Odia Short Story Thaku Aei Ra Kalia Suna (ଠାକୁ ଆଈର କାଳିଆ ସୁନା) by Jyotsna Jena

ଠାକୁ ଆଈର କାଳିଆ ସୁନା

ଆଈ ସମସ୍ତଙ୍କୁ ଖୁବ ସ୍ନେହ କରେ । କିନ୍ତୁ ସେ ସ୍ନେହରେ ସବୁଠୁ ଅଧିକ ଭାଗ ଅମ୍ଭାର ଘର କୋଣକୁ ଠାକୁର ମଣ୍ଡପରେ ଜଳ ଜଳ କରି ଚାହିଁ ବସିଥିବା କାଳିଆ ଠାକୁରର । ଏମିତି କହୁଥିବ ଯେମିତି କାଳିଆ ଠାକୁର ନୁହଁ ଆମରିମାନଙ୍କ ପରି ତା’ର ଆଉଗୋଟେ ନାତୀ ସେ ! – ଆଈ ! ଦିନ ୧୧ଟା ହେଲାଣି ଖାଇବୁନିକି? – ହଁ ହଁ… ଏଇତ ତୁଠରୁ ଫେରିଲି, ମାଇଁକୁ କହ ବଢ଼ାବଢ଼ି କରୁ…

ଅଧିକ ପଢ଼ନ୍ତୁ
Odia Poem Corona-re RathaJatra (କରୋନାରେ ରଥଯାତ୍ରା) by Duleswar Sahu

କରୋନାରେ ରଥଯାତ୍ରା

ଠାକୁରଙ୍କ ପାଖେ ନାହିଁ ଆଜି ଭକ୍ତ କରୋନା ପାଇଁ ଯେ ଡର ହସଠୁ ବି ସେ ପ୍ରଚଣ୍ଡ ହସୁଛି ମନୁଷ୍ୟଙ୍କୁ ଭାରି ଡର ॥ କୋଟିକୋଟି ଭକ୍ତ ଛିଡ଼ା ବଡ ଦାଣ୍ଡେ ଚାଲୁଥିଲା ରଥଯାତ୍ରା ଆଜି ସେବକଙ୍କୁ ଛାଡ଼ି ଭକ୍ତନାହଁ ପାଖେ ବଡ଼ ଦାଣ୍ଡ ଦିଶେ ଖୋଲା ॥ ଗ୍ରାସିଲା କରୋନା ବିଶ୍ଵକୁ ଆମର ଚାରିଆଡ଼େ ହାହାକାର ଇଶ୍ଵରଙ୍କୁ ଛାଡ଼ି ଭକ୍ତ ନାହିଁ ପାଖେ ଭକତ ହୋଇଲା ଦୂର ॥ ସାଇତିଛି ଆଜି ରଙ୍ଗ ବେରଙ୍ଗରେ ସଜ…

ଅଧିକ ପଢ଼ନ୍ତୁ
Odia Poem Asa Bulijiba Rathajatra (ଆସ ବୁଲିଯିବା ରଥଯାତ୍ରା) by Nibedita Mohapatra

ଆସ ବୁଲିଯିବା ରଥଯାତ୍ରା

ଅଣସର ପିଣ୍ତି ଲୀଳା ଗଲାଣି ସରି ଆଡ଼ପ ମଣ୍ତପକୁ ବିଜେ ହେବେ ଶ୍ରୀହରି ଭାଇ ଭଗ୍ନୀ ଦୁହିଁଙ୍କୁ ନିଜ ସାଙ୍ଗରେ ଧରି ନବଦିନ ପାଇଁ ଆଜି ଯିବେ ସେ ବାହାରି ॥ ଗୋପାଳ ବଲ୍ଲଭ ଖେଚୁଡ଼ିକୁ ଖାଇ ଦେଇ ରତ୍ନ ସିଂହାସନୁ ପ୍ରଭୁ ଆସିବେ ଓହ୍ଲାଇ ମଥାରେ ବନ୍ଧା ଫୁଲ ଟାହିଆକୁ ହଲାଇ ପହଣ୍ତି ବିଜେ କରିବେ କଳା ଗୋସାଇଁ ॥ ନନ୍ଦିଘୋଷେ ବିରାଜିତ ହେବେ ନୀଳମଣି ତାଳଧ୍ୱଜରେ ବସିବେ ଭାଇ ହଳପାଣି ଭାରି ଅଲିଅଳି ପରା…

ଅଧିକ ପଢ଼ନ୍ତୁ
Odia Poem Apekshare Sarbe (ଅପେକ୍ଷାରେ ସର୍ବେ) by Rashmimayee Pati

ଅପେକ୍ଷାରେ ସର୍ବେ

ଦେଇଥିଲୁ ପରା କଥା ମାଉସୀକୁ ବର୍ଷକୁ ଥରେ ଆସିବୁ ଆଠ ଦିନ ରହି ମାଉସୀ ପାଖରେ ଶ୍ରୀ ମନ୍ଦିର ବାହୁଡ଼ିବୁ – ୧ ଛ’ ତିଅଣ ଓ ନ’ ଭଜା କରି ଅପେକ୍ଷାରେ ମାଉସୀ ମା’ ଘୋଷ ଯାତ୍ରା ପରା ପାଖେଇ ଆସିଲା ଭୁଲିଲୁ କାଳିଆ ସୁନା – ୨ କଥା ଦେଇଥିଲୁ ଭକତ ଜନଙ୍କୁ ରଥରେ ବଡ଼ଦାଣ୍ଡରେ ଘଣ୍ଟ ଘଣ୍ଟା ସୁରେ ମଜ୍ଜିଯିବୁ ତୁହି ଦର୍ଶନ ତାଙ୍କୁ ଦେବୁରେ – ୩ ତୋର ସୃଷ୍ଟିକୁ ଦେଖିଦବୁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 16th Edition

✍ ଷୋଡ଼ଶ ସମ୍ପାଦକୀୟ

ସେ ଲୀଳାମୟ ! ଯୁଗେ ଯୁଗେ ତାଙ୍କରି ଲୀଳା ହିଁ ସଂଗଠିତ ହୋଇଆସୁଛି ଏ ସଚରାଚାର ବିଶ୍ୱ ବ୍ରହ୍ମାଣ୍ଡରେ । କେବେ ଅନ୍ତରୀକ୍ଷର ମହାଜାଗତିକ କାର୍ଯ୍ୟ ରୂପେ ତ କେବେ ଧରାପୃଷ୍ଠରେ ମାନବୀୟ ରୂପରେ । ସେ ଅବତାରୀ ! ମାନବୀୟ ଲୀଳାଖେଳାକୁ ସମ୍ପାଦିତ କରିବା ପାଇଁ ସେ ଅବତାର ନିଅନ୍ତି ଯୁଗେ ଯୁଗେ, କେବେ ରାମ ତ କେବେ କୃଷ୍ଣ ହୋଇ । ସମସ୍ତ ଜଡ଼ ଓ ଚେତନାରେ ପୂର୍ଣ୍ଣ ଗୁଣର ସେ ସାକାର ରୂପ,…

ଅଧିକ ପଢ଼ନ୍ତୁ