ଶୁଭପଲ୍ଲବ

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।

Download Now 29th Edition of Shubhapallaba

୨୯ଶ ସଂସ୍କରଣ

୨୦୨୧ ମସିହାର ଅଗଷ୍ଟ ମାସରେ ଶୁଭପଲ୍ଲବର ୨୯ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୭ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୮ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Download Now 28th Edition of Shubhapallaba

୨୮ଶ ସଂସ୍କରଣ

୨୦୨୧ ମସିହାର ଜୁଲାଇ ମାସରେ ଶୁଭପଲ୍ଲବର ୨୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୭ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୮ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Download Now 27th Edition of Shubhapallaba

୨୭ଶ ସଂସ୍କରଣ

୨୦୨୧ ମସିହାର ଜୁନ ମାସରେ ଶୁଭପଲ୍ଲବର ୨୭ଶ ସଂସ୍କରଣ ପ୍ରକାଶ ପାଇଥିଲା । ୫୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୩ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
26th Edition of Shubhapallaba e-magazine released tributing Manoj Das

ଶୁଭପଲ୍ଲବ ପତ୍ରିକା ତରଫରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ଭଦ୍ରକ (୧ ମଇ ୨୦୨୧): ଆଜି ଶୁଭପଲ୍ଲବ ଇ-ପତ୍ରିକାର ୨୬ଶ ସଂସ୍କରଣ ଉନ୍ମୋଚନ ହୋଇଯାଇଛି, ଯାହାକି ଓଡ଼ିଆ ସାହିତ୍ୟ ଜଗତର ମହାନାୟକ ସ୍ୱର୍ଗତ ମନୋଜ ଦାସଙ୍କ ନାମରେ ଏହି ସଂସ୍କରଣଟି ଉତ୍ସର୍ଗୀତ କରାଯାଇଛି । ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ ଏହି ସଂସ୍କରଣଟିର ସମ୍ପାଦକୀୟ ପୃଷ୍ଠାକୁ ଖାଲି ରଖାଯାଇଛି ଏବଂ ସ୍ୱର୍ଗତ ଦାସଙ୍କ ସହ ଜଡ଼ିତ କେତୋଟି ଲେଖା ଏହି ସଂସ୍କରଣରେ ସ୍ଥାନ ପାଇଛି । ୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିର ପ୍ରଚ୍ଛଦରେ ପଦ୍ମଭୂଷଣ ମନୋଜ ଦାସଙ୍କ…

ଅଧିକ ପଢ଼ନ୍ତୁ
Download Now 26th Edition of Shubhapallaba

୨୬ଶ ସଂସ୍କରଣ

୨୦୨୧ ମସିହାର ମଇ ମାସରେ ଶୁଭପଲ୍ଲବର ୨୬ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୭ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ