Odia Poem Ae Bodhe Prema (ଏଇ ବୋଧେ ପ୍ରେମ) by Janmajaya Nayak

ଏଇ ବୋଧେ ପ୍ରେମ

ସେ ଅଛି ମୋ ଭିତରେ ମୁଁ ବି ଅଛି ତା’ ଭିତରେ ହେଲେ ବି କାହିଁ ବୁଝେନି ମନ ସତେ କି ଯୋଜନ ଯୋଜନ ଦୂରେ ସେ… ଲାଜ ଜୁଡ଼ୁବୁଡ଼ୁ ତା’ ମହୁଆ ହସରେ ମାଦକତା ମନେ ଭରେ, ପ୍ରଣୟ ନିଶାରେ ଶିହରି ଉଠଇ ପାହାନ୍ତିଆ ସପନରେ… ମୋ ଅଙ୍ଗେଅଙ୍ଗେ ଆଙ୍କିଦିଏ ପ୍ରେୟସୀ ମଧୁର ମିଳନର ମିଠା ଦାଗ ହସିହସି, ଲାଜରେ ବିରହ ଫଗୁଣ ଫେରିଯାଏ, ମଧୁଝରା ଚାନ୍ଦିନୀ ଈର୍ଷାରେ ଜଳିଯାଏ… ନିରିମାଖି ତା’ ହରିଣୀ ଚାହାଣି…

ଅଧିକ ପଢ଼ନ୍ତୁ
Odia Story Ea Para Jane Bapa (ଇଏ ପରା ଜଣେ ବାପା) by Jyotiranjan Sahu

ଇଏ ପରା ଜଣେ ବାପା

ଗତରାତିରୁ ଲାଗିରହିଛି ଝିପିଝିପି ବର୍ଷା ! ସେହି ଝିପିଝିପି ବର୍ଷାରେ ଫଗୁ ମଉସା ବାଡ଼ିଖଣ୍ଡେ ଧରି ବାହାରି ପଡ଼ିଛନ୍ତି ଘର ବାହାରକୁ ! ହାତରେ ଖଣ୍ଡେ ଛତା ଆଉ ଆଖିରେ ସ୍କ୍ରଚ୍ ପଡ଼ିଥିବା ପୁରୁଣା କାଚ ଚଷମାଟିଏ । ଚାରି ଆଡ଼େ ଅନ୍ଧାର; ସୂର୍ଯ୍ୟ ଉଇଁବାକୁ ଆହୁରି ବେଶ୍ କିଛି ସମୟ ଅଛି ! ହେଲେ ଫଗୁ ମଉସା ସେହି ଅନ୍ଧାର ବର୍ଷା ରାତିକୁ ଖାତିରି ନକରି ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ ! ବର୍ଷାର ଶୀତଳତା ଭିତରେ ବି କେଉଁଠି ନା କେଉଁଠି…

ଅଧିକ ପଢ଼ନ୍ତୁ
Odia Poem Ichchha Hue (ଇଚ୍ଛା ହୁଏ) by Chikun Panda

ଇଚ୍ଛା ହୁଏ

ଇଚ୍ଛା ହୁଏ କୁହୁଡ଼ି ଚାଦର ଘୋଡ଼େଇ ଚାନ୍ଦର ଟିକିଲି ନାଇ ନବ ବଧୂ ସାଜିବାକୁ ଇଚ୍ଛା ହୁଏ ରାତିର ଅନ୍ଧକାରକୁ ଆଖିର କଜଳ କରି ଆଖିକୁ ସୁନ୍ଦର କରିବାକୁ । ଇଚ୍ଛା ହୁଏ ଗୋଲାପୀ ଓଠରେ ବିନ୍ଦୁ ବିନ୍ଦୁ କାକର ଟୋପାର ଶୀତଳ ସ୍ପର୍ଶକୁ ଅନୁଭବ କରିବାକୁ । ଇଚ୍ଛା ହୁଏ ସହଶ୍ର ତାରାଙ୍କ ରଙ୍ଗୀନ ଆଲୋକରେ ରାତିକୁ ରଙ୍ଗୀନ କରିବାକୁ । ଇଚ୍ଛା ତ ଅସୁମାରୀ ରାଜକୁମାରୀଟିଏ ଅଦିନରେ ବି ପଦ୍ମ ଫୁଟାଏ । – ଚିକୁନ ପଣ୍ଡା

ଅଧିକ ପଢ଼ନ୍ତୁ
Odia Poem Prakruti (ପ୍ରକୃତି) by Sasmita Nayak

ପ୍ରକୃତି

ଦିନ ବଦଳିଛି ଯୁଗ ବଦଳିଛି ବଦଳି ନାହିଁ ପ୍ରକୃତି ମା’ ଏଇ ମାନବ ଜାତିଟା କରୁଛି କଳ୍ପନା ଦୋଷ ହେଇଥାଏ ଯୁଗର ନା ॥ ଦେଖିବାକୁ ଏଠି ସବୁ ସତ୍ୟବାନ୍ ନାରୀ ସାଜେ ଏଠି ବେଶ୍ୟା ॥ ଗୁରୁ ଗୁରୁଜନ କେହି ନମାନିଲେ ମୁଖେ ରଖିଲେନି ଲଜ୍ୟା ॥ ପ୍ରେମ ପ୍ରେମ ବୋଲି ମୁଖେ ବୋଲିଥାନ୍ତି ହୃଦେ ନାହିଁ ଟିକେ ଚିନ୍ତା ॥ ପୀରତି ଖେଳରେ ମାତି ଉଠୁଥାନ୍ତି ପିଲା ଛୁଆ ମାତା ପିତା ॥ –…

ଅଧିକ ପଢ଼ନ୍ତୁ
Odia Poem Swapna (ସ୍ୱପ୍ନ) by Sasmita Nayak

ସ୍ୱପ୍ନ

ସ୍ୱପ୍ନ କେବେ ଦୂର ପହାଡ଼ର ଶୀର୍ଷରେ, ମୁଁ ଦୀପ ଶିଖାଟିଏ ॥ ସ୍ୱପ୍ନ କେବେ ନିଘଞ୍ଚ ପ୍ରହରର ସପ୍ତ ରଙ୍ଗ ଭରା ରଙ୍ଗୀନ ଦୁନିଆଟିଏ ॥ ସ୍ୱପ୍ନ ଦରିଆ ଲହରୀର ମୁଁ ଦ୍ୱୀପପୁଞ୍ଜ ଦେବୀ ପ୍ରତିମାଟିଏ ॥ ସ୍ୱପ୍ନ କେବେ ସାଜେ ଶୁନ୍ୟ ହୃଦୟର ରାଣୀ ମହୁମାଛିଟିଏ ॥ କେବେ ସାଜିଥାଏ ପରି ରାଇଜର ମଉନାବତୀଟିଏ ॥ କେବେ ପୁଣି ବଡ଼ ବଡ଼ ଆଶା ରାଜା ଉଆସର ସ୍ୱୟମ୍ବର ସଜା ରାଜ କନ୍ୟାଟିଏ ॥ କେବେ ପୁଣି…

ଅଧିକ ପଢ଼ନ୍ତୁ