You are currently viewing ଶେଷ କବିତା
ଶେଷ କବିତା

ଶେଷ କବିତା

ଜୀବନରେ ଥରେ ଭଲ ପାଇଥିଲି
ତୁମକୁ ଖୁସି ଟିକେ ଦେବା ପାଇଁ,
ସେହି ଜୀବନଟି ଧୋକା ପାଇଗଲା
ତୁମର ସେ ଟିକ‌କ ଖୁସି ପାଇଁ ।

ବିଶ୍ୱାସ, ସ୍ନେହ, ଖୁସି ଦେଇ
ଭଲ ତ’ ତୁମେ ପାଇଥିଲ,
ଅବିଶ୍ୱାସୀ, ଧୋକାବାଜି କ‌ହି
ତୁମେ ଛାଡ଼ି ଚାଲିଗଲ ।
ଅଣନିଶ୍ୱାସୀ ଏ ଜୀବନଟା ନେଇ
ବଞ୍ଚିପାରୁନାହିଁ ଏକା,
କେବେ ବୋଧେ ଆଉ ଦେଖା ହବ ନାହିଁ,
ଚାଲି ମୁଁ ଯାଉଛି ଏକା ।
ଲେଖୁଛି ଶେଷ କବିତା ।।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...