ଜୀବନ
ଜୀବନର ଚଲାପଥରେ କାହା ସହ କେତେବେଳେ ଦେଖା ହୁଏ ଜାଣି ହୁଏନା, କିଏ ଲାଗେ ଚିହ୍ନା ପୁଣି କିଏ ଲାଗେ ଅଚିହ୍ନା ଜୀବନର ବାଟରେ କେତେବେଳେ ଫୁଲ ପୁଣି କେତେବେଳେ କଣ୍ଟା ହୁର୍ଦୟର ଶୂନ୍ୟତାରେ କାହା ନାମ ଲେଖି ହୁଏ ପଢ଼ି ହୁଏନା, ଏ ଲାଗେ ଜଣା ପୁଣି କିଏ ଲାଗେ ଅଜଣା ମନର ସାଧା କାଗଜରେ କାହା ସ୍ମୃତି କେତେବେଳେ ରହିଯାଏ ଜାଣି ହୁଏନା, କିଛି ମନେରହେ ପୁଣି କିଛି ମନେ ରହେନା ଯେଉଁ ସ୍ମୃତି…

