ତୁମ ଆସିବାର ଅଭିପ୍ରାୟ
ଅଳ୍ପ କିଛି ଦିନର ପରିଚୟ ଜାଣେନା ମୁଁ ତୁମ ଆସିବାର ଅଭିପ୍ରାୟ । ଲାଗୁଥିଲା ଜୀବନ ଏଇଠି ସରିଗଲା, ଏବେ ଲାଗେ ଯେମିତି ଆରମ୍ଭ ହେଲା । ଯେମିତି ରାତି ଆସିଲେ ହୁଏ ଅନ୍ଧାର କିନ୍ତୁ ନିଶ୍ଚିନ୍ତ ଯେ ଆସିବ ନୂଆ ସକାଳ । ଅଜଣା ଥିଲ ବୋଲି ଲାଗୁଥିଲା ଡର ଏବେ କାହିଁ ଲାଗ ତୁମେ ନିଜର ନିଜର । ମତେ ତୁମ ଜୀବନକୁ କରିଛ ସ୍ୱାଗତ କେମିତି ଜଣେଇବି ମୋ ମତାମତ? ଚାହେଁନା ମୁଁ…