Odia Poem Aranya (ଅରଣ୍ୟ) by Mrutyunjaya Patra

ଅରଣ୍ୟ

ଟ୍ରକ୍ ଟ୍ରଲି ଓ ମିନିବସ୍, ମାଇକ୍‌ର ଅସହ୍ୟ ଶବ୍ଦ ଧୂଳି ପଟଳରେ ଭରା ଏ ଆକାଶ । ଆଖିପତା ପୋଡ଼େ ପ୍ରତ୍ୟୁଷରୁ ପ୍ରଦୋଷ କୋଳାହଳ ଭରା ଏ ନଗର ସବୁଜହରା ନିର୍ଜୀବ ଧୂସର ଠିଆ ଖାଲି ବହୁତଳ କୋଠାଘର । ମଳିନ ହୁଏ ଏ ନଗର ଛବି ହଜେ ଏଠି ମଣିଷର ଅନ୍ତରର ସ୍ୱର । ରଙ୍ଗହୀନ ମଲାଟର ବିବର୍ଣ୍ଣ ଛବି ଭଳି ମୁହଁ ଦିଶେ ନଗର ମଣିଷର ॥ ପବନରେ ଭାସିଆସେ ରାଜପଥୁ ଶୋଣିତର ଗନ୍ଧ ଭୀରୁ ଓ କାପୁରୁଷ…

ଅଧିକ ପଢ଼ନ୍ତୁ
Odia Poem Antaraya (ଅନ୍ତରାୟ) by Swatismita Barik

ଅନ୍ତରାୟ

ତୁମେ ମୋ ଜୀବନର ଅନିର୍ବାଯ୍ୟ ଅବଶୋଷ, ମୁଁ ନିଜ ଭବିଷ୍ୟତର ବିକଳାଙ୍ଗ ଅବଶେଷ । ତୁମେ କାହାଣୀରେ ଅଳସ ଭାଙ୍ଗୁଥିବା ସମ୍ମୋହନୀ କଳାକାର, ମୁଁ ଉପେକ୍ଷିତ ପରଦାରେ ନାଟକ କରୁଥିବା ଏକ ଯାଯାବର । ଅରୁଣିମା ବୋଳା ପ୍ରତି ସକାଳର ମୂର୍ଚ୍ଛିତ କାମନା ତୁମେ, ଶାପ ଜୁଡୁବୁଡୁ ଅନେକ ସ୍ୱପ୍ନର ସୁନ୍ଦର କବରୀ ମୁଁ ଯେ । ଚଉରା ମୂଳରେ ଭାସି ବୁଲୁଥିବା ସକାଳ ଆରତୀ ତୁମେ, ସୁରଭି ଜଙ୍ଗଲେ ନିତି ଜଳୁଥିବା ସାମାନ୍ୟ କାଠିଟି ମୁଁ ଯେ । ଆଶାର ପୁଟୁଳି…

ଅଧିକ ପଢ଼ନ୍ତୁ
Odia Poem Sonaliku Bhala Pai (ସୋନାଲିକୁ ଭଲପାଇ) by Kishore Kumar Khila

ସୋନାଲିକୁ ଭଲପାଇ

କୋରାପୁଟ କୋଲାବ ନଦୀ ବହେ ନିର୍ଜନ ପ୍ରାନ୍ତ ଦେଇ ମାଇଲ ମାଇଲ ଧରି ସୋରିଷ ଫୁଲ ଫୁଟି ଅଛି ପୁଲ୍ଲକିତ ହୋଇ, ଏଣେ ରାସ୍ତା ଦୁଇ ପାଖେ ପୁଣି ମାଙ୍କଡ଼ ଓ ହନୁର ସୁଅ କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ କାହିଁକି ନା ଅଛି କେନ୍ଦୁ ଓ କଦମ୍ବ ଗଛ ॥ ତହିଁ ଦୂର ଝାଉଁ ବଣ ବାଟ ଦେଇ ଅଛି ଏକ ଅଣଅସାରିଆ ପାହାଡ଼ି ରାସ୍ତା ଯାହା ମୋ ସୋନାଲି ଘରକୁ ଯାଇଛି କେତେ କାରିଗର…

ଅଧିକ ପଢ଼ନ୍ତୁ
Shilaghati: Untold History of Odisha (ଶିଳଘାଟି: ଏକ ବିସ୍ମୃତ ଇତିହାସ) by Sai Prakash

ଶିଳଘାଟି: ଏକ ବିସ୍ମୃତ ଇତିହାସ

ସ୍ୱାଧୀନତା ସଂଗ୍ରାମର ଅନେକ ଛୋଟ ଛୋଟ ଘଟଣାବଳୀ ଏବେ ଲୋକଙ୍କ ମନରୁ ବିସ୍ମୃତ ଏବଂ ସେ ବିଷୟରେ ଇତିହାସ ମଧ୍ୟ ନିରବ । ବିପ୍ଳବୀବୀର ବାଘାଯତୀନଙ୍କ ସଶସ୍ତ୍ର ସଂଗ୍ରାମରେ ମୟୂରଭଞ୍ଜ ଜିଲ୍ଲାର ଭୂମିକା ବିଷୟରେ ଅଳ୍ପ ବହୁତ ସମସ୍ତଙ୍କୁ ଜଣାଅଛି, କିନ୍ତୁ ସେଇ ମୟୂରଭଞ୍ଜ ଜିଲ୍ଲାର ଏକ କ୍ରାନ୍ତିତୀର୍ଥ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣା । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରଠୁ ୩୪ କିମି ଦୂରରେ ପୂର୍ବ ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏଇ…

ଅଧିକ ପଢ଼ନ୍ତୁ
Odia Bhajan Mo Kalia Suna (ମୋ କାଳିଆ ସୁନା) by Janmajaya Nayak

ମୋ କାଳିଆ ସୁନା

ତୁ କଳାକାହ୍ନୁ ବୋଲି ଜାଣେ ଜଗତ, ତୋ’ ଅପାର ମହିମା ବିଶ୍ୱ ବିଖ୍ୟାତ । କାହାପାଇଁ ମିଛ କାହାପାଇଁ ସତ, ଭାବରେ ବନ୍ଧା ତୁ ଭକତର ମିତ । ତୋ’ରି ପାଇଁ ମୁଁ ଆଜି ଜୀଇଁଛି ସିନା, ମୋ କାଳିଆ ସୁନା, ମୋ କାଳିଆ ସୁନା… ।୧। ଶ୍ରୀକ୍ଷେତ୍ରରେ ବସି ହସୁଛୁ ମୁରୁକି, ଦୁଃଖୀର ଦୁଃଖକୁ କି ପାରୁନୁ ଦେଖି !? ଭୋକ ବିକଳେ ଗରିବ ଆଖି ବୁଜେ, ତୋ’ କରୁଣା ବାରିଧାରା କିଆଁ ହଜେ? ଚଳିବନିରେ ତୋ’ର କିଛି ବାହାନା, ମୋ…

ଅଧିକ ପଢ଼ନ୍ତୁ