Odia Poem Deepavalire Prema (ଦୀପାବଳିରେ ପ୍ରେମ) by Sunita Patel

ଦୀପାବଳିରେ ପ୍ରେମ

ଦୀପାବଳି ଦୀପର ହାଲକା ଆଲୁଅରେ ଝାପସା ଭାବେ ଦେଖିଥିବା ସେଇ ହସ, ହୃଦୟକୁ ଗଭୀର ଭାବେ ଆଘାତ କରିଛି, ସେଇ ହସକୁ ଭୁଲିବା ଭାରି କଷ୍ଟ ହେଉଛି । ବୋଧେ ପ୍ରେମରେ ହେଉଥିବା ମିଠା ଦରଦର କିଛିଟା ଆଭାସ ହେଉଛି, ତାକୁ ଦେଖି ଲାଗିଲା ଯେମିତି ଅମାବାସ୍ୟା ରାତିରେ ଜହ୍ନ ଭୁଲରେ ତା’ ପାଦ ପଦାକୁ କାଢ଼ି ଦେଇଛି । ମୁରୁଜ ରଙ୍ଗରେ ତା’ ହାତ ରଙ୍ଗେଇ ଯାଇଛି ଯେମିତି ନିର୍ମଳ ଆକାଶକୁ ଇନ୍ଦ୍ରଧନୁ ସାତରଙ୍ଗେ ରଙ୍ଗେଇ ଦେଇଛି । ସେଦିନ…

ଅଧିକ ପଢ଼ନ୍ତୁ
Odia Poem Deepavali (ଦୀପାବଳି) by Sushree Sangita Sethy

ଦୀପାବଳି

ଅନ୍ଧାର ଉପରେ ଆଲୋକର ବିଜୟ ନେଇ ଆସେ ଦୀପାବଳି, ସବୁରି ମନର ଉଲ୍ଲାସ, ହରଷ ଆଙ୍କିଦିଏ ଧରି ତୂଳୀ ! ଆବାଳବୃଦ୍ଧବନିତାଙ୍କ ମନେ ଉତ୍ସାହ ଲହରୀ ଯାଏ ଖେଳି, ଘରେ ଘରେ ଚାଲେ ପର୍ବର ପ୍ରସ୍ତୁତି ପୁଲକ ହୃଦୟେ ଢାଳି ! ସଜ ଶୀତୁଆ ସକାଳ ଆଣିଦିଏ କୋଳାହଳ ଆଉ ମେଳି ସାଜସଜ୍ଜା ପାଇଁ ତତ୍ପର ସଭିଏଁ ଦୀପ ସାଥେ ସଳିତା ବଳି ! କାଉଁରୀ କାଠି ସଜ, ପୟା ଡକା ପାବନ କରନ୍ତି ମିଳି, କାକରା, ମଣ୍ଡାର ମହକରେ ଘର…

ଅଧିକ ପଢ଼ନ୍ତୁ
Odia Poem Shubha Deepavali (ଶୁଭ ଦୀପାବଳି) by Mamata Sahu

ଶୁଭ ଦୀପାବଳି

ଆଲୋକର ପର୍ବ ଏହି ଦୀପାବଳି ବରଷକେ ଥରେ ଆସିଛି ଫେରି ॥ କାର୍ତ୍ତିକ ମାସର ଅମାବାସ୍ୟା ଦିନ ଶୁଭ ଦିପାବଳୀ ହୁଅଇ ପାଳନ ॥ ପ୍ରଦୀପ ମାଳରେ ପୁରିତ ଏ ଧରା ଉଜ୍ଜଳ ଆଲୋକ ଆନନ୍ଦ ପସରା ॥ ପଲ୍ଲୀରୁ ସହର ସବୁଠି ଚଞ୍ଚଳ ଶୋଭିତ ଧରଣୀ ଉତ୍ସାହ ସକଳ ॥ ଆତ୍ମାଦୀପ ଯେବେ ଉଠିବ ଜଳି ହଟିବ ଧରାରୁ ଅଜ୍ଞାନର କାଳି ॥ ଆସିଅଛି ବୋଲି ଶୁଭ ଦୀପାବଳି ବିରାଜିବେ ଧରାଧାମେ ମହାକାଳୀ ॥ ସଭିଙ୍କ…

ଅଧିକ ପଢ଼ନ୍ତୁ