ଶୁଭପଲ୍ଲବ

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।

Shubhodaya launches 2nd edition on Diwali

ଦୀପାବଳିର ସନ୍ଧ୍ୟାରେ ଶୁଭୋଦୟର ୨ୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧୬ ନଭେମ୍ବର ୨୦୨୦): ଦୀପାବଳି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୨ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୨ୟ ସଂସ୍କରଣରେ ସମୁଦାୟ ୧୪ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି । ଏହି ସଂସ୍କରଣଟିର କଭର୍ ଫଟୋରେ ଦୀପାବଳି ଥିମ୍‌କୁ ନେଇ ଏକ ଚାନ୍ଦିନୀ ରଣାଙ୍କ ଏକ ଫଟୋ ସ୍ଥାନିତ କରାଯାଇଛି । ପତ୍ରିକାଟିର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବ ପ୍ରତିଷ୍ଠାତା ସଂଗ୍ରାମ…

ଅଧିକ ପଢ଼ନ୍ତୁ
20th Edition of Shubhapallaba Online Odia Magazine Released News

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୨ ନଭେମ୍ବର ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଗତ ନଭେମ୍ବର ୧ ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୫ ଗୋଟି ବଛା ବଛା ଓଡ଼ିଆ ଗପ, କବିତା, ରୋଷେଇ ଟିପ୍ସ, ସାକ୍ଷାତକାର ଆଦିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସଂସ୍କରଣଟିର ସମ୍ପାଦନା କରିଛନ୍ତି ଉଭୟ ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ସ୍ ଡିଜାଇନର୍ ସମ୍ବିତ ଦାସ ଏହି ପତ୍ରିକାଟିର ଅଳଂକରଣ କାର୍ଯ୍ୟ…

ଅଧିକ ପଢ଼ନ୍ତୁ
Download 20th Edition of Shubhapallaba Odia Magazine - ଶୁଭପଲ୍ଲବ ପତ୍ରିକା

୨୦ଶ ସଂସ୍କରଣ

୨୦୨୦ ମସିହାର ନଭେମ୍ବର ମାସରେ ଶୁଭପଲ୍ଲବର ୨୦ଶ ସଂସ୍କରଣ ପ୍ରକାଶ ପାଇଥିଲା । ୫୬ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୫ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
New Odia e-Magazine Shubhodaya published Under Shubhapallaba Publication

ଦୁର୍ଗାପୂଜା ଅବସରରେ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ

୨୪ ଅକ୍ଟୋବର ୨୦୨୦: ଦୁର୍ଗାପୂଜାର ମହାଷ୍ଟମୀ ଅବସରରେ ଶୁଭପଲ୍ଲବ ପ୍ରକାଶନିର ଏକ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ ହୋଇଯାଇଛି । ସୁନାମଧନ୍ୟ ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ଏହି ସଂସ୍କରଣଟିର ପ୍ରଚ୍ଛଦପଟ ଆଙ୍କିଥିବା ବେଳେ ପତ୍ରିକାଟିର ସମ୍ପାଦନା କରିଛନ୍ତି ସଂଗ୍ରାମ କେଶରୀ ସେନାପତି । ଦୁର୍ଗାପୂଜା ଥିମ୍‌ରେ ପ୍ରସ୍ତୁତ ଏହି ପତ୍ରିକାଟିରେ ସମୁଦାୟ ୨୨ ଗୋଟିଏ ବଛା ବଛା ଓଡ଼ିଆ ଲେଖା ପ୍ରକାଶ ପାଇଛି, ଯେଉଁଥିରେ ମାଆ ଦୁର୍ଗାଙ୍କ ଉପରେ ଗପ, କବିତା, ସ୍ତୁତି ଆଦି ସ୍ଥାନ…

ଅଧିକ ପଢ଼ନ୍ତୁ
Download Now 18th Edition of Shubhapallaba

୧୯ଶ ସଂସ୍କରଣ

୨୦୨୦ ମସିହାର ଅକ୍ଟୋବର ମାସରେ ଶୁଭପଲ୍ଲବର ୧୯ଶ ସଂସ୍କରଣ ପ୍ରକାଶ ପାଇଥିଲା । ୭୫ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୭ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ