Odia Poem E Ki Abichara (ଏ କି ଅବିଚାର) by Alekha Meher

ଏ କି ଅବିଚାର

ନାସ୍ତିକ କରଇ ସୁଖେ ଅଟ୍ଟହାସ୍ୟ ଆସ୍ତିକ ନୟନେ ଲୁହ, ଜୀବନଟା ସାରା ଦୁଃଖର ଅଙ୍ଗାର ହୃଦୟରେ ଭରା କୋହ । ନିଃଶବ୍ଦ ସାଧନା ନିଃସ୍ୱାର୍ଥ ଭାବନା ତିରସ୍କାର ପାଇଁ ସାର, ସୁଦ୍ଧ ପେୟନୀରେ ପୋକ ପକାଇଲେ ହୁଅଇ ସିନା ଅମର । ପାଳକ ଧରିଲେ ପକ୍ଷପାତି ପଣ ଆଉ କେ ଅଛି ଭରସା, ଏ ଜୀବନେ ସଦା ତମକୁ ସିନା ମୁଁ କରିଅଛି ଏକା ଆଶା । ସତ୍ୟର ପାଣ୍ଡବ ପଶାପାଲି ଖେଳେ ହାରିବା ନିଶ୍ଚେ ପ୍ରମାଣ, ଖେଦ କ୍ଳେଶ ଭାର…

ଅଧିକ ପଢ଼ନ୍ତୁ
Odia Poem Lampata Purusha (ଲମ୍ପଟ ପୁରୁଷ) by Jayashree Patra

ଲମ୍ପଟ ପୁରୁଷ

ହଠାତ ଆଜି କାଇଁ ମନେପଡ଼ିଗଲ ମୋର ଏଇ ଦରସିଝା ସ୍ମୃତିପଟ୍ଟରେ? କ’ଣ ପୁଣିଥରେ ଉଦୁଉଦିଆ ଖାରବେଳଟାରେ କାଳବୈଶାଖୀର ଆଗମନ ପରି ମୋର ଏଇ ରୂପେଲି ଜୀବନରେ ପୁଣିଥରେ ଝଡ଼ ଆଣିବାକୁ? ଚାଲି ଯାଇଥିଲ ପ୍ରେମିକ ସାଜି ସବୁକିଛି ଭାଙ୍ଗି ଚୁରମାର ପରେ କ’ଣଟା ବାକି ଅଛି ଯେ ଆଜି ପୁଣି ମୋ’ ସାଧା ପୃଷ୍ଠାରେ ଲେଖିବାକୁ ତୁମର ଭାରି ମନ? ମୋ’ ଦେହରେ ଢାଳି କଳଙ୍କ ଦୁଆତ ମିଳିଲାନି କି ଶାନ୍ତି? ଦୀର୍ଘ ବର୍ଷ ପରେ ଆସିଯାଉଅଛ…

ଅଧିକ ପଢ଼ନ୍ତୁ
Odia Bhajan Karanai Prabhu Kapata (କରନାହିଁ ପ୍ରଭୁ କପଟ) by Jharana Rout

କରନାହିଁ ପ୍ରଭୁ କପଟ

ସହି ହେଉନାହିଁ ଦୁନିଆର ଦୁଃଖ କେମିତି ସହିବି କୁହ, ସବୁଠି ଖାଲି ହୃଦୟଭରା ଲୁହ କାହା ମୁହେଁ ନାଁହି ହସ ॥ ମା’ଠାରୁ ପୁତ୍ରକୁ ଛଡ଼ାଇ ନେଉଛ କେମିତି ସହିବ ମା, ପିଲାଠାରୁ ପିତାମାତାଙ୍କୁ ଛଡ଼ାଇ କି ଖୁସି ପାଉଛ କୁହ ॥ ସବୁଆଡ଼େ ଖାଲି ମୃତ୍ୟୁର ତାଣ୍ଡବ ଏ ଦେହ ଯାଉନି ସହି, ନୀରବରେ ପ୍ରଭୁ ତୁନି ରୁହ ନାଁହି ପ୍ରଭୁ କର କିଛି ଚମତ୍କାର ॥ ଆଉ କାହା ମନେ ଦିଅ ନାଁହି ଦୁଃଖ…

ଅଧିକ ପଢ଼ନ୍ତୁ
Odia Poem Akasha o Pruthibi (ଆକାଶ ଓ ପୃଥିବୀ) by Annapurna Dhal

ଆକାଶ ଓ ପୃଥିବୀ

ଅନନ୍ତ ଦୂରତା ଦୁହିଙ୍କ ମଧ୍ୟରେ ତଥାପି ନିବିଡ଼ ପ୍ରେମ, ଏତେ ଅତ୍ମୀୟତା କିପରି ସମ୍ଭବ ମନେ ଜାଗିଉଠେ ଭ୍ରମ !! କାହିଁ ସେ ଆକାଶ କେଉଁଠି ପୃଥିବୀ ମଝିରେ ଦୂରତା ଯେତେ, ଅମର ଶାଶ୍ୱତ ପ୍ରେମ ନିକଟରେ ଦୂରତାର ଶକ୍ତି କେତେ? ସାତ ରଙ୍ଗେ ତାକୁ ସଜାଇ ଦେଇଛି ଯେତେବେଳେ ଯାହା ଲୋଡ଼ା, ସବୁଜ ଶାଢ଼ୀକୁ ମୋତି ବିନ୍ଦୁ ଛିଟା ଗଭାକୁ ତା’ କୃଷ୍ଣଚୂଡ଼ା । ମାଗିବ ନାହିଁ ସେ ମୁଁହ ଖୋଲି କେବେ ସେ ତ ବଡ଼ ଅଭିମାନୀ,…

ଅଧିକ ପଢ଼ନ୍ତୁ
Odia Poem Surjyasta (ସୂର୍ଯ୍ୟାସ୍ତ) by Subhalaxmi Sahoo

ସୂର୍ଯ୍ୟାସ୍ତ

ବୟସର ଅପରାହ୍ନରେ ଦଣ୍ଡାୟମାନ ମୁଁ ଆଜି ଚତୁର୍ଦ୍ଦିଗ ଅନ୍ଧକାର ପାଏ ନାହିଁ ନିଜକୁ ଖୋଜି । କ୍ଷଣିକରେ ସାୟଂ କାଳ ଅସ୍ତ ଯିବେ ରବି କର୍ମମୟ ଜୀବନରୁ ଆଜି ମୁହିଁ ବାହୁଡ଼ିବି । ଆସିବନି କାଲି ଆଉ ସେପରି ସକାଳ ଶୁଣିବାକୁ ନ ମିଳିବ ପତ୍ନୀଙ୍କ ଗହଳ । ବାଜିବନି ୯:୦୦ରେ ଟେବୁଲର ଘଡ଼ି କର୍ମକ୍ଷେତ୍ର ଯିବି ନାହିଁ ଚଢ଼ି ମୁଁ ଯେ ଗାଡ଼ି । ସକାଳର ସୁରୁଜ ଯେ ଲାଗଇ ସୁନ୍ଦର ସ୍ମରଣେ ମୁଁ ଶୈଶବର ସଖା ସହୋଦର । ମଧ୍ୟାହ୍ନରେ ସେ…

ଅଧିକ ପଢ଼ନ୍ତୁ