Odia Poem Bayasara Aparahnare Prema (ବୟସର ଅପରାହ୍ନରେ ପ୍ରେମ) by Swagat Mishra

ବୟସର ଅପରାହ୍ନରେ ପ୍ରେମ

ପ୍ରେମ ଦେଖେ ନାହିଁ ବୟସ ଚେହେରା ମାନେ ନାହିଁ ସ୍ଥାନ କାଳ, ଉତ୍ତର ବୟସେ ବେଶୀ ସେ ଉତୁରେ ପାଚୁଥାଏ ଯେତେ ବାଳ । ପ୍ରେମରେ ବାର୍ଦ୍ଧକ୍ୟ ବାଧା ସାଜେ ନାହିଁ ସଦା ମୁଖେ ଥିଲେ ହସ, ଏ ଜୀବନେ କିଛି ଲୋଡ଼ା ପଡ଼େ ନାହିଁ ପାଖେ ଥିଲେ ନିଜ ମଣିଷ । ହୃଦୟର ଭାଷା ଆଖି ମାଧ୍ୟମରେ ମନ ଜାଣେ ସହଜରେ, ଗୋଲାପର କିଛି ନାହିଁ ଆବଶ୍ୟକ କାମ ଚଳେ ମନ୍ଦାରରେ । ଶରୀରକୁ କାଳ କବଳିତ କରେ ଯଉବନ…

ଅଧିକ ପଢ଼ନ୍ତୁ
Pabitra Jibana (ପବିତ୍ର ଜୀବନ) by Himanshu Bhusan Sahoo

ପବିତ୍ର ଜୀବନ

◆ ରାକ୍ଷୀ’ର ମହତ୍ତ୍ୱ ଜଣା ନଥିଲା । ସମସ୍ତେ ହାତରେ ବାନ୍ଧି ବୁଲୁଥିଲେ, ଜେଜେମା’କୁ ନେଇ ପଚାଶ ପଇସାରେ ଗୋଟିଏ ରାକ୍ଷୀ କିଣିଆଣି ବୋଉକୁ କହିଥିଲି, “ମୋ ହାତରେ ଶୀଘ୍ର ବାନ୍ଧିଦେ, ମୁଁ ଖେଳିବାକୁ ଯିବି ।” ◆ ଟିକେ ଜାଣିବାଶୁଣିବା ହେଲା ବେଳକୁ ସାନ ଭଉଣୀର ଜନ୍ମ । ମାତ୍ର ୬ମାସ ବେଳକୁ ପଡ଼ିଲା ରାକ୍ଷୀପୁର୍ଣ୍ଣିମା । ଜଗନ୍ନାଥଙ୍କ ଫଟଥିବା ଗୋଟିଏ ରାକ୍ଷୀ ନେଇ ପହଞ୍ଚିଲି ତା’ ଝୁଲା ପାଖରେ । ସାନବୋଉ ହସିଦେଇ କହିଲେ, “ସେ ବଡ଼ ହେଉ, ତୋ’ ହାତରେ…

ଅଧିକ ପଢ଼ନ୍ତୁ
Odia Poem Purithibi (ପୃଥିବୀ) by Sanatan Mahakud

ପୃଥିବୀ

ପୃଥିବୀ ସେ ଧରିପାରେ ଯେ ପିଠିରେ ସମଗ୍ର ସୃଷ୍ଟିକୁ ସେଥିପାଇଁ ନାମ ତା’ ଧରଣୀ ସହିପାରେ ସବୁକିଛି ଧର୍ଯ୍ୟଶୀଳା ପୁଣି ସେ ବସୁମତୀ । ଆବୋରିଛି ତା କୋଳରେ କୀଟଠାରୁ ଗଛଯାଏ । ପାହାଡ଼ ପର୍ବତ ନର ପଶୁ ବିହଙ୍ଗମ ଯେତେ ସବୁ ତା’ ସନ୍ତାନ । ହସି ହସି ସହିଯାଏ, ନ ହୋଇ ଅଥୟ ଆମ ଉପକାରେ ପ୍ରଦୂଷଣ ଶଦ୍ଦ ଜଳ ମାଟି ପବନ ଆଦିର । ଯାହା ନାହିଁ ଏଇଠାରେ ମିଳିବନି ଚନ୍ଦ୍ର ଆଉ ମଙ୍ଗଳ ଗ୍ରହରେ ବଞ୍ଚିବାକୁ ଏକ…

ଅଧିକ ପଢ଼ନ୍ତୁ
Odia Poem Garabe Kahiba Ame Swadhina (ଗରବେ କହିବା ଆମେ ସ୍ୱାଧୀନ) by Janmajaya Nayak

ଗରବେ କହିବା ଆମେ ସ୍ୱାଧୀନ

ପରାଧୀନତାର ସିକୁଳି ଛିଡ଼ିଲା ମୁକତି ପାଇଲୁ ଆମେ, ସ୍ୱାଧୀନତାର ମହୁ ଚାଖି ସରବେ ଭିଜିଗଲେ ଦେଶପ୍ରେମେ । କେତେ ଶୋଷଣ ଦୁର୍ନୀତି କଷଣ ସହିଲେ ଆମ ଜନତା, ଶେଷରେ ବିଦେଶୀ ଗୋରା ସରକାର ନଇଁଲେ ତାଙ୍କରି ମଥା । କେତେ ବୀର ପୁଣି ଶହୀଦ ହୋଇଲେ ଦେଶପାଇଁ ଦେଲେ ପ୍ରାଣ, ଫିରିଙ୍ଗି ଶାସକ ଦେଶ ଛାଡ଼ିଗଲେ ଆମେ ହେଲୁ ତ ସ୍ୱାଧୀନ । ଯାହାଙ୍କର ତ୍ୟାଗ ବଳିଦାନ ପାଇଁ ହୋଇଛେ ସ୍ୱାଧୀନ ଆଜି, ସେମାନଙ୍କୁ ଦେବା ଭକ୍ତି ଶ୍ରଦ୍ଧାଞ୍ଜଳି ତାଙ୍କରି ସ୍ମୃତିରେ…

ଅଧିକ ପଢ଼ନ୍ତୁ
Odia Poem Ame ta Swadhina (ଆମେ ତ ସ୍ୱାଧୀନ) by Rekshiram Meher

ଆମେ ତ ସ୍ୱାଧୀନ

ପରାଧୀନ ଥିଲା ଭାରତ ଆମ ଗୋରା ସରକାର ଇଂରେଜ ହାତେ, ଆଣିଲେ ସ୍ୱାଧୀନତା କ୍ରାନ୍ତିକାରୀ ଜୀବନ ଉତ୍ସର୍ଗ କରିଣ ଯେତେ ।୧। ଝାଂସିରାଣୀ ଲକ୍ଷ୍ମୀ ବାଇ, ଗାନ୍ଧୀଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେ, ଭାଗତ ସିଂହ ଓ ତାତିଆ ଟୋପେ ବାଜି ରାଉତ, ସୁରେନ୍ଦ୍ର ସାହେ ସେ ।୨। ଆଣିଲେ ସ୍ୱାଧୀନ ଆମ ପାଇଁ ସେ ଦେଶର ସୁରକ୍ଷା ଆମରି ହାତେ, ଦେଶ ଆଗେଇନେବାକୁ ଦେଲେ ସେ ସମର୍ପିଣ ଦେଶ ଆମରି ହାତେ ।୩। ଆମେ ତ ସ୍ୱାଧୀନ ଭାରତବାସୀ…

ଅଧିକ ପଢ଼ନ୍ତୁ