ପ୍ରଥମ ବର୍ଷା
କାହିଁକି ଆଜି ବହୁତ ମନେପଡ଼ୁଛ କାରଣ ଜାଣିନି ତଥାପି ମନେପଡ଼ୁଛ ଲାଗୁଛି ସତେ ମୋ ପାଖେ ପାଖେ ଅଛ ମୋତେ ମୋ ଅଜାଣତରେ ନିରୀକ୍ଷଣ କରୁଛ ॥ ଆଜି ସେ ମୋଉସୁମୀର ହଠାତ ଆଗମନ ହୃଦୟକୁ ଆନ୍ଦୋଳିତ କରିଦେଲା, ମୃଦୁ ମଳୟରେ ଆସିଥିବା ବାସ୍ନା ତୁମ କଥା ମନେ ପକାଇ ଦେଲା ॥ ଆଜି ସେ ବର୍ଷାର ପ୍ରଥମ ଛିଟା ତା’ର ସ୍ପର୍ଶରେ ଆନନ୍ଦିତ କରିଦେଲା, ସତେ କି ସେ ସ୍ପର୍ଶଟା ତା’ର ନୁହେଁ ବୋଧେ ତାହା…

