ମନର୍ ଫସଲ୍

ମନର୍‌ ଫସଲ୍‌

ସେମାନ୍‌କର୍‌ ସବୁ ମିଛ୍‌ମିଶା କଥା ଶୁନି ହଁସ୍‌ବାର୍‌ ସାହସ୍‌ ପୁଷିଛେଁ ବଲି ତ ସତ୍‌ କହୁଥିସିଁ ନାଇଁହୁଏଁ କେଭେଁ କର୍କଶ୍‌ ଶୁନି ସାର୍‌ଲେଁ ଶହେ ପଦ୍‌ କଥା କହିଦେସିଁ ପଦେ ଅଧେ କିଏ ପାଏସି ତହଁକ୍‌ ସେଠାନୁ କାହାକେ ସେଟା ବାଧେ ନାଇଁକରି କେଭେଁ ହିସାବ୍‌ ତାର୍‌ କଥା ଗନି ନାଇଁଜାନେ ଭାବ୍‌ନା ଫୁଟ୍‌ଲେ ହୁରୁଦ୍‌ ଭିତ୍‌ରେ ନାଇଁଟାକେଁ ଆର୍‌ ଛନେ ମନର୍‌ ଫସଲ୍‌ ଯେତେ ବି ହେସି ଦେସିଁ ସବୁଯାକ ବାଁଟି ଉସତ୍‌ ହେଇ ଶିଖ୍‌ଲିନ…

ଅଧିକ ପଢ଼ନ୍ତୁ
prema-bandi

ପ୍ରେମ ବନ୍ଦୀ

ମୋ ହୃଦୟ ଭିତରର ନିବୁଜ କୋର୍ଟ କଚେରୀରେ ତୁମେ ଏକ ଆସାମୀ ପ୍ରେମ ବ୍ୟାପାର ନେଇ ॥ ମନ ଅଧିକାରୀ ବିଚାର ସାରି ଆଦେଶ ଦେଲେ ଆଜୀବନ କାରାଦଣ୍ଡରେ ବନ୍ଦୀ କରିବାକୁ ରୁଦ୍ଧ ଏକ କୋଠରୀରେ ନିଜ ଛାତି ପଞ୍ଜିରା ଭିତରେ ॥ – ଆଶୁତୋଷ ମେହେର

ଅଧିକ ପଢ଼ନ୍ତୁ
ମନର ଫସଲ

ମନର ଫସଲ

ସେମାନଂକ ସବୁ ମିଛମିଶା କଥା ଶୁଣି ହସିବାର ସାହସ ପୋଷିଛିଁ ବୋଲି ସତ କହୁଥାଏଁ ହୁଏଁନାହିଢ଼ଁ କେବେ କର୍କଶ ଶୁଣି ସାରିଲେ ଶହେ ପଦ କଥା କହିଦିଏଁ ପଦେ ଅଧେ କିଏ ପାଇଥାଏ ଉତ୍ସାହ ତହିଁରୁ ଆଉ କାହାକୁ ତା ବାଧେ କରେଁନାହିଁ କେବେ ହିସାବ ତାର କଥା ଜାଣେନାହିଁ ଗଣି ଭାବନା ଫୁଟିଲେ ହୃଦୟ ଭିତରେ କହିଦିଏଁ ସେହି କ୍ଷଣି ମନର ଫସଲ ଯେତେ ବି ହୁଏ ଦିଏଁ ସବୁତକ ବାଂଟି ଆନଂଦିତ ହୋଇ ଶିଖିଲିଣି…

ଅଧିକ ପଢ଼ନ୍ତୁ
Pupul Bhuyan

ଅପେରା ମିସେସ୍ ଇଣ୍ଡିଆ ପୁପୁଲ ଭୂୟାଁଙ୍କ ସହ ଆଳାପ

ଆଜିର ଆଳାପରେ ଆମ ସହ ଯିଏ ଅଛନ୍ତି, ତାଙ୍କ ବିଷୟରେ କେବଳ ଏତିକି କହି ହେବ କି, ସେ ରଙ୍ଗୀନ ଦୁନିଆରେ ପ୍ରାୟ ସବୁକିଛି କରନ୍ତି । ଓଡ଼ିଆ କଥାଚିତ୍ର କି ଦୂରଦର୍ଶନ ଜଗତରେ ଏମିତି କିଛି କାମ ନାହିଁ ଯାହାକି ସେ କରିନାହାନ୍ତି । ସେ ଏକଧାରାରେ ଜଣେ ଉପସ୍ଥାପିକା, ମଡେଲ, ଅଭିନେତ୍ରୀ, ନର୍ତ୍ତକୀ । ଏଥିସହିତ ସେ ଧାରଣ କରିଛନ୍ତି ଗୌରବମୟ ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ୍‌ର ମୁକୁଟ । ସେ ଆଉ କେହି…

ଅଧିକ ପଢ଼ନ୍ତୁ
Astamaranga

ଅଷ୍ଟମରଙ୍ଗ

୧ – ବାପା ତମେ ଆଉ ଆଗ ଭଳି ବେଶୀ କାଇଁ ହଷ୍ଟେଲ ଆଡେ ଆସୁନା? – ଏଇ ଟିକେ କାମରେ ବ୍ୟସ୍ତ ରହି ଯାଇଥିଲି ତ ! – ଚାଲ ଲୁଚକାଳି ଖେଳିବା ସବୁଥର ଭଳି ! – ହଉ ! ମୁଁ ଆଖି ବୁଜୁଛି ତୁ ଲୁଚେ – ହେଇ ଗଣିବା ଆରମ୍ଭ କରିଲି ୧,୨,୩,୪…. – ବହୁତ ସମୟ ପରେ ଝିଅ ବାପାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଲା । – ବାପା…

ଅଧିକ ପଢ଼ନ୍ତୁ