Odia Bhajan Guhari (ଗୁହାରି) by Kali Kumar Behera

ଗୁହାରି

ଅଣସର ବାସେ ରୁହ ବୋଲି ପ୍ରଭୁ କରିଛ କି ତୁମ୍ଭେ ମାନ । ସେ ଦୋଷରେ ତୁମ୍ଭେ କରି ରୋଷ ପ୍ରଭୁ ନେଉଛ କି ଆମ୍ଭ ପ୍ରାଣ? ତୁମରି ବିଧିର ବିଧାନକୁ ପ୍ରଭୁ କେ କରିବ ଆକଳନ । ଜୀବନ ମରଣ ଜୀବାତ୍ମାରେ ପୁନଃ ତୁମ୍ଭ ବିନା ନାହିଁ ଆନ ।। ତୁମ୍ଭେ କର୍ତ୍ତା ଧର୍ତ୍ତା ଦଇବ ବିଧାତା ସର୍ବତ୍ର ଉଡ଼ୁଛି ବାନା ସେଥିଲାଗି ମୁହିଁ ତୁମରି ସମ୍ମୁଖେ ଗୁହାରୀ କରୁଛି ସିନା ।। ବଞ୍ଚାଇ ଦିଅ,…

ଅଧିକ ପଢ଼ନ୍ତୁ
Odia Poem Samparka (ସମ୍ପର୍କ) by Snigdha Jena

ସମ୍ପର୍କ

ଘରକୁ ବାହାଘର ପରେ ପ୍ରଥମଥର ବୁଲିବାକୁ ଆସିବେ ନଣନ୍ଦ ଓ ତାଙ୍କ ସ୍ୱାମୀ । ସେଥିପାଇଁ କେତେ କ’ଣ ଆୟୋଜନ । ଶାଶୁ ମଣିମାଳାଙ୍କ କଡ଼ା ତାଗିଦ, ସବୁ ଯେମିତି ଠିକରେ ହବ । ଚାରିଦିନ ଆଗରୁ ଘର ସଜାଡ଼ି ସବୁ ଜିନିଷକୁ ସଜାଡ଼ି ରଖିଚି ରୁଚି । ରୋଷେଇର ଲମ୍ୱା ଲିଷ୍ଟ । ସବୁ ତାକୁ କରିବାକୁ ହବ । ଯାହା ଜିନିଷ ଆସିବ ଚିଠା କରି ରଖିଛି ସେ । ଘର ବୋଲି କେତେ…

ଅଧିକ ପଢ଼ନ୍ତୁ
Odia poem Hrudaya (ହୃଦୟ) by Smita Panda

ହୃଦୟ

ସ୍ୱପ୍ନ ସେ ଯାଦୁ ନଗରର ତାରା ଫୁଲ ସେ ଜହ୍ନ ରାଇଜର, ରେଶମୀ ସୁତା ହୁଏ ଉଡ଼ା ଭାବନାର ଛୋଟ ବିହଙ୍ଗଟି ସେ ପ୍ରଥମ ପ୍ରେମର ।। କେବେ ପୁଣି ସାଜେ କୋହ ପ୍ରତାରଣାର ଭାଙ୍ଗିଯାଏ ମନ ତା’ର ସ୍ନେହ ମମତାର ଝୁରି ହୁଏ ସେ ଜୀବନ ଅତୀତର ଲିଭେଇବାକୁ ଚାହେଁ ଅଭୁଲା ସ୍ମୃତିର ଗ୍ରନ୍ଥାଗାର । ଏକାକୀ ଖୋଜି ବୁଲେ ସାହାରା ଖୁସିର ଶୂନ୍ୟତାରେ ମିଳେ ତାକୁ ମରୀଚିକା ମରୁଭୂମିର ପଥିକ ସାଜେ ସେ ଜନଶୂନ୍ୟ…

ଅଧିକ ପଢ଼ନ୍ତୁ
Odia Poem Shunyatara Paribhasha (ଶୂନ୍ୟତାର ପରିଭାଷା) by Dr. Soumyabrata Panda

ଶୂନ୍ୟତାର ପରିଭାଷା

ଯଦି ଭାବୁଥାନ୍ତି ଆପଣ ଶୂନ୍ୟତାର ଅର୍ଥ ଯେ ଖାଲି ନୀରବତା ତେବେ କାଢ଼ିଦିଅନ୍ତୁ ଏ ଭାବନା ଆପଣଙ୍କ ମନରୁ କାହିଁକି ନା ହୃଦୟର ଗଭୀରତା ବି ହେଇପାରେ ଶୂନ୍ୟତାର ପରିଭାଷା…(୧) ମନର ଅବ୍ୟକ୍ତ ଭାବନାର ହୃଦୟର ଅଲୋଡ଼ା କାହାଣୀର ଭାଷା ଯେ ଶୂନ୍ୟତା କଥା କହିପାରୁନଥିବା ଜଣେ ଅସହାୟ ମଣିଷର ସାଥି ଏ ଶୂନ୍ୟତା…(୨) ଜଣେ ବିଫଳ ପ୍ରେମିକର ପ୍ରେମିକା ଯେ ଶୂନ୍ୟତା କିଛି ବିଷାଦ କିଛି ସ୍ମୃତିର ନଈ ଭାବନାର ଅଙ୍କାବଙ୍କା ପଥ ପୁଣି କେବେ…

ଅଧିକ ପଢ଼ନ୍ତୁ
Odia Story Lanthana (ଲଣ୍ଠନ) by Ashish Kumar Swain

ଲଣ୍ଠନ

ସୂର୍ଯ୍ୟ ଲାଲ ରୂପ ଧାରଣ କରି ପର୍ବତ ଶିଖରେ ବୁଡ଼ିଗଲେ, ସୁଲୁସୁଲିଆ ସୁଶୀତଳ ପବନ ବହି ଚାଲେ । ମନ ଆନନ୍ଦରେ ପୂରି ଉଠେ । ସୁନ୍ଦର ସୁଶୋଭିତ କଳାହାଣ୍ଡିଆ ରୂପଧାରଣ । ଯେ ଯାହା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ଭିନ୍ନ ରୂପ ଭିନ୍ନ ଧ୍ଵନି ସହ ସନ୍ଧ୍ୟା ଆଗତ । ଝୁମ୍ପୁଡ଼ି କୁଡ଼ିଆ । କୁଡ଼ିଆ ଭିତରେ କେଇଟା ପ୍ରାଣୀ । ଚତୁଃପାର୍ଶ୍ଵ ଘନ ଅନ୍ଧକାରମୟ ଆଉ ସେହି ଅନ୍ଧକାର ଭିତରେ ଭ୍ରମର ପରି…

ଅଧିକ ପଢ଼ନ୍ତୁ