Odia Poem Mora Pirya Bandhu (ମୋର ପ୍ରିୟ ବନ୍ଧୁ) by Santosh Kumar Parida

ମୋର ପ୍ରିୟ ବନ୍ଧୁ

ଆହକି ସୁନ୍ଦର ତାହାର ସୌନ୍ଦର୍ଯ୍ୟ ମୁଖରିତ କରେ ମନ ସବୁଜିମା ଭରେ ମନ ହୃଦୟରେ ଅଜ୍ଞାନକୁ ଦିଏ ଜ୍ଞାନ ॥ ତାହାରି ମୁଁହ ଶ୍ୟାମଳ ସୁନ୍ଦର ମନକୁ କରେ କୋମଳ ଆନନ୍ଦ ସଞ୍ଚାରେ ନବୀନ ଚିତ୍ତରେ ପ୍ରାଣକୁ କରେ ଶୀତଳ ॥ ତାହାରି ହସ ସରସ ସୁନ୍ଦର ଆତ୍ମାକୁ କରେ ଉଜ୍ୱଳ ମଞ୍ଜୁଳ ବିକାଶେ ଅନୁରାଗ ବାନ୍ଧେ ଜୀବନ କରେ ସଫଳ ॥ ତାହାରି ଦାନ ଲଳିତ ମଧୁର ଦିଏ ନିତି ନୂଆ ତତ୍ତ୍ଵ ମଧୁ ବାଣ୍ଟେ…

ଅଧିକ ପଢ଼ନ୍ତୁ
Odia Poem Padile Tame Mane (ପଡ଼ିଲେ ତମେ ମନେ) by Nibedita Nayak

ପଡ଼ିଲେ ତମେ ମନେ

ଆଜି ବହୁତ ମନେ ପଡ଼ ମୋର ତମେ ଯେତେ ନିଜକୁ ମୁଁ ବୁଝାଇବାକୁ ଚାହେଁ ଏକାଠି ଆମ ମୁହୂର୍ତ୍ତ ମନେ ପଡ଼ିଯାଏ ସେତେଥର ନିଜଠୁ ପୁଣି ହାରିଯାଏ ।୧। ଏତେ ବ୍ୟାକୁଳତା କାହିଁକି କେଜାଣି ସ୍ମୃତି ପଟ୍ଟେ ଉଦ୍ଭାଷିତ ସେ କ୍ଷଣ ପୁଣି ନିର୍ଜନ ପରି ଲାଗେ ସବୁ କୋଳାହଳ ହୃଦୟ ସ୍ପନ୍ଦନେ ଗୁଞ୍ଜରିତ ସାରା ଘର ।୨। କରିବାକୁ ପ୍ରକାଶ ଯେତେ ଚେଷ୍ଟା ମୁଁ କରୁଛି ପାରୁନି ସବୁ କହି ଆହୁରି ବାକି ରହିଯାଉଛି ଯନ୍ତ୍ରଣାରେ…

ଅଧିକ ପଢ଼ନ୍ତୁ
Odia Translated soty Samadhan (ସମାଧାନ) by Binay Kumar Das

ସମାଧାନ

ଜନତାଙ୍କର ଭିଡ଼ ଦେଖି ନେତାଙ୍କ ମନରେ ଛନକା ପଶିଗଲା । ଆଜିକାଲିର ଡିଜିଟାଲ ଜନତା ଏମାନେ । ଏମାନଙ୍କୁ ଏଣୁତେଣୁ କହି ପୂର୍ବ ପରି ଭୁଆଁ ବୁଲେଇ ଦେଇ ହେବନି । ଏମାନେ ଖାଲି ପ୍ରାକ୍ଟିକାଲ ନୁହନ୍ତି, ସବୁ କଥାରେ ପ୍ରମାଣ ବି ଚାହୁଁଛନ୍ତି । ଆରେ….ଆରେ… ଏ କ’ଣ? ସେମାନେ ତ ନେତାଙ୍କୁ ଘେରାଉ କରିବାକୁ ଆସୁଛନ୍ତି । ନେତା ମହୋଦୟ ମୁହଁରେ କୃତ୍ରିମ ହସ ଫୁଟାଇ ସେମାନଙ୍କୁ ସ୍ୱାଗତ ଜଣାଇଲେ । “ଆପଣ ଥାଉଁ…

ଅଧିକ ପଢ଼ନ୍ତୁ
Odia Poem Tumaku Mun (ତୁମକୁ ମୁଁ) by Sanjib Kumar Dash

ତୁମକୁ ମୁଁ

ଦେଖୁଥାଏ ପରସ୍ତ ପରସ୍ତ ମେଘ ଉହାଡ଼ରେ, କୁଞ୍ଚିତ କବରୀ କୃଷ୍ଣ, ହସର ଲାବଣ୍ୟ, କେବେ ସାଜ ଇନ୍ଦ୍ରଧନୁ ସାତ ରଙ୍ଗ ମାଖି, ବିଜୁଳି ଚମକେ ତୁମ, ଖେଳେ ଶିହରଣ ! ପାଇଯାଏ ଥିରି ଥିରି ମଳୟ ବାସ୍ନାରେ, ମଧୁମାଳତୀର ମିଠା ଗୋଧୂଳି ଲଗନ, କୋଇଲିର କୁହୁ ତୁମ ପ୍ରୀତି ଡାକବାଜି, ଆମ୍ରକାନନରେ ଅବା ଲୁଚିଛ ମଉନ ! ଅନୁଭବେ ଦିଗନ୍ତର ପାହାଡ଼ ଶିଳାରେ, ଦେଖୁଛି ସହୁଛି ସେ ତ ସମୟର ଖେଳ, ତଥାପି ତା’ ଚିତ୍ତ ଶାନ୍ତ,…

ଅଧିକ ପଢ଼ନ୍ତୁ
Odia Poem Kape Chaha (କପେ ଚାହା) by Duleswar Sahu

କପେ ଚାହା

ସକାଳ ପାହିବା ମାତ୍ରେ ମୁଁ ତତେ ହିଁ ଅନୁଭବି ପାରେ ଜହ୍ନର ଜ୍ୟୋସ୍ନାରେ ଜଙ୍ଗଲର ଅଦ୍ଭୁତ ଓ ଅନାବୃତ ପକ୍ଷୀ ମାନଙ୍କର ପ୍ରେମରେ । ସକାଳୁ ସକାଳୁ ଗୁଡ୍ ମର୍ନିଙ୍ଗ୍ ନୁହେଁ ବରଂ କପେ ଚାହା ହେଲେ ଜୀବନକୁ ଶାନ୍ତି ମିଳେ ଭରପୁର ମଜା ଲାଗେ ଲାଗେ ମତେ ଗୋଲାପର ପ୍ରେମରେ ପ୍ରେମିକ ପାଲଟି ଯାଇଛି । ତା’ ଧୂଆଁ ଧୂଆଁ ନୁହେଁ ମତେ ଆଉଁସି ଦେଉଥିବା ଗୋଟେ ଅଜସ୍ର ପ୍ରେମର ହାତ ପାପୁଲି ଓଃ !…

ଅଧିକ ପଢ଼ନ୍ତୁ