nila-nayika

ନୀଳ ନାୟିକା

ନୀଳ ପାରାବାର କୂଳେ କୂଳେ, ନୀଳ ଶାଢ଼ୀ ପିନ୍ଧି କିଏ ସେ ଯାଉଛି, ନୀଳ ପଣତ ସେ ସ୍ୱର୍ଗୀୟ ସୁଷମା ଲଭିଛି; ନୀଳ ଅମ୍ବରେ… ନୀଳ ଚୁଡ଼ି ତା’ର ଖନ୍ ଖନ୍ ବାଜେ ନୀଳ ଢେଉର ତାଳେ ତାଳେ ନୀଳ ନୟନା ତା’ ହରିଣୀ ଚାହାଣି ନୀଳ ଅମୋଘ ବାଜେ ଏ ହୃଦୟରେ…। ନୀଳ ଜହ୍ନର ଜ୍ୟୋତ୍ସ୍ନାରେ… ନୀଳ କୁଣ୍ଡଳ ତା’ ଏତେ ଝଲସା, ନୀଳ ଶାମୁକାର ନୀଳ ବିନ୍ଦୁ ତହିଁ ଓଃ ! ପୁଣି ଏତେ…

ଅଧିକ ପଢ଼ନ୍ତୁ
shunyasthana

ଶୂନ୍ୟସ୍ଥାନ

ମେଘକୁ ମାଗିଲି ଶ୍ରାବଣ ହେଲେ, ସେ ଲୁହ ଦେଇଗଲା ଫୁଲକୁ ମାଗିଲି ଫଗୁଣ ହେଲେ, ସେ କଣ୍ଟା ଦେଇଗଲା । ପାଣିକୁ ମାଗିଲି ଶୋଷ ଟିକେ ସେ ବିଷ ହେଇଗଲା ହୃଦୟରେ ଖୋଜିଲି ହସଟିକେ ସେ ରାଗି ଚାଲିଗଲା । ରାତିକୁ ମାଗିଲି ତାତି ସେ ଶୀତ ଆଣିଦେଲା ପୁନେଇଁ ଚାହିଁଲି ଜହ୍ନଠୁଁ ତାକୁ ମେଘ ଢାଙ୍କିଦେଲା । ତୂଳୀରୁ ତୋଳିଲି ରଙ୍ଗ ଧେତ୍ ! ସେ ଫିକା ପଡ଼ିଗଲା ପ୍ରିୟାକୁ ମାଗିଲି ପ୍ରେମ ସେ ଧୋକା…

ଅଧିକ ପଢ଼ନ୍ତୁ
digahara-pathika

ଦିଗ ହରା ପଥିକ

ବାସ୍ତବତାର ଦ୍ଵାହିରେ ଭାଙ୍ଗି ପଡ଼ିଛି ସୁନେଲି ସପନ.. କୁହୁଡ଼ି ଢେଉର ସୀମା ଲଙ୍ଘି ଲଙ୍ଘି ନିଜକୁ ଆବିଷ୍କାର କରିଛି ଏକ ବହଳ ଅନ୍ଧକାରୀ ଜଙ୍ଗଲରୁ.. ଯେଉଁଠୁ ଫେରିବା ଅନିଶ୍ଚୟ ଦିଗହରା ପଥିକଟେ ପରି ପର୍ବତାରୋହଣ କରି ଭୁଲି ସାରିଛି ଫେରିବାର ପଥ.. କଳା କଳା ଅନ୍ଧାରୀ ଜଙ୍ଗଲ ଗୋଡ଼ାଇ ଆସନ୍ତି ଖାଁ ଖାଁ ଗର୍ଜନର ନିସ୍ତବ୍ଧତା ଭାଙ୍ଗି.. ନିଶାଚର ପରି ଭ୍ରୁକୁଞ୍ଚନ କରି ନିଶ୍ୱାସର ବେଗ ମାପି ଚାଲନ୍ତି ଏ ଜଙ୍ଗଲୀ ଅନ୍ଧାର.. ପଥ ଭ୍ରମି ସାରିଛି…

ଅଧିକ ପଢ଼ନ୍ତୁ
asa-nakari-uchhura

ଆସ ନକରି ଉଛୁର

ଆସ ନକରି ଉଛୁର ଚେଷ୍ଟା କରିବା ଗଢ଼ିବାକୁ ବହୁବାର ଭାଙ୍ଗୁଥିବା ସେ ବିଲୁଆ ଘର ଗାଇବା ଫୁସେଇବା ପାଇଁ- “ଥୁକଲ୍ ଥାକୁଲ୍ ଥା ମୋର୍ ଘର୍ ନା ଉଜୁର୍ ଭାଲୁର୍ ଘର୍ ଉଜରିଯା ।” କଥାଦିଅ ଚହଲିବନି ଆଦୌ ଏଥର ଚଗଲି ଓଠ ନଈ କୂଳେ ରୋକି ଦେବ ଲାଜରା ହସର ଜୁଆର । ତମେ ତ ଜାଣ, ତୁମଠୁ ବି ଆହୁରି ହସକୁରି ଏ ଅଝଟ ବାଲିକଣା ସବୁ ହସି ହସି ଏମିତି ହେବେ ବିଛି…

ଅଧିକ ପଢ଼ନ୍ତୁ
mo-bou-bhari-bhala

ମୋ ବୋଉ ଭାରି ଭଲ

ମୋ ବୋଉକୁ ଯିଏବି କଷ୍ଟ ଦିଏ, ମୋ ବୋଉ ତାକୁ ବେଶୀ ଭଲପାଏ । କାରଣ ମୋ ବୋଉ ଭାରି ଭଲ । ଯୈଥପରିବାରେ ସମସ୍ତଙ୍କୁ ଆପଣାର କରିବା ପାଇଁ ନିଜ ସ୍ୱପ୍ନକୁ ଭାଙ୍ଗିଦିଏ, କାରଣ ମୋ ବୋଉ ଭାରି ଭଲ । କାହାର ଦେହ ଖରାପ ହେଲେ ଡହ ଡହ ତାତିରେ ଖାଲି ପାଦରେ ମନ୍ଦିର ଯାଏ, କାରଣ ମୋ ବୋଉ ଭାରି ଭଲ । ଘରର ସମସ୍ତେ ନଖାଇବା ଯାଏ ରୋଷେଇଘରକୁ ଜଗି ସେମିତି…

ଅଧିକ ପଢ଼ନ୍ତୁ