Odia Poem Debabrata (ଦେବବ୍ରତ) by Smruti Ranjan Barik

ଦେବବ୍ରତ

ଗୁଞ୍ଜେ ଚଉଦିଗ, ଧରାପୃଷ୍ଠ ସରଗ, ମହୀତଳ ସୁଭାଷିତ ଦେବବ୍ରତ ଜନମ । ସାତଭ୍ରାତା ଅନ୍ତେ ସ୍ପର୍ଶ ଭୂମିକୋରତ, ଗଙ୍ଗାକୋଳ ପୂର୍ଣ୍ଣକରେ ବୀର ଦେବବରତ । ସାତପୁତ୍ର ଦାନକରେ ଗଙ୍ଗା ନିଜ ଗରଭେ, ଶାନ୍ତନୁର ନିବେଦନେ ରଖେ ତାକୁ ଶରଧେ । ଅଭିଶପ୍ତ ଜୀବନ ଏ ଗଙ୍ଗାମାତା ଜାଣଇ, ଦେବବ୍ରତ ସାଥେ ଧରି…ସରଗ ସେ ଫେରଇ । ବାଲ୍ୟକାଳୁ ଗଙ୍ଗାପୁତ୍ର ଦେଖାଏ ତା’ ବୀରତ୍ୱ, ଗୁରୁପାଶେ ଆଚରଇ ଧର୍ମ ତା’ର ଶିଷ୍ୟତ୍ୱ । ଶ୍ରେଷ୍ଠଜ୍ଞାନ ଆହରଇ ଶ୍ରେଷ୍ଠ ଶିଷ୍ୟ ମଗନେ, ଗୁରୁଆଜ୍ଞା ଶିରୋଧାର୍ଯ୍ୟ ଦେଖେ ନିତ୍ୟ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 36th Edition (ଶୁଭପଲ୍ଲବ ୩୬ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ଷଡ଼ତ୍ରିଂଶ ସମ୍ପାଦକୀୟ

ହୋଲି ବା ଦୋଳ ଉତ୍ସବ ଆମେ ପ୍ରତିବର୍ଷ ବହୁ ଆଡ଼ମ୍ବର ସହକାରେ ପାଳନ କରି ଆସୁଛେ । ଏହି ରଙ୍ଗହୋରି ଉତ୍ସବ ହେଉଛି ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ । ଏହା ଖାଲି ଗୋଟିଏ ପ୍ରାନ୍ତରେ ନୁହେଁ ସାରା ଭାରତ ବର୍ଷରେ ପାଳନ କରାଯାଏ । ଏହି ଉତ୍ସବକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ…

ଅଧିକ ପଢ଼ନ୍ତୁ
Odia Poem Sishirara Chhuan Tu (ଶିଶିରର ଛୁଆଁ ତୁ) by Manas Ranjan Dash

ଶିଶିରର ଛୁଆଁ ତୁ

ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ ତୋ’ ଢଙ୍ଗରେ ଢଳିଛି ମୋ ଜିଇଁବାର ଢଙ୍ଗ ତୁ ପାଖେ ଥା’ କି ନ ଥା’ ସାଥେ ଅଛୁ ମୋ’ରି ଯୋଜନ ଯୋଜନ ବାଟ ନିମିଷକେ ପାରି- -କରି ଆସେ ତୋ’ର ସ୍ମୃତି ଆସି ଛୁଏଁ ମୋର ଅଙ୍ଗ ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ !!! – ମାନସ ରଞ୍ଜନ ଦାଶ

ଅଧିକ ପଢ଼ନ୍ତୁ
Odia Poem Samaya (ସମୟ) by Prasanti Mohapatra

ସମୟ

ଅପରିଚିତରୁ ପରିଚିତ ହେଲେ ପରିଚିତରୁ ନିଜର, ତେବେ ପୁଣି କାଇଁ ଏତେ ବ୍ୟବଧାନ କାଇଁ ଲାଗ ପର ପର? ଅଚିହ୍ନାରୁ ଚିହ୍ନା ହେଲେ ଯେବେ ଆମେ ଅନେକ ଅବୁଝା ଥିଲା, ଧୀରେଧୀରେ କରି ବୁଝୁ ବୁଝୁ କାଇଁ ବିଶ୍ୱାସ ଦୋହଲି ଗଲା? ସବୁ କଥା ସେବେ ଭଲ ଲାଗୁଥିଲା ଭଲ ଥିଲା ସେ ସମୟ, ପ୍ରିୟ ସମୟର ପ୍ରିୟ ସ୍ମୃତି ସବୁ ହୃଦୟରେ ଭରେ କୋହ !! – ପ୍ରଶାନ୍ତି ମହାପାତ୍ର

ଅଧିକ ପଢ଼ନ୍ତୁ
Biography of Indian Comedian Raju Srivastav (ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ)

ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ରାଜୁ ଶ୍ରୀବାସ୍ତବ ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ମୁଖ୍ୟତଃ ଗଜୋଧର ଭାବରେ ବିଭିନ୍ନ ପ୍ରକାରର ହାସ୍ୟାତ୍ମକ କାର୍ଯ୍ୟକ୍ରମ କରୁଥିଲେ । ତାଙ୍କର ପୂରା ନାମ ହେଉଛି ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ୧୯୬୩ ମସିହାର ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ରାଜୁ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିବା ସହିତ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ…

ଅଧିକ ପଢ଼ନ୍ତୁ