Odia Poem Punei Ratira Pirati (ପୁନେଇ ରାତିର ପୀରତି) by Rajshekhar Chima

ପୁନେଇ ରାତିର ପୀରତି

ଚାନ୍ଦିନୀଭରା ଏହି ପୁନେଇ ରାତି, ନିଦ ବିନା ଯାହା ମଧୁଭରା ରାତି, ପ୍ରିୟାର ବିରହଭରା ଚପଳ ରାତି, ଗାଏ ମୁଁ ପ୍ରେମଭରା ସୁରମ୍ୟ ଗୀତି |୧| ମିଠା ଡଙ୍କ ମାରେ ଏ ଜହ୍ନ ରାତି, ନଭ ନକ୍ଷତ୍ର ଦେଖି ବିତାଏ ରାତି, ଚନ୍ଦ୍ରକାନ୍ତି ନେଲା ମୋର ମତିଗତି, ଅତ୍ୟନ୍ତ ସୁଖପ୍ରଦ ପ୍ରେୟସୀର ପ୍ରୀତି |୨| ପ୍ରେମିକା ଚିନ୍ତାରେ ଯାଏ ଦିନରାତି, ଯାହାର ସ୍ମୃତି ଅନ୍ଧକାରରେ ବତି, ଚାରୁ ଚନ୍ଦ୍ରାବତୀ ମୋ ପାଇଁ ବିଭୂତି, ଲଳିତ ଲାବଣ୍ୟବତୀ ମୋର…

ଅଧିକ ପଢ଼ନ୍ତୁ
Odia Poem Tuma Katha (ତୁମ କଥା) by Puspanjali Panda

ତୁମ କଥା

ତୁମ ମୋହ, ତୁମ ଦେହ ମୋହ ଏତେ ବାସ୍ନାୟିତ ଏଯାଏ କରିପାରୁନି ମୁଁ ନିରୁପିତ..! ତୁମ ବାସ୍ନା, ସେତ ଘନ ଜ୍ୟୋତ୍ସ୍ନା ଉପମା ରହିତ ଏଯାଏ ପଞ୍ଚ ପ୍ରାଣ ମୋର ପୁଲକିତ..! ତୁମ ବନ୍ଧନ ତୁମ ଘନ କମ୍ପନ ସେ ଅନୁଭବ ଏଯାଏ ତନୁ ମନ ମୋ ଦୋଳାୟିତ…! ତୁମ ଦୃଷ୍ଟି, ସେ ଦୁଷ୍ଟ ଦୃଷ୍ଟି ରଚେ ନୂଆ ସୃଷ୍ଟି ଏଯାଏ ପାରୁନି କରି ଚକ୍ଷୁ ଉନ୍ମିଳିତ….! ତୁମ ଆଶା, ପାଇବା ଆଶା ସେତ ଚରମ ନିଶା…

ଅଧିକ ପଢ଼ନ୍ତୁ
Odia Story Pua Pain Guitar (ପୁଅ ପାଇଁ ଗୀଟାର୍) by Deepak Sarangi

ପୁଅ ପାଇଁ ଗୀଟାର୍

୨୦୦୯ ମସିହା ଅକ୍ଟୋବର ମାସ । କଟକରେ ଦଶହରା ସମୟ । ମା’ଙ୍କ ଆଗମନରେ ସାରା ସହର ଉତ୍ସବ ମୁଖର । ଯୁଆଡ଼େ ଚାହିଁବ ରଙ୍ଗୀନ ଆଲୋକର ରୋଷଣୀ । ସେଦିନ ହୋଇଥାଏ ମହାଷ୍ଟମୀ । ବିଡ଼ାନାସୀରୁ ଗୋଟେ ପ୍ରୋଗ୍ରାମ ସାରି ମୁଁ ମୋ ମଟରସାଇକେଲରେ ଘରକୁ ଫେରୁଥାଏ । ରାତି ପ୍ରାୟ ୧୧.୩୦ ହେବ । କାନ୍ଧରେ ପକେଇଥାଏ ମୋ ଗୀଟାର । ପ୍ରଶାସନର କଡ଼ା ନିୟମ ରାତି ଦଶଟା ପରେ ସବୁ ମେଲୋଡ଼ି କାର୍ଯ୍ୟକ୍ରମ…

ଅଧିକ ପଢ଼ନ୍ତୁ
Odia Poem Jibanasathi (ଜୀବନସାଥୀ) by Soubhagyabati Giri

ଜୀବନସାଥୀ

ଭାଗ୍ୟ ମତେ ଆଣି ପହଞ୍ଚାଇଦେଲା ଏମିତି ଶିଖର ସ୍ଥଳେ, ଉଚ୍ଚ ବେତନରେ ଚାକିରି କରିଛି ଦେଶବିଦେଶ ମୁଁ ବୁଲେ । ସଭିଏଁ କହନ୍ତି ବାହାହେବ ତମେ ଝଲମଲ ପ୍ରାସାଦରେ, ଜୀବନ ତୁମର ବିତିବ ବୃହତ ଆୟବ୍ୟୟର ଅଟକଳରେ । ଶାଶୁଘରେ ତୁମ ଥିବ ବହୁଟଙ୍କା ଗାଡ଼ି କୋଠା ଆଉ ଧନ, ତୁମ ସ୍ୱାମୀ ପାଖେ ହାତ ଯୋଡ଼ୁଥିବେ କେତେକେତେ ଅଧସ୍ତନ । ହସି ମୁଁ କହିଲି ଏସବୁରେ ମୋର ନାହିଁ କିଛି ପ୍ରୟୋଜନ, ସୁଶିକ୍ଷିତ ସ୍ନେହୀ ହୃଦୟଟେ…

ଅଧିକ ପଢ଼ନ୍ତୁ
Odia Poem Bou Katha Mane Pade (ବୋଉ କଥା ମନେ ପଡ଼େ) by Debabrata Barik

ବୋଉ କଥା ମନେ ପଡ଼େ

ମୋ ବୋଉ ପଣତ ଶ୍ରୀ ମନ୍ଦିର ନେତ ଦିଏ ସେ ଶୀତଳ ଛାୟା ସେ ପଣତ ତଳେ ନଥାଏ ତ ଡର ଆସୁ ଯେତେ ଝାଞ୍ଜି ବାଆ ।। ରାତିରେ ବେଶି ସେ ପାରେ ନାହିଁ ଶୋଇ ରହିଯାଏ କାମେ ବାନ୍ଧି ଆମ ସଭିଙ୍କ ମନ ଜିତି ନିଏ ପରା ନାନା ପ୍ରକାରର ରାନ୍ଧି ।। ମୋ ବୋଉ ମମତା ହୃଦ ନୀରବତା ହୃଦୟ ପବିତ୍ର ଗୀତା ତା’ ସ୍ନେହ ପରଶ ମୋ ପାଇଁ ଚନ୍ଦନ ହୃଦେ…

ଅଧିକ ପଢ଼ନ୍ତୁ