Odia Poem Bou Katha Mane Pade (ବୋଉ କଥା ମନେ ପଡ଼େ) by Debabrata Barik

ବୋଉ କଥା ମନେ ପଡ଼େ

ମୋ ବୋଉ ପଣତ ଶ୍ରୀ ମନ୍ଦିର ନେତ ଦିଏ ସେ ଶୀତଳ ଛାୟା ସେ ପଣତ ତଳେ ନଥାଏ ତ ଡର ଆସୁ ଯେତେ ଝାଞ୍ଜି ବାଆ ।। ରାତିରେ ବେଶି ସେ ପାରେ ନାହିଁ ଶୋଇ ରହିଯାଏ କାମେ ବାନ୍ଧି ଆମ ସଭିଙ୍କ ମନ ଜିତି ନିଏ ପରା ନାନା ପ୍ରକାରର ରାନ୍ଧି ।। ମୋ ବୋଉ ମମତା ହୃଦ ନୀରବତା ହୃଦୟ ପବିତ୍ର ଗୀତା ତା’ ସ୍ନେହ ପରଶ ମୋ ପାଇଁ ଚନ୍ଦନ ହୃଦେ…

ଅଧିକ ପଢ଼ନ୍ତୁ
Odia Bhajan Kemiti Achha He Kalia Thakura (କେମିତି ଅଛ ହେ କାଳିଆ ଠାକୁର) by Abhilipsa Sahoo

କେମିତି ଅଛ ହେ କାଳିଆ ଠାକୁର

ଶ୍ରୀକ୍ଷେତ୍ର ଅଧିର, ଭକ୍ତ ନାରଖାର କେମିତି ଅଛ ହେ କାଳିଆ ଠାକୁର ନିୟତି ପ୍ରକୃତି ସୃଷ୍ଟି ଆଦିରଥି ସଂସାର ଶ୍ରୀଧର ତ୍ରିଲୋକ ମୂରତି ପଞ୍ଚଭୂତ ପଞ୍ଚ ଇନ୍ଦ୍ରିୟ ପ୍ରକାଶେ ସୃଷ୍ଟ ଜଗତ କି ହେବ ‘ସତ୍’ ଶେଷେ ଆୟୁଷ ଅମୃତ କାଳଚକ୍ରର କବଚ ନୀଳଚକ୍ର ଅଖ ଅଙ୍କେ ଆଉ କି ସଙ୍କୋଚ ଦଶଦିଗ କୀର୍ତ୍ତି ସମାପ୍ତିବ ଦଶ ତୁଠେ କ୍ଷଣେ ପ୍ରଳୟ ଘେରିବ ଏଇ ଧରା ରଥେ ସଂସାର ସାଗର ପଦ୍ମେ ଲକ୍ଷ୍ମୀ ନାରାୟଣ ପୂର୍ଣ୍ଣରୂପ ପରଂବ୍ରହ୍ମ…

ଅଧିକ ପଢ଼ନ୍ତୁ
Odia Poem Ae Tuma Upahara 9ଏଇ ତ ତୁମ ଉପହାର) by Dr. Kaushik Kumar Panigrahi

ଏଇ ତ ତୁମ ଉପହାର

ତୁମେ କେତେ ଅଭିମାନୀ !! ଦେବାର କିଛି କ୍ଷମତା ନାହିଁ ବୋଲି, ତୁମେ ଅଳି କର, ଅର୍ଦ୍ଦଳି କର, ରାଗ, ରୋଷ ଓ ଅଭିମାନ ବି କର, ପରିଶେଷେ ତୁମର କେଇ ପଦ ମୃଦୁ ସଂଭାଷଣ, “ଯଦି ଭୁଲରେ କିଛି କହିଥିବି କ୍ଷମା କରିଦେବ ।” ମତେ ଭଲ ପାଇବା ଦିନଠୁଁ ଜାଣେନା, ତୁମେ କିଛି ପାଇଛ କି ନାଇଁ, ବରଂ ହରେଇଛ ନିଜସ୍ୱପଣ, ହରେଇଛ ମନର ସ୍ଥିରତା, ନିଜର ସ୍ଵାଧୀନତା, ପରିଶେଷେ ତୁମର କୁମାରୀ ଚପଳତା…

ଅଧିକ ପଢ଼ନ୍ତୁ
Odia Poem Shubhapallaba (ଶୁଭପଲ୍ଲବ) by Debabrata Dash

ଶୁଭପଲ୍ଲବ

ବଣମଲ୍ଲୀ ବଣେ ଫୁଟି, ପଡ଼ୁଥିଲା ଝଡ଼ି ଅସୁମାରୀ ସ୍ୱପ୍ନ ହାତେ, ଦେଇ ସେ କବରୀ ବାସଥିଲା ନ ଥିଲା ତ, ତା’ ବାସର ମୂଲ ମୂଲ ବୁଝି ମାଳି ସାଜି, ଯିଏ କରିନେଲା କୋଳ ମନରେ ଆଶା ସଞ୍ଚାରି, ମଳୟ ପରଶେ ଭରି ଚତୁର୍ଦ୍ଦିଗେ ଖେଳାଇଲା, ନୂଆ ଏକ ପଲ୍ଲବ… ଶୁଭପଲ୍ଲବ ସେ ଶୁଭପଲ୍ଲବ… ସେ ଶୁଭପଲ୍ଲବ… ଫଗୁଣଟା ସତେ, ଲାଗୁଥିଲା ରଙ୍ଗହୀନ ଫୁଲ ଲାଗୁଥିଲା ଫିକା ପଡ଼ିଥିଲା ମଳିନ ଶୁଭୁ ତ ନଥିଲା ଟିକେ, କୋଇଲିର…

ଅଧିକ ପଢ଼ନ୍ତୁ
Odia Poem Haere Thakura (ହାଏରେ ଠାକୁର) by Dr Sachin Sarangi

ହାଏରେ ଠାକୁର

ସତରେ କ’ଣ ତୁ ଜାଣିନୁ ମୋ ମନର ଅବିଶ୍ରାନ୍ତ କୋହକୁ ଆଉ ତୋ’ ପ୍ରତି ଅହେତୁକ ଆବେଗକୁ; ଅବୁଝାର ମନ ନେଇ ଖାଲି ବୁଝିବାର, ଖାମ୍‌ଖିଆଲି ଢଙ୍ଗରେ ବଲ ବଲ ଚାହିଁ ଥାଉ ସତେ ଯେମିତି, ସବୁ କିଛି ବୁଝିଛୁ ଆଉ ବୁଝି ସାରି, ସବୁ କିଛି କରୁଛୁ । ସେଦିନ ମୁଁ କ’ଣ, ଭୁଲ କରିଥିଲି? ମୋ ଡାକ ନ ଶୁଣି, ମୋ ମନକୁ ଠିକରେ ନ ପଢ଼ି ଏତେ ବଡ଼ ପାହାଡ଼ ପରା ବୋଝ…

ଅଧିକ ପଢ଼ନ୍ତୁ