Editorial Page of Shubhapallaba 6th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଷଷ୍ଠ ସମ୍ପାଦକୀୟ

ଏ ଦୁନିଆର ପ୍ରାୟତଃ ସଭିଏଁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଆଉ ଏ ବ୍ୟସ୍ତବହୁଳ ଦୁନିଆରୁ ତାଙ୍କୁ ଟିକିଏ ଦୂରେଇ ଯିବାକୁ ହେଲେ ଅଧିକାଂଶ ମନୋରଞ୍ଜନ କରିବାକୁ ଗୀତ ଶୁଣନ୍ତି, ନାଟକ, ଫିଲ୍ମ ଇତ୍ୟାଦି ଦେଖନ୍ତି । ଏବେ ବୋଧେ ବିଶ୍ୱର ସବୁଠାରୁ ଅଧିକ ଆୟ କରୁଥିବା ଜିନିଷ ମଧ୍ୟରେ ଫିଲ୍ମ ଆଗରେ ଆସିବ । କଥାଚିତ୍ରର ରୂପରେଖ ଧୀରେ ଧୀରେ ବଦଳି ଆସିଛି ଆଉ ଏବେ ପ୍ରାୟ ଅନେକ ଜାତୀୟ ତଥା ଆଞ୍ଚଳିକ ଭାଷାରେ…

ଅଧିକ ପଢ଼ନ୍ତୁ
Ganjam Danda Jatra

ଦଣ୍ଡ ଯାତ୍ରା

“ବାର ମାସରେ ତେର ପର୍ବ” କଥାଟି ରହିଆସିଛି ଆମ ପୂର୍ବପୁରୁଷଙ୍କ ଅମଳରୁ । ଓଡ଼ିଆମାନଙ୍କର ବାରମାସରେ ତେର ପର୍ବ । ସେଇ ପର୍ବମାନଙ୍କୁ ନେଇ ତ ଜଣେ ଓଡ଼ିଆ ଗର୍ବ କରେ । ଓଡି଼ଶା ଭିତରେ ହେଉ କି ଓଡି଼ଶା ବାହାରେ ଓଡି଼ଆ ପୁଅ କେବେ ତା’ର ପରମ୍ପରାକୁ ଭୁଲିଯାଏନି । ରଜ ପର୍ବଠାରୁ ଆରମ୍ଭ କରି ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ଶୀତଳ ଷଷ୍ଠିରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ଆଦି ।…

ଅଧିକ ପଢ଼ନ୍ତୁ
nile-nadire-naubihara

ନୀଳନଦୀରେ ନୌବିହାର

ଇତିହାସକୁ ଗପ ଭାବରେ ପଢ଼ିଲେ ବୁଝିବାକୁ ଭାରି ସହଜ ହୁଏ । ଆଉ ଯେତେଦୂର ମୋର ମନେପଡ଼ୁଛି, ଏହାକୁ ବିଷୟ ଭାବେ ଷଷ୍ଠ କି ସପ୍ତମ ଶ୍ରେଣୀରେ ପ୍ରଥମଥର ପାଇଁ ପଢ଼ିବାକୁ ପଡ଼ିଥିଲା । ମୋଗଲ ଶାସନ, ବିଶ୍ୱଯୁଦ୍ଧ ଓ ସ୍ୱାଧୀନତା ସଂଗ୍ରାମ ବିଷୟରେ ପଢ଼ି ଭୟ ଲାଗୁଥିଲା କେମିତି ଏସବୁ ଘଟଣାର ମସିହା ମନେରଖି ପରୀକ୍ଷାରେ ଲେଖିବା । କିନ୍ତୁ ଯେତେବେଳେ ମହେଞ୍ଜୋଦାର ଓ ହରପ୍ପା ଭଳି ସଭ୍ୟତା ବିଷୟରେ ପଢ଼ିବାକୁ ପଡ଼ିଲା, ସେବେ ଭାରି…

ଅଧିକ ପଢ଼ନ୍ତୁ
Asha

ଆଶା

ମଣ୍ଟୁ ଆଜି ବହୁ ଦିନ ପରେ ଗାଁକୁ ଆସିଛି । ନଈ କୂଳ ମନ୍ଦିର ପାଖରେ ବସିଥିଲା ବେଳେ ହଟାତ ତା’ ନଜର ପଡ଼ିଲା ମନ୍ଦିର କାନ୍ଥ ଉପରେ ଅଙ୍କା ହେଇଥିବା ଗୋଟେ ଝାପ୍ସା ଚିତ୍ର ଉପରେ । ମଣ୍ଟୁ ଆଉ ମିଲି ଦୁହେଁ ମିଶି ସେହି ଚିତ୍ରଟି ଆଙ୍କିଥିଲେ ବହୁ ବର୍ଷ ତଳେ । ମିଲି ଗାଁ ଛାଡ଼ି ଗଲା ପରେ ଆଉ ମଣ୍ଟୁ ସହ କେବେ ତା’ର ଦେଖା ହେଇନି କି କେବେ ଦେଖା…

ଅଧିକ ପଢ଼ନ୍ତୁ
Prague-travel-blog

ପ୍ରାଗ୍: ମୋ ସ୍ମୃତି ମୋ ଅନୁଭୂତି

ଏମିତିରେ ଲୋକମାନେ ଛୁଟି କଟାଇବାକୁ ଭଲ ଭଲ ସହର ଚୟନ କରିଥାନ୍ତି । ମୋ କ୍ଷେତ୍ରରେ ଏମିତି ଏକ ସୁନ୍ଦର ସହରକୁ ଉଚ୍ଚଶିକ୍ଷା ପାଇଁ ଯିବାର ସୁଯୋଯ ମିଳିଥିଲା । ଆସିବା ପୂର୍ବରୁ ଅବଶ୍ୟ ମୋର ବନ୍ଧୁମାନଙ୍କଠାରୁ ପ୍ରାଗ୍ ବିଷୟରେ ବହୁତ କିଛି ଶୁଣିଥିଲି । ଆସିବା ପରେ ଓ ମୋର ରହଣି ଭିତରେ ଏହି ସହର, ଏହାର ଇତିହାସ, ଏହାର ଲୋକମାନେ ଓ ତାଙ୍କ ଚାଲିଚଳନ ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ମିଳିଥିଲା ।…

ଅଧିକ ପଢ଼ନ୍ତୁ