Odia Bhajan He Bhaba Nabika (ହେ ଭବ ନାବିକ) by Manoranjan Surujal

ହେ ଭବ ନାବିକ

ମଙ୍ଗଳମୟ ହେ ଭବ ସୌଦାଗର ହାଟର ତୁମେ ହାଟୁଆ । ଭବ ରଙ୍ଗ ତଳେ ଅବନୀ ମଣ୍ଡଳେ ରଙ୍ଗମଞ୍ଚର ନାଟୁଆ ॥ ସମର୍ପି ଦେଇଛି ଭଲ ମନ୍ଦ ଯେତେ ଟେକି ନିଅ ବେନି ଭୁଜେ । ହେ ଦୁଃଖୀ ସଙ୍ଖାଳି ଜଞ୍ଜାଳରେ ଜଳି ଆରତେ ତୁମ୍ଭଙ୍କୁ ଖୋଜେ ॥ ଆଗତ ବିଗତ ଜଣା ନାହିଁ ମୋତେ ତୁମ୍ଭେ ଯେଣୁ ଅନ୍ତର୍ଯ୍ୟାମୀ । ଫେଡ଼ିବ କଷଣ ଜୀବ ମୋକ୍ଷ ଧାମ ମନଟି ମରେ ଭରମି ॥ ଚଲା ପଥେ…

ଅଧିକ ପଢ଼ନ୍ତୁ
Odia Story Barbad (ବରବାଦ୍) by Dr. Rashmi Ranjan Sahoo

ବରବାଦ୍

ରାତି ଆଠଟା ବାଜିଲାଣି, ଅଥଚ ଏଯାଏଁ ରମେଶ ଅଫିସ୍‌ରୁ ଆସିଲେ ନାହିଁ, ଏଇ କଥା ଭାବୁ ଭାବୁ କଲିଙ୍ଗ୍ ବେଲଟି ବାଜିଲା ଉଠିଲା । କବାଟ ଖୋଲିଲା ଗୀତା, ରମେଶର କ୍ଳାନ୍ତ ଚେହେରାଟି ପୁରା କଳାକାଠ ପଡ଼ି ଶୁଖିଲା ଶୁଖିଲା ଦିଶୁଥିଲା । ରମେଶ ଘରେ ପଶୁ ପଶୁ ଘର ଭିତରର ନୀରବତା ଶୁଣି ଓ ଗୀତାର ଚେହେରା ଦେଖି ଜାଣିନେଲେ ଘରେ ଛୁଆମାନେ କିଛି ଗୋଟେ ମହାକାଣ୍ଡ କରିଛନ୍ତି । ଜାଣିଶୁଣି ଗୀତାକୁ କିଛି ନ…

ଅଧିକ ପଢ଼ନ୍ତୁ
Odia Poem Bujhi Galini (ବୁଝି ଗଲିଣି) by Binay Mohapatra

ବୁଝି ଗଲିଣି

ବୁଝି ଗଲିଣି ମୁଁ ଦୁନିଆଁ ହାଟରେ ବାଣ୍ଟିଦେଲି ଯେତେ ସେତିକି ମୋ ଭାଗେ ଆସିବ ନାହିଁ, ଦେଲାବେଳେ କେବେ ଭାବି ମୁଁ ନ ଥିଲି ପ୍ରତିଦାନ କିଛି ମିଳିବ ବୋଲି । ତଥାପି କେମିତି କହିଦେବି ଆଜି ମିଛ କଥାଟିଏ, ମୋହେ ବୁଡ଼ିରହି ନିଷ୍କାମ ଥିଲା ମନ, ମନ ଗହନରେ ଶୁପ୍ତ କାମନା ଜାଗି ନାହିଁ କେବେ ପାଇବାକୁ ପ୍ରତିଦାନ? ସେନେହ ଯତନ ବାତ୍ସଲ୍ୟ ମମତା ଯେତେ ଯାହା କଲି ସେ ସବୁ ଯେ ମୋର ଧରମ…

ଅଧିକ ପଢ଼ନ୍ତୁ
Piladinaku Pherijiba (ପିଲାଦିନକୁ ଫେରିଯିବା) by Batya Bijayini

ପିଲାଦିନକୁ ଫେରିଯିବା

ପିଲା ଦିନର ସ୍ମୃତି ସତେ ଅବା ଅସରନ୍ତି ଅଙ୍କା ବଙ୍କା ନଦୀ ପରି । ଥରେ ବଖାଣିବା ଆରମ୍ଭ କରିଲେ ରାତି ପାହି ଯିବ ହେଲେ ଗପ ସରିବନି । ହେଲେ ଏତେ ଗପ ଶୁଣିବାକୁ ଆଜି କାଲି ନା କାହାପାଖରେ ସମୟ ଅଛି ନା ଧୈର୍ଯ୍ୟ । ବହୁତ ଦିନ ହେବ ଭାବୁଥିଲି ସାଉଣ୍ଟିଥିବା ନିଜର ସ୍ମୃତିର ଏହି ପୁଷ୍ପଗୁଚ୍ଛକୁ ଧରି ଏକ ଗଳ୍ପର ହାର ଗୁନ୍ଥିବାକୁ, ହେଲେ ବର୍ତ୍ତମାନ ସମୟ ସହ ସମସ୍ତଙ୍କୁ ଦୌଡ଼ିବାକୁ…

ଅଧିକ ପଢ଼ନ୍ତୁ
Odia Poem Banchibaku Dia Mote (ବଞ୍ଚିବାକୁ ଦିଅ ମୋତେ) by Satyanarayan Padhan

ବଞ୍ଚିବାକୁ ଦିଅ ମୋତେ

କନ୍ୟା ଭୃଣଟେ ମୁଁ କି ଦୋଷ କରିଲି ପେଟରେ ପକାଅ ମାରି, ଦୁନିଆ ଦେଖିବା ଆଗରୁ କିମ୍ପାଇଁ ଦେଉଅଛ ହତ୍ୟା କରି !? ନିଷ୍ପାପ ଭୃଣ ମୁଁ କଲି କା’ର କ୍ଷତି ଦିଅ ଏତେ ବଡ଼ ସଜା, କଲବଲ ହୋଇ ଜୀବନ ମୋ ଯାଏ ତିଳେ ନାହିଁ ତୁମ ଦୟା । ଏଡ଼େ ନିରିଦୟ ହୁଅ କାହିଁ ପାଇଁ ଝିଅଟିଏ ବୋଲି ସତେ, ତୁମ ପରି ମୁହିଁ ଦୁନିଆ ଦେଖିବି ବଞ୍ଚିବାକୁ ଦିଅ ମୋତେ । ବଡ଼ହୋଇ…

ଅଧିକ ପଢ଼ନ୍ତୁ