Odia Story Sehi Budhi Mausi Katha (ସେହି ବୁଢ଼ୀ ମାଉସୀର କଥା) by Janmajaya Nayak

ସେହି ବୁଢ଼ୀ ମାଉସୀର କଥା

ଦିନକୁ ଦୁଇ ବା ତିନିଥର ସାମନାସାମନି ହେଇଯାଉଥାଏ ସେହି ବୁଢ଼ୀ ମାଉସୀ ସହ । ବିଦ୍ୟାଳୟ ହତା ମଧ୍ୟକୁ ପ୍ରବେଶ କରୁକରୁ ଫାଟକ କଡ଼ରେ ବସି ରହିଥିବା ସେହି ବୃଦ୍ଧା ମହିଳାଙ୍କ ଉପରେ ନଜର ପଡ଼େ ସମସ୍ତଙ୍କର । ଲୋଚାକୋଚା ହେଇ ଯାଇଥିବା ଚମରେ ଘୋଡ଼େଇ ହେଇ କୋଟରାଗତ ସେଇ ଆଖି ଯୋଡ଼ିକ ସହ ଆଖି ମିଶିଗଲେ କେମିତି କେଜାଣି ଗୋଟିଏ ଆନନ୍ଦ ଖେଳିଯାଏ ସେ ଆଖିର ଚମକରେ । ସହରର ଚାକଚକ୍ୟ ମଧ୍ୟରେ ବଢ଼ି ଆସିଥିବା…

ଅଧିକ ପଢ଼ନ୍ତୁ
Odia Poem Swapnare Padachinha (ସ୍ୱପ୍ନରେ ପାଦଚିହ୍ନ) by Ashutosh Meher

ସ୍ୱପ୍ନରେ ପାଦଚିହ୍ନ

ଜୀବନ ବେଳାରେ କେତେ ଦୂର ବାଟ ଚାଲି ଆସିଲିଣି ମୁହିଁ, ପଛ ଲେଉଟାଣୀ ବେଳ ଯେ ହେଲାଣୀ ମନ ଅବା ବୁଝୁ ନାହିଁ । ନୀଳ ଦରିଆର ଅମୀୟ ଶୋଭାରେ ଜୀବନ ଯାଇଛି ଭୁଲି, ସୁଶୀତଳ ବାଆ ବାଟ କାଢ଼ି ନିଏ ସାଗର ତରଙ୍ଗ ମେଲି । ଏଇ ବେଳା କିଆଁ ଲାଗିଲା ମନରେ ପଛରେ କିଏ ମୋ’ ଆସେ, ଭୁରି ଭୁରି ବାସ ପ୍ରେମ ରଙ୍ଗେ ଅବା ସୁଗନ୍ଧ ଗଜରା ବାସେ । ବୁଲି ମୁଁ…

ଅଧିକ ପଢ଼ନ୍ତୁ
Odia Poem Sudura Bhabana (ସୁଦୂର ଭାବନା) by Sanjay Tripathy

ସୁଦୂର ଭାବନା

କୈବର୍ତ୍ତ ସମ୍ଭୂତ ବିଶ୍ୱାସରେ ରତ ସ୍ଥାଣୁ କ୍ରିୟା ପାଇଁ ସିନା ଯବନିକା ଶେଷେ ରଜନୀର ମୃତ୍ୟୁ ନାଟକର ପାଇଁ ସିନା । କଳାକାର ସବୁ ରଙ୍ଗ ବୋଳି ସତେ ଚାତକର ପ୍ରାୟ ଚାହିଁ ନୀର୍ଲିପ୍ତ ସେ ଦିଗେ ଉଣ୍ଡୁଥାନ୍ତି ବସି ଆପଣାର ପାଳି ପାଇଁ । ରଜନୀର ଶେଷ ଜହ୍ନର ଯେସନ ପୁରୁଣା ସେ ରେଳଗାଡ଼ି ଗାଁ ପ୍ରେମିକାର ଲୁହ ଭରା ଚିଠି ଲହୁ ଯେ ଦିଏ ନିଗାଡ଼ି । ପ୍ରେମର ସେ ଖୁସି ହସ ଆଉ…

ଅଧିକ ପଢ଼ନ୍ତୁ
Odia Poem Laxma Rupayan (ଲକ୍ଷ୍ୟ ରୂପାୟନ) by Shubhalaxmi Das

ଲକ୍ଷ୍ୟ ରୂପାୟନ

ନିଃସଙ୍ଗ ରଜନୀରେ ଜାଗ୍ରତ ପ୍ରହରୀ, ଅସି ନୁହେଁ ଲେଖନୀକୁ ଅସ୍ତ୍ର କରି, ଏକାକିନୀ ସେ ସତ୍ୟର ପଥଚାରୀ । ପଥପ୍ରାନ୍ତରେ ମଳିନ ବୟସ, ସତ୍ୟ ସନ୍ଧାନର ନିରନ୍ତର ପ୍ରୟାସ । ଅଶରୀରେ ସ୍ୱରଚିତ ବିନାଶ, କିଛି ସଫଳ ତ କିଛି ଚେଷ୍ଟା ଅନାୟାସ । କେବେ ଏକାନ୍ତରେ ତ କେବେ ଅଚିହ୍ନା ଭିଡ଼ରେ, ସମ୍ୟକ ଜ୍ଞାନର ଦିଗନ୍ତ ବ୍ୟାପୀ କାନଭାସ୍ ଉପରେ ଚିତ୍ରିତ କିଛି କବିତାର ସକାରାତ୍ମକ ରୂପାୟନ, କିନ୍ତୁ ଆଜି ବିନା ଅଳଙ୍କାରରେ, ବିନା ରଙ୍ଗ…

ଅଧିକ ପଢ଼ନ୍ତୁ
Odia Poem Mo Bapa (ମୋ ବାପା) by Nitesh Behera

ମୋ ବାପା

ଆଜି ବି ଜିଇଁଛି ତୁମ ପରିଚୟେ ତୁମେ ମୋର ଆତ୍ମବଳ । କିଏ ହେବ କୁହ ତୁମ ସରି ସତେ ସ୍ୱାର୍ଥ ଆଗେ ଏ କଳିକାଳ ॥ ଚାଲୁଛି ଆଜିବି ତୁମ ଆଦର୍ଶରେ ଦେଇ ନାହିଁ ପଛଘୁଞ୍ଚା । ତୁମ ହାତ ଥିଲେ ମୋ ମଥାରେ ସଦା ଲୋଡ଼ା ନାହିଁ ଦିଅଁ ପୂଜା ॥ ଜନ୍ମରୁ ଅଧୁନା ଦେଇଅଛ ତୁମେ ଅଦେଖା ସ୍ନେହ ମମତା । ଆଜି ବି ନ କହି ସାଉଁଟି ଦେଉଛ କହେ ତୁମ…

ଅଧିକ ପଢ଼ନ୍ତୁ