ଭ୍ରୁଣ
ଗର୍ଭକୁ ଆସିବାପରେ ମମ୍ମି ଅଭିମାନ କଲା । ପାପା କହିଲେ ଘରେ ବହୁତ ଲୋକ ହୋଇଗଲେଣି ଆଉ ପିଲା ଦରକାର ନାହିଁ । ମା’ ଗର୍ଭରେ ରହି ସେ ଜାଣିପାରୁଥାଏ ଲୋକମାନେ ବଡ଼ ଅଜବ ଢଙ୍ଗରେ ଭାବି ହେଉଛନ୍ତି । ସେଥିପାଇଁ ମମ୍ମି ଚିନ୍ତାଶୀଳ ହୋଇଯାଏ । ମୋର ଅସ୍ଥିରତା ଏବଂ ଗର୍ଭରେ ଅବ୍ୟବସ୍ଥିତ ଅବସ୍ଥା ତାକୁ ଅଜଣା ଉଷ୍ଣତାରେ ଭରିଦିଏ । ପରନ୍ତୁ ପାପା ନିକଟରେ ଥିଲେ ଏକ ଅଜଣା ଭୟରେ ସେ ଅସ୍ତ ସୂର୍ଯ୍ୟର ରଙ୍ଗରେ ରଙ୍ଗେଇଯାଏ । ପାପା ଦିନସାରା ହିସାବରେ…

