ଆଜି ସ୍ୱାଧୀନତା ଦିବସ
ଉଠ ଉଠ ହେ ନବ ଯୁବକମାନେ ଜାଗ୍ରତ ଟିକିଏ ହୁଅ, ଦେଖ ସ୍ୱାଧୀନତା ଧ୍ୱନି ଶୁଭିଲାଣି ବାପୁଙ୍କୁ ମନେ ପକାଅ ॥ ଏକା ଏକା ସିଏ ସଂଗ୍ରାମ କରିଲେ ଦେଶକୁ କଲେ ସ୍ୱାଧୀନ, ହିଂସା ଦୂରେଇ ଅହିଂସା ଆପଣେଇ ଆମକୁ କଲେ ସ୍ୱାଧୀନ ॥ ଆଜି ସେହି ପବିତ୍ର ଦିବସ ଆସିଛି ତାଙ୍କୁ ମନେ ପକାଇବା, ତାଙ୍କ ଭଳି ନହୋଇପାରିବା ଆମେ କିଛି ନୀତିକୁ ମାନିବା ॥ ସତରେ ଆମେ କ’ଣ ସ୍ୱାଧୀନ?? ଦେଶକୁ ସ୍ୱାଧୀନତା ଆଣିଦେଲେ…

