Odia Poem Sesha Anurodha (ଶେଷ ଅନୁରୋଧ) by Snigdha Panda

ଶେଷ ଅନୁରୋଧ

କବିତା, ତୋ’ର ମୋର କଥା ଥିଲା ତୁ ମତେ ନିଦ ଦେବୁ ନ ହେଲେ ସ୍ୱପ୍ନ ଦେବୁ ହେଲେ ତୁ ନା ଦେଲୁ ନିଦ, ନା ଦେଲୁ ସ୍ୱପ୍ନ ଏବେ କହ ମୋ’ ଆଖିକୁ ଚାହିଁ ତୁ କ’ଣ ପ୍ରତାରଣା କଲୁନାହିଁ?? ମୁଁ ଯେବେ ବାଟ ଚାଲୁଥିଲି ତୁ ମୋର ସାଥୀ ହେଲୁ ସବୁଦିନ ଚାଲିବୁ ମୋ’ ସାଥେ ବୋଲି ଆକାଶକୁ ସାକ୍ଷୀ ରଖି କଥା ଦେଇଥିଲୁ ଅଥଚ ଆକାଶର ବର୍ଷାସବୁ ଝରାଇଲୁ ଆଖିଦେଇ ମୋର ଅଭିଯୋଗ…

ଅଧିକ ପଢ଼ନ୍ତୁ
Odia Poem Mahabahu (ମହାବାହୁ) by Arpita Mishra

ମହାବାହୁ

ଆହେ ଦୟାମୟ ନୀଳାଦ୍ରି ବିହାରୀ, ଦିନ ଯାଉ ତୁମ ଶ୍ରୀପଦ ସୁମରି । ପ୍ରଭୁ ତୁମେ ପରା ଜଗତର ନାଥ, ତୁମ ପାଇଁ ମୁଁହି ହେଲିକି ଅଜ୍ଞାତ । ଶୁଣ ପ୍ରଭୁ ମୋର ହୃଦୟ ବନ୍ଦନ, ନିରାଶ ଆତ୍ମାର ଆକୁଳ ଜଣାଣ । ତୁମ ବିନା ଅବା କିଏ ଅଛି ମୋର, ତୁମେ ପରା ମୋର ଶକ୍ତିର ଆଧାର । ନିତ୍ୟ ମୁଁ କରଇ ତୁମ ଆରାଧନା, କର ପ୍ରଭୁ ମୋର ଶକ୍ତି ସଂରଚନା । ଆସୁ ମୋ ପଥରେ ଯେତେ ବାଧା ବିଘ୍ନ,…

ଅଧିକ ପଢ଼ନ୍ତୁ
Odia Poem Kebe bi Bhabinathili (କେବେ ବି ଭାବି ନ ଥିଲି) by Nibedita Nayak

କେବେ ବି ଭାବି ନ ଥିଲି

ଆଜି ବି ମନେ ପଡ଼େ ମତେ ଆମ ପ୍ରଥମ ଦେଖା ନା ଜାଣିଥିଲେ ପରସ୍ପରକୁ ନା ହେଇଥିଲେ କଥା ।୧। କିନ୍ତୁ ହେଇଥିଲା ତ କିଛି ସୃଷ୍ଟି ଦୁହିଁଙ୍କ ମନରେ ମିଶିଯାଇଥିଲା ଯେବେ ଆଖି ଆଖିରେ ।୨। କ୍ଷଣିକର ଆକର୍ଷଣ ପରି ମତେ ଲାଗୁଥିଲା ନଜରରୁ ଗଲେ ଭୁଲି ଯିବି ବୋଲି ଲାଗିଲା ।୩। ଘଟିଲାଣି ସେମିତି କିଛି ବି ଏଥର ସ୍ମୃତିରୁ ତମେ ମୋ ହେଲନି ଅନ୍ତର ।୪। ମାନସପଟ୍ଟରେ ଚିତ୍ର ତୁମର ଅଙ୍କିତ ହୃଦୟ ବେଦିରେ ତୁମେ ତ ଇପ୍ସିତ ।୫।…

ଅଧିକ ପଢ଼ନ୍ତୁ
Odia Poem Abishranta Sahara (ଅବିଶ୍ରାନ୍ତ ସହର) by Alok Tripathy

ଅବିଶ୍ରାନ୍ତ ସହର

କ୍ଲାନ୍ତିର ଜ୍ୱାଳାରେ ଆତୁର, ଏ ସହର ଆଜି ଆଉଥରେ ପ୍ରତୀକ୍ଷାରେ ରଜନୀର । ଆକାଶଟା କଳାରଙ୍ଗରେ ରଙ୍ଗେଇ ହେବ ଯେବେ, ଆଉ ରାସ୍ତାଗୁଡ଼ା ବତୁରିଯିବେ ବିଜୁଳିବତୀର ଆଲୁଅରେ, ଆରମ୍ଭ ହେବ ଚାରିଆଡ଼େ ବିଶ୍ରାମର ମହୌତ୍ସବ । ନିଦ୍ରାକୁ ଆଲିଙ୍ଗନ କରି, କେତେ ସ୍ୱପ୍ନ ଏ ସହର ଗଢ଼ିଯିବ । ହେଲେ ବେଳ ଦେଖି, ବାହୁଡ଼ିଯିବ ତନ୍ଦ୍ରା । କଥା ଦେବ ଏ ନୁହଁ ଶେଷ ଦେଖା । ଆସିବ କାଲିକି ସବୁ ବ୍ୟଥା ପୁଣିଥରେ ହରିନେବ । – ଆଲୋକ ତ୍ରିପାଠୀ ଆଲୋକ ତ୍ରିପାଠୀଆଲୋକ ତ୍ରିପାଠୀ…

ଅଧିକ ପଢ଼ନ୍ତୁ
Odia Poem Tini Ratha Bije Tini Thakura (ତିନି ରଥେ ବିଜେ ତିନି ଠାକୁର) by Basanti Lata Jena

ତିନି ରଥେ ବିଜେ ତିନି ଠାକୁର

ବରଷକେ ଥରେ ରଥ ଯାତରା ଲୋ ବଡ଼ ଦାଣ୍ଡ ଉଛୁଳୁଛି ଶଙ୍ଖ ଘଣ୍ଟା ଧ୍ଵନି ମୃଦଙ୍ଗ ବାଜୁଛି ତିନି ରଥ ସଜା ଅଛି । ତାଳଧ୍ଵଜ ରଥେ ବିଜେ ବଳଦେବ ରାମ କୃଷ୍ଣ ବିରଜାନ୍ତି ସାରଥୀ ମାତଳୀ ଦଉଡ଼ି ବାସୁକୀ ସୌଭାଗ୍ୟ ମନେ କରନ୍ତି । ସୁଭଦ୍ରାଙ୍କ ରଥ ଦର୍ପ ଦଳନ ଲୋ ସୁଦର୍ଶନ ବିରଜାନ୍ତି ସାରଥୀ ଅର୍ଜୁନ ରଶି ସ୍ୱର୍ଣ୍ଣଚୂଡ଼ ଦେବତା ବୋଲି କହନ୍ତି । ଜଗନ୍ନାଥଙ୍କର ନନ୍ଦିଘୋଷ ସାଥେ ବିଜେ ମଦନ ମୋହନ ସାରଥୀ ଦାରୁକ ରଶି ଶଙ୍ଖଚୂଡ଼…

ଅଧିକ ପଢ଼ନ୍ତୁ