ପ୍ରେମ ନା ପ୍ରତାରଣା
ଜୀବନର କିଛି ଅଭୁଲା ସ୍ମୃତିକୁ ସାଉଁଟିଛି ଆଜି କାଳିରେ, ସ୍ମୃତିସବୁ କାହିଁ ସତେଜ ହେଉଛି ବର୍ଷା ଭିଜା ରାତିରେ?? ମନେପଡ଼େ ଆଜି ତୁମରି ସହିତ ବିତିଥିବା ସେହି କିଛି ମୁହୁର୍ତ୍ତ, ପାଖେ ନାହଁ ବୋଲି ମନକୁ ବୁଝାଏ କହି ମୋର କୃତାର୍ଥ । ତୁମଠୁ ଦିନେ ଶିଖିଥିଲି ମୁଁ ଯେ ପ୍ରେମର ପରିଭାଷା, ଆଜି କିନ୍ତୁ କାହିଁ ହୃଦୟରୁ ମୋର ମରିଯାଇଛି ସେ ଆଶା । କହିଥିଲ ତୁମେ ସନ୍ଧ୍ୟାର ସମୟେ, ନିଃସଙ୍ଗ ରାସ୍ତାରେ ଥିବା ଖାଲି ଆମେ ଦୁହେଁ,…

