । ହେଲେ ଦୁଃଖର ବିଷୟ ଗାଁ ଲୋକେ ବେଶୀ ଶିକ୍ଷିତ ନୁହଁନ୍ତି । ସେଇଥିପାଇଁ ସବୁ ଥାଇ ମଧ୍ୟ ନଥିଲା ଭଳି କିଛି ଉନ୍ନତିମୂଳକ କାମ ଗାଁରେ ହୋଇନଥାଏ । ଆଜିବି ଗାଁରେ ଝିଅ ପୁଅ ମଧ୍ୟରେ ବହୁତ ପ୍ରଭେଦ । ଝିଅକୁ ପାଠ ତ ଦୂରର କଥା ବିଦ୍ୟାଳୟର ପାଦ ମାଡ଼ିବାକୁ ଦିଅନ୍ତି ନାହିଁ । ଗାଁ…

ଅଧିକ ପଢ଼ନ୍ତୁ
Odia Story Safed Jahara (ସଫେଦ ଜହର) by Ashutosh Meher

ସଫେଦ ଜହର

ପୂର୍ଣ୍ଣିମାର ସଫେଦ୍ ଜହ୍ନ ଆଲୁଅରେ ତା’ ଦେହ ଆଜି କାହିଁକି ଏତେ ଜଳୁଛି??? ପାର୍କରେ ଲୋକ ଭିଡ଼, ସେ କିନ୍ତୁ ଏକଦମ୍ ଏକେଲା । ଶୁଭ୍ରା ବସିଛି ସେଇ ସୁପରିଚିତ ସିମେଣ୍ଟ ବେଞ୍ଚରେ ଯେଉଁଠି ସେମାନେ ବସନ୍ତି ହାତ ଧରା ଧରି ହୋଇ । ନିଶିକାନ୍ତଙ୍କ ସହ… ଗତ ଦଶ ବର୍ଷ ହେବ !! ହାତରେ ତା’ର… ଏଇ କିଛି ସମୟ ଆଗରୁ ନିଶିକାନ୍ତ ଧରାଇ ଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଚେକ୍ । ସେଇଟା ବି ହାତରେ ଅଗ୍ନି ପିଣ୍ଡୁଳା ପରି…

ଅଧିକ ପଢ଼ନ୍ତୁ
Odia Short Story To Binu Anya Gati Nahi (ତୋ ବିନୁ ଅନ୍ୟ ଗତି ନାହିଁ) by Nibedita Behera

ତୋ ବିନୁ ଅନ୍ୟ ଗତି ନାହିଁ

– କାଳିଆ ଶୁଣିଲୁଟି ଏଥର ମାଉସୀ ଘରକୁ ଯାଇ ପାରିବା ନାହିଁ, ବଡ଼ ଦେଉଳରେ ରହିବା । ମାଉସୀ ମା’ ପ୍ରସ୍ତୁତି ଆରମ୍ଭ କରି ଦେଇଥିବ ତାକୁ ବି ଖବର ଦେବାକୁ ହେବ । କ’ଣ କରିବା କହିଲୁ ବର୍ଷକୁ ଥରେ ରଥଯାତ୍ରା, ତା’କୁ ବି କୋର୍ଟ ମନା କରିଦେଲା । ଦେଉଳ ଖାଁ ଖାଁ ଲାଗୁଚି । ଖାଲି ଖାଇ କରି ଶୋଇବା କଥା । ସେଥିରେ ପୁଣି ଯାତ୍ରା ବି ମନା ହେଇଗଲା । ମୋତେ କିଛି ଭଲ ଲାଗୁନି । ତୁ କିଛି…

ଅଧିକ ପଢ଼ନ୍ତୁ
Odia Short Story Thaku Aei Ra Kalia Suna (ଠାକୁ ଆଈର କାଳିଆ ସୁନା) by Jyotsna Jena

ଠାକୁ ଆଈର କାଳିଆ ସୁନା

ଆଈ ସମସ୍ତଙ୍କୁ ଖୁବ ସ୍ନେହ କରେ । କିନ୍ତୁ ସେ ସ୍ନେହରେ ସବୁଠୁ ଅଧିକ ଭାଗ ଅମ୍ଭାର ଘର କୋଣକୁ ଠାକୁର ମଣ୍ଡପରେ ଜଳ ଜଳ କରି ଚାହିଁ ବସିଥିବା କାଳିଆ ଠାକୁରର । ଏମିତି କହୁଥିବ ଯେମିତି କାଳିଆ ଠାକୁର ନୁହଁ ଆମରିମାନଙ୍କ ପରି ତା’ର ଆଉଗୋଟେ ନାତୀ ସେ ! – ଆଈ ! ଦିନ ୧୧ଟା ହେଲାଣି ଖାଇବୁନିକି? – ହଁ ହଁ… ଏଇତ ତୁଠରୁ ଫେରିଲି, ମାଇଁକୁ କହ ବଢ଼ାବଢ଼ି କରୁ । ତୁମେମାନେ ସବୁ କଂସା ନେଇକି…

ଅଧିକ ପଢ଼ନ୍ତୁ
Odia Poem Samparka (ସମ୍ପର୍କ) by Snigdha Jena

ସମ୍ପର୍କ

ଘରକୁ ବାହାଘର ପରେ ପ୍ରଥମଥର ବୁଲିବାକୁ ଆସିବେ ନଣନ୍ଦ ଓ ତାଙ୍କ ସ୍ୱାମୀ । ସେଥିପାଇଁ କେତେ କ’ଣ ଆୟୋଜନ । ଶାଶୁ ମଣିମାଳାଙ୍କ କଡ଼ା ତାଗିଦ, ସବୁ ଯେମିତି ଠିକରେ ହବ । ଚାରିଦିନ ଆଗରୁ ଘର ସଜାଡ଼ି ସବୁ ଜିନିଷକୁ ସଜାଡ଼ି ରଖିଚି ରୁଚି । ରୋଷେଇର ଲମ୍ୱା ଲିଷ୍ଟ । ସବୁ ତାକୁ କରିବାକୁ ହବ । ଯାହା ଜିନିଷ ଆସିବ ଚିଠା କରି ରଖିଛି ସେ । ଘର ବୋଲି କେତେ କାମ, କହିବାକୁ କେତେ ସମୟ ବା ଲାଗେ !!! “ଘରେ…

ଅଧିକ ପଢ଼ନ୍ତୁ