barasa-badalijaye

ବରଷ ବଦଳିଯାଏ

ବର୍ଷ କେତେ ଆସିଲେ, କେତେ ଗଲେ, କିଛି ତା’ର ହିସାବ ମିଳେନା, ପ୍ରତିବର୍ଷ ବୈଶାଖ ଆସିଲା, ବର୍ଷା ଆଉ ତା’ପଛେ ପଛେ ବସନ୍ତ ବି କାଳେ ଭୁଲିଯିବି, ଲେଖିନେଲି ସବୁକିଛି ସ୍ମୃତି ଡାରିରୀରେ, ବହୁତ ଜରୁରୀ ଘଟଣା ସବୁ ଟିପିନେଲି, ଆଉ ମାମୁଲି ଘଟଣା ଯେତେ ଏଇମିତି ଭୁଲିଗଲି । କିନ୍ତୁ ବର୍ଷ ଶେଷେ, ପୁରୁଣା ଡାଇରୀ ଯେତେ ସବୁ ହଜିଯାଏ ମୋଟା ମୋଟି କଥା, ପୁରୁଣା ଦିନମାନଙ୍କର ହିସାବ ମିଳେନା ନୂଆଦିନ ନୂଆବର୍ଷ ମନ କିଣିନିଏ । ସଂସାର…

ଅଧିକ ପଢ଼ନ୍ତୁ
aphera-pathara-pathika

ଅଫେରା ପଥର ପଥୀକ

ବାଣୀବିହାର ବାଣୀବିହାର…. ବସ୍ ଯାଇ ପହଞ୍ଚିଲା ବାଣୀବିହାର ବସ୍‌ଷ୍ଟାଣ୍ଡରେ । ମୋତେ ବି ଟିକେ ନିଦ ଲାଗିଯାଇଥିଲା । କଣ୍ଡକ୍ଟର ପାଟି ଶବ୍ଦରେ କାନ ଫାଟିପଡ଼ୁଥାଏ । ମୁଁ ବ୍ୟସ୍ତ ହୋଇ ଉଠିପଡ଼ିଲି । ଲଗେଜ୍ ବାହାର କରିବି କ’ଣ, ହଠାତ୍ ମୋ ଦୃଷ୍ଟି ଯାଇ ପଡ଼ିଲା ଆଗ ସିଟରୁ ଓହ୍ଲାଉଥିବା ଜଣେ ଯୁବତୀଙ୍କ ଉପରେ । ସତେ ଯେପରି ତାଙ୍କୁ ଆଗରୁ ବହୁବାର ଦେଖିଛି କେଉଁଠି ! ଅନେକ ଦିନର ଯେପରି ସମ୍ପର୍କ ଅଛି ତାଙ୍କ ସହ । ସେହି ଗୋରା ମୁଁହ, ତା’ରି ପରି…

ଅଧିକ ପଢ଼ନ୍ତୁ
ashara-alokaku-apeksha

ଆଶାର ଆଲୋକକୁ ଅପେକ୍ଷା

ସୁନୀତା ଝରକାବାଟେ ବାହାରକୁ ଚାହିଁ Bergen ସ‌ହରର ଦୃଶ୍ୟ ଉପଭୋଗ କରିବାକୁ ଚେଷ୍ଟା କରୁଥିଲା । ଡେସେମ୍ବର ମାସ ପନ୍ଦର ତାରିଖ । ଆସନ୍ତ ଖ୍ରୀଷ୍ଟମାସ ପର୍ବ ଓ ଛୁଟି ପାଇଁ ସ‌ହରବାସୀ ବ‌ହୁତ ଉତ୍ସାହିତ ଓ ଖୁସି ଥିଲେ । ରଙ୍ଗୀନ ଆଲୋକମାଳାରେ ପୁରା ସ‌ହର ସଜା ହୋଇ ସାରିଥିଲା । ଛୁଟିକୁ ଆଖି ଆଗରେ ରଖି ସପିଙ୍ଗ୍ ମଲ୍‌ମାନଙ୍କରେ ଡିସ୍‌କାଉଣ୍ଟ ଅଫର ମଧ୍ୟ ଆରମ୍ଭ ହୋଇସାରିଥିଲା । ବନ୍ଧୁମିଳନ, ଲଞ୍ଚ୍ ଓ ଡିନର ପାର୍ଟୀ ଇତ୍ୟାଦିରେ ସମସ୍ତେ ମସ୍‌ଗୁଲ ଜଣା ପଡ଼ୁଥିଲେ ।…

ଅଧିକ ପଢ଼ନ୍ତୁ
upanisada

ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଉପନିଷଦ

ଭାରତୀୟ ସଂସ୍କୃତି ଓ ପରମ୍ପରା ବିଶ୍ୱମାନବର ଆଦର୍ଶ ଓ ପଥପ୍ରଦର୍ଶକ । ଭାରତରେ ହିଁ ବେଦ, ବେଦାନ୍ତ ଓ ଉପନିଷଦର ସର୍ଜନା ଏଥିରେ କେହି ଦ୍ୱିମତ ହେବେ ନାହିଁ । ଭାରତୀୟ ପରମ୍ପରା ଅନୁସାରେ ଉପନିଷଦଗୁଡ଼ିକୁ ବୈଦିକ ସାହିତ୍ୟର ଅନ୍ତିମ ଅଂଶ ଭାବରେ ଗ୍ରହଣ କରାଯାଇଛି । ଏସବୁ ଉପନିଷଦରେ ବୈଦିକ ଊପଖ୍ୟାନ ଓ ଆଚାର ଅନୁଷ୍ଠାନର ନାନାପ୍ରକାର ଧର୍ମୀୟ ଓ ଦାର୍ଶନିକ ବ୍ୟାଖ୍ୟା ସନ୍ନିବିଷ୍ଟ ଅଛି । ପରେ ମଧ୍ୟ ଏହି ନାମଟି ଷଡ଼ଦର୍ଶନ ମଧ୍ୟରୁ ଅନ୍ୟତମ ଦାର୍ଶନିକ ଭାବଧାରାର ନାମ…

ଅଧିକ ପଢ଼ନ୍ତୁ
ସ୍ନେହାଶ୍ରିତ ଦେବତା

ସ୍ନେହାଶ୍ରିତ ଦେବତା

ଜହ୍ନାଲୋକରେ ଆଲୋକିତ ହୋଇଯାଇଥିବା ସେଦିନର ରାତି ଯେପରି ଏକ ବିଶାଳ ପରିବର୍ତ୍ତନ ଆଣିଥିଲା ସତ୍ୟଦେବଙ୍କ ପାଇଁ । ନୂଆ ଆଶାର ଆଲୋକକୁ ନେଇ ଏକ ସୁନ୍ଦର ପଥର ପଥିକଟିଏ ହୋଇଗଲେ ସେ । ପିତାଙ୍କ ଚରଣ ତଳେ ଶୋଇଯିବା ପରେ ଆଖିରୁ ବହିଯାଉଥିବା ଲୁହ ଯେମିତି ମରୁଭୂମି ପାଲଟି ଯାଇଥିଲା । ଜୀବନର ଚଲାପଥ ଏମିତିବି ହୋଇପାରେ ବୋଲି ସତ୍ୟଦେବ ଅନୁଭବ କରି ଏକ ନୂଆ ଜୀବନଟିଏ ଆରମ୍ଭ କରିଥିଲେ । ଗ୍ରୀଷ୍ମର ପ୍ରକୋପରେ ଗାଁ ଶେଷମୁଣ୍ଡରେ ଥୁଣ୍ଟା ହୋଇଯାଇଥାଏ ବରଗଛଟିଏ । ବରଗଛରୁ…

ଅଧିକ ପଢ଼ନ୍ତୁ