ଆସିଛି ଏମିତି ବେଳ

ଆସିଛି ଏମିତି ବେଳ

ନିଜେ ସହି ଭୋକ ଶୋଷ ଯେଉଁ ଲୋକ ଦିଏ କାହା ପେଟ ପୂରେଇ ତା’ ହାତରୁ ଖାଇଥାଏ ଯେଉଁ ଲୋକ ଗୋଡ଼ରେ ବି ପାରେ ଖୁରେଇ ଏମିତି ହୋଇଛି ସମୟ ଏଇନେ କେହି କରେନାହିଁ ସ୍ବୀକାର ଉପକାରୀ ଯେତେ ଚିହ୍ନା ଲୋକଂକୁ କରୁଥାଏ ଧିକ୍‌କାର କଥା ତ ପଳାଏ ପବନରେ ଉଡ଼ି ଲେଖା ରହିଥାଏ ପଡ଼ି କେହି ମାନେନାହିଁ କାହାର ବୋଲ ଯେତେ ଛାଡ଼ିଲେ ବି ରଡ଼ି ଶିକ୍ଷା ଶାସନ ବିଚାର ସାହିତ୍ୟ ହେଲାଣି ଶବ୍ଦଖେଳ ଭାବନା…

ଅଧିକ ପଢ଼ନ୍ତୁ
ଅସଜଡ଼ା କଥା

ଅସଜଡ଼ା କଥା

ଅଜାଣତରେ ବି ଅସଜଡ଼ା କଥା ଦୈବାତ୍‌ ପାଟିରୁ ଖସି ଗଲେ, ସଦ୍‌ଭାବ୍‌ କେଉଁ ପ୍ରକାରେ ଜାଣିଛୁଁ, ବିଗିଡ଼େ ବେଶି ତେବେ ସୁଦ୍ଧା କେହି କହୁନାହାଂତି ମାପିଚୁପି କେଉଁ କଥା ସେଇଥିପାଇଁ ତ ଶୁଣୁଥିବା ଲୋକ ଭୋଗୁଥାଏ ହୀନସ୍ତା ରାଂଧିବା ବେଳେ ତ ଚାଉଳରୁ ଗୋଡ଼ି ବାଛି ଦେଇଥାଊଢ଼ଁ ଫିଂଗି କହିବା ବେଳକୁ ବଦଳାଉନାହିଁ ଥରେ ବି ବଚନ ଭଂଗି ଏତେ ବକ୍‌ବକ୍‌ ହେଉଥିଲେ ତ ପଡ଼େନାହିଁ ତାର ପ୍ରଭାବ ରଡ଼ି ଛାଡ଼ି ଖାଲି ଦାବି କରୁଥିଲେ ହଟି…

ଅଧିକ ପଢ଼ନ୍ତୁ
ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ଚାଷୀ ଆଜି କରେ ପୂଜା ର ଆଳତୀ କ୍ଷେତ ଉପରକୁ ଯାଇ॥ ରଥ ଗଢ଼ା କାର୍ଯ୍ୟ ଆରମ୍ଭ ହେବ ହେ ଧାଇଁ ଆସ ପଣ୍ଡା ଭାଇ.. ଛାଡ଼ ହେ ଫନୀକୁ ଡାକ ହେ ଜଗନ୍ନାଥଙ୍କୁ ଭଲରେ ଭଲରେ ରଥ କାମ ହେଉ ନ ଆସୁ ବାତ୍ୟା ନ ରହୁ ତାଣ୍ଡବ ଶ୍ରୀହୀନ ଶ୍ରୀକ୍ଷେତ୍ର ପୁଣି ଭରି ଉଠୁ ସବୁଜିମାରେ ପୁଣି ଥରେ ଖେଳୁ ସାଗର ହସି ହସି ନ ଶୁଭୁ କରାଳ ଗର୍ଜନ ସବୁ ଭକ୍ତଙ୍କ ଭିଡ଼…

ଅଧିକ ପଢ଼ନ୍ତୁ
ଫଣୀ ହୋଇଗଲା ଫନି

ଫଣୀ ହୋଇଗଲା ଫନି

ଫଣା ଟେକି ଯେ ହୁଏ ‘ ଫଣୀ ‘ ଫଣୀଂଦ୍ର ନାମ ଅଛୁଢ଼ଢ଼ଁ ଶୁଣି ତେବେ ବି କାହିଢ଼ଁକି କେଜାଣି ଲେଖିଲେ ‘ଫନି ଫାନି ଫୋନି ‘ ରୋମାନ୍‌ ଲିପିରେ ଯାହା FANI ଖବର ଲେଖାଳି ସୁଜ୍ଞାନୀ ଲିପିର ବିଧାନ ନ ମାନି ଅପୂର୍ବ ଶବ୍ଦ ଦେଲେ ବୁଣି ଫଣୀର ବିଷାକ୍ତ ଫୁତ୍କାର ଧ୍ବନିର କରି ସୁବିଚାର ଦିଆହୋଇଛି ଯେଉଁ ନାମ ଦେଖିଲୁଁ ତା’ର ପରିଣାମ ଅନୁକରଣକାରୀ ଦଳ ଭୋଗଂତି ତହିଁର କୁଫଳ ନ କରି କିଛି…

ଅଧିକ ପଢ଼ନ୍ତୁ
ଶ୍ରମିକ ଦିବସ

ଶ୍ରମିକ ଦିବସ

ଶ୍ରମିକ ଦିବସରେ ଗୋବରା ଗୋବର ଗୋଟଉଥାଏ ଧନକି ଧାନ ଭୋଗୁଥାଏ ହରିଆ ହଳ କରୁଥାଏ ପଚାରିଲି…. “ଅରେ… ଆଜି ବି କାମ କରୁଛୁ?” ‘ତ’- “ତୁମେ କ’ଣ ଗୋବର ଗୋଟେଇବ? ନା ଧାନ ରୋପିବ? ନା ହଳ କରିବ?” ସରକାରୀ ବସ୍ତାବିଜ୍‌ରେ ଆଠ ଘଣ୍ଟା କାମ ଆଠ ଘଣ୍ଟା ଆରାମ ଆଠ ଘଣ୍ଟା ମନୋରଞ୍ଜନ, ଶ୍ରମିକମାନଙ୍କର ଏକଜୁଟ କେତେ ଧର୍ମଘଟ କେତେ ଆନ୍ଦୋଳନ କେତେ ଅନସନ ଶେଷରେ ମଇ ଏକ ତାରିଖ ଶ୍ରମିକ ଦିବସ ଛୁଟି ମଞ୍ଜୁର,…

ଅଧିକ ପଢ଼ନ୍ତୁ