ପାସ୍ପୋର୍ଟ ସାଇଜ୍ ଫଟୋ

ପିଜି ଏଣ୍ଟ୍ରାନ୍ସ ଫର୍ମ ଭରିବା ପାଇଁ ଫଟୋ ଉଠେଇବାକୁ ଷ୍ଟୁଡିଓ ଭିତରେ ଅପେକ୍ଷା କରୁଥିଲି । ଷ୍ଟୁଡିଓର କାଚ ଦୁଆର ସେପଟେ ବୁଢ଼ୀ ମାଉସୀ ଜଣେ ଚିନ୍ତିତ ଦେଖାଯାଉଥିଲା । ବୋଧହୁଏ କାଚ ଦୁଆରଟାକୁ କେମିତି ଖୋଲିବ ଜାଣି ପାରୁନଥିଲା ସେ…

Continue Readingପାସ୍ପୋର୍ଟ ସାଇଜ୍ ଫଟୋ