ପଞ୍ଜୁରୀ ଭିତରେ ପ୍ରେମ
ଜୀବନ ଚକ୍ରର ଛନ୍ଦି ହୋଇ ରହିଥିବା ପଥରେ ଏମିତିବି କିଛିକ୍ଷଣ ଆସେ ଯେଉଁଠି ନିଜ ମନର କଥା ସବୁଦିନ ପାଇଁ ନିବୁଜ କୋଠରୀ ମଧ୍ୟରେ ସମାପ୍ତ ହୋଇଯାଏ ଓ ଏହି ଶିକାରୀର ଫାସରେ ପଡ଼ିଯାଇଥାଏ ସେହିମାନଙ୍କ ପ୍ରେମକାହାଣୀ ଯେଉଁମାନଙ୍କ ହୃଦୟ ମୁକ୍ତ ନିର୍ମଳ ଆକାଶ ପରି । ନିର୍ମଳ ଆକାଶ ମଧ୍ୟରେ ସୂର୍ଯ୍ୟ ଦେବତା ଲୁଚିଯାଇଥାନ୍ତି ଭାସି ବୁଲୁଥିବା ମେଘମାଳ ଭିତରେ । ଖରା ଓ ଛାଇ ମଧ୍ୟରେ ସମୟ ଚକ୍ର ଘୂରିଚାଲିଥାଏ । ବିଦ୍ୟାଳୟର ଶେଷ ଘଣ୍ଟା ବାଜିବା ପାଇଁ…

