Prema Saptaha

ପ୍ରେମ ସପ୍ତାହ !

ହେ ଗୋଲାପ ଆଜି ନା ତୁମେ ଅତୀବ ସତେଜ, ହେଲେ କାଲି, କାଲି ନଥିବ ଏ ତେଜ ପାଖୁଡ଼ା ପାଖୁଡ଼ା ଥିବ ଇତସ୍ତତଃ ଆଉ ନିସ୍ତେଜ ॥ ହେ ପ୍ରିୟତମା ଆଜି ତୁମକୁ ଏ ସପ୍ରେମ ପ୍ରେମ ନିବେଦନ ଚକଲେଟ୍ ଟେଡିରେ ମୋହିବି ମନ ପ୍ରତିଶୃତି ଦେଉଛି ତୁମେ ହିଁ ମୋ ଜୀବନ ଆଉ ତା’ ପରେ, ଆଲିଙ୍ଗନ ଆଉ ଆଙ୍କି ଦେବି ଚୁମ୍ବନ, ହେଲେ କାଲି, କାଲି ନଥିବ ଏ ମିଥ୍ୟା ଆଉ ପ୍ରହସନ ଥିବ ବିଦଗ୍ଧ…

ଅଧିକ ପଢ଼ନ୍ତୁ
Prathama Prema

ପ୍ରଥମ ପ୍ରେମ

ତୁମ ପ୍ରେମର ଝରଣା ଥିଲା ମୋ ପାଇଁ ଅପହଞ୍ଚ ଜହ୍ନ ପରି କିନ୍ତୁ ତା’ର ଅନୁଭବ ଏ ହୃଦୟରେ ଫୁଟିଛି ଆଜି । କେତେ ରାତି ସପନେ ଦେଖିଛି ଚିହ୍ନା ଅଚିହ୍ନା ମୁହଁ ତୁମ ମୁଖ ଦର୍ଶନ କେବେ ପାଇ ନଥିଲି ଜାଣିନଥିଲି ପ୍ରେମର ସାଗରେ ମୁଁ ବି ବୁଡ଼ିଯିବି ତୁମର ସ୍ପର୍ଶ ପାଇଁ ଦିନେ ବ୍ୟାକୁଳ ହୋଇଉଠିବି । ହଁ ହୃଦୟର ସ୍ପନ୍ଦନ ମୋ ସ୍ପନ୍ଦିତ ହେଉଛି କେବଳ ତୁମରି ପାଇଁ ନୟନ ଖୋଜି ଚାଲିଛି ତୁମର ଗୋଟିଏ…

ଅଧିକ ପଢ଼ନ୍ତୁ
Rose Day

ରୋଜ୍ ଡେ

ଗୋଲାପଟେ ଆଣିଛି ମୁଁ ମୋର ସଙ୍ଗିନୀକୁ ଦେବି ମନ ଉପବନ ଉପତ୍ୟକାର ବଗିଚା ସେଇଠୁ ଆଣିଛି ମୁଁ ଯେ ହରଷେ ତୋଳି ମୋ ସଙ୍ଗିନୀକୁ ଦେବି ବୋଲି କେତେ ଯେ ମୋ ଉଲ୍ଲାସ ଆଜି ମୋ ମନରେ ଖେଳୁଛି ଗୋଲାପକୁ ଧରି ମୁଁ ଯେ ତା’ କଥା ଭାବୁଛି ପ୍ରତିଟି ପାଖୁଡାରେ ମୁଁ ଯେ ତାକୁ ହିଁ ଦେଖୁଛି ତାର ଛବି ଗୋଲାପରେ ଢଳ ଢଳ ଦିଶେ ସତେକି ଗୋଲାପର ରାଣୀ ସିଏ ଗୋଲାପ ନନ୍ଦିନୀ ଗୋଲାପ…

ଅଧିକ ପଢ଼ନ୍ତୁ
Shatabdira Sankhanada

ଶତାବ୍ଦୀର ଶଙ୍ଖ ନାଦ

ବିପ୍ଳବୀ କବି ତୁମ କଲମ ଶାଣିତ, ମୂର୍ମୂଷେ ଭରି ଦିଏ ଉତ୍ତପ୍ତ ଶୋଣିତ । ଶତାବ୍ଦୀର ଶଙ୍ଖନାଦ ରବି ସିଂ ତୁମେ, ଭକ୍ତି ପୁଷ୍ପାଞ୍ଜଳୀ ଦେଇ ସୁଦୂରୁ ପ୍ରଣମେ । ଅସତ୍ୟ, ଅଧର୍ମ ପୁଣି ହେଉ ବା ନଗ୍ନତା, କବିତାରେ ରହୁଥିଲା କଟାକ୍ଷ ବାରତା । ନିଃସଙ୍ଗ ପଦାତିକ ଶ୍ରେଷ୍ଠ ଉପହାର, ବିଧର୍ମୀ ମାନବେ ଦେଲ ପାଜିର ପ୍ରହାର । ଚବିଶ ଘଣ୍ଟାରେ ଖାଲି କର ସିଂହାସନ, ଚରମ ପତ୍ର ତୁମକୁ ଦେଲି ଭଗବାନ । ପ୍ରତିଟି ଲେଖାରେ ଅଛି ଝଡ଼ର ସଂକେତ, ଗଢିବାର…

ଅଧିକ ପଢ଼ନ୍ତୁ
Asatya Nagar

ଅସତ୍ୟ ନଗର

ଧନ୍ୟ ତୁମେ ନିୟନ୍ତା ଧନ୍ୟ ସୃଷ୍ଟି କର୍ତ୍ତା… ଧନ୍ୟ ତୁମ ନ୍ୟାୟ ଧନ୍ୟ ତୁମ ଲୀଳା । କି କହି ତୁମକୁ ବଖଣିବି ମୁହିଁ ! ବିଷର ବଳୟ ହୋଇଛି ଦୁନିଆ । ପବିତ୍ର ତୁମ ସୃଷ୍ଟିରେ… ଘୋଟି ଯାଇଛି ଅନ୍ଧକାର ! ମଣିଷ ବି ନିରୁଧିଷ୍ଟ ଆଜି, ଅନ୍ଧକାର ପୂର୍ଣ୍ଣ ଅସତ୍ୟ ନଗରେ ! ଅଣ୍ଡାଳି ଚାଲିଛି ମାନବ, ଟିକିଏ ଆତ୍ମା ସନ୍ତୋଷ ପାଇଁ । ଘୋର ଅନ୍ଧକାର ମଧ୍ୟରୁ, କାଳେ ଖୋଜି ପାଇବ ଟିକେ ଖୁସି । ସୁଖକୁ କାଇଁ କଲ ତୁମେ କ୍ଷଣସ୍ଥାୟୀ?…

ଅଧିକ ପଢ଼ନ୍ତୁ