ବୋଉ ନଥିବା ବେଳେ

ବୋଉ ନଥିବା ବେଳେ….

ବୋଉ ଯାଇଛି ମାଉସୀ ଘରକୁ ଘରଯାକ କାମ ମୋ ମୁଣ୍ଡକୁ, ପାଉଁଜି ବାଜି ଛାତ ଉଠୁଛି ପଡ଼ୁଛି ଦମଦମ ପାଦ ଚଟାଣ ଖସୁଛି, ଝାଳ ଲତପତ କେଶ ଅଲରା ଘରଟାକୁ ଆଜି ମୁଣ୍ଡେଇଛି ପରା, ଠା ଠା କରି ଆଠ ଠା ବାଲି ଘରଗୋଟା ପା’ ପହରି ମୁଁ ଥିଲି, କେଡ଼େ ନିଷ୍ଠାରେ ଦେଲି ଦିଅଁପାଣି ପୂର୍ବ ପୁରୁଷ କିନ୍ତୁ ପାଇଲେନି ପାଣି, ରୋଷେଇ ଘରେ ବାଜୁଥିଲା ଡିଜେ ବାସନକୁସନ କରୁଥିଲେ ବିଜେ, ଗାଳିଦେଲି ଭାତ, ବୋହିଗଲା…

ଅଧିକ ପଢ଼ନ୍ତୁ
ଜଣେ ସହୀଦଙ୍କ ଆତ୍ମାର କୋହ.....

ଜଣେ ସହୀଦଙ୍କ ଆତ୍ମାର କୋହ…..

(କାହାକୁ ଆକ୍ଷେପ କିମ୍ୱା କାହାର ସମ୍ନାନହାନୀ କରିବା ମୋର ଏହି ଲେଖାର ଉଦ୍ଦେଶ୍ଯ ନୁହେଁ । କେବଳ ଯାହା ହୃଦୟଙ୍ଗମ କରିଛି ସେଇ ସବୁ କଥା ଏଠାରେ ରଖିଛି ।) ଗତ ତା ୧୪/୦୨/୨୦୧୯ରିଖରେ ପାକିସ୍ତାନରେ ପରିଚାଳିତ ଜୈଶ୍-ଏ-ମହମ୍ମଦ ସଂଗଠନର ଆତଙ୍କି ଅତ୍ମଘାତୀ ଅକ୍ରମଣରେ ଜାମ୍ମୁକାଶ୍ମୀରର ପୁଲଓ୍ୱାମାଠାରେ ଭାରତ ମାଟିର ୪୪ ଜଣ ବୀର ପୁତ୍ର ପ୍ରାଣବଳୀ ଦେଇଥିଲେ । ସେଇ ଘଟଣାକୁ ଚିନ୍ତା କଲେ ମଧ୍ୟ ମନରେ କୋହ ଉଠୁଛି । ସାରା ଦେଶ କାନ୍ଦୁଛି,…

ଅଧିକ ପଢ଼ନ୍ତୁ
ସଙ୍କୁଚିତ

ସଙ୍କୁଚିତ

ଫୋନରେ ବୋଉ କହୁଥିଲା,”ମୁଁ ଭୁବନେଶ୍ୱର ଆସିବା ବର୍ଷେ ପାଖାପାଖି ହେଲାଣି । ତତେ ବେଳ ମିଳୁନି ମତେ ଥରେ ଆସି ଦେଖା କରିବା ପାଇଁ?” ସୁଧୀରକୁ ଟିକିଏ ଅଧୈର୍ଯ୍ୟ ଲାଗିଲା । କହିଲା, “ବୋଉ ତୁ ଜାଣିଛୁ କଳିଙ୍ଗ ବିହାରରୁ ଲିଙ୍ଗିପୁର କେତେ ବାଟ? ମୋ ସାଙ୍ଗରେ ତ ପ୍ରତି ଦଶ ପନ୍ଦର ଦିନରେ କଥା ହେଉଛୁ । ଭିଡିଓ କଲରେ ତ ତୁ ମତେ ଦେଖୁଛୁ, ମୁଁ ତତେ ଦେଖୁଛି ।” ତା’ କଥା ନ…

ଅଧିକ ପଢ଼ନ୍ତୁ
ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି

ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି

ସ୍ନିଗ୍ଧା ମହାନ୍ତିର ଶ୍ରାବଣୀ ବେଣୀର ମେଘର ବାସର ବସା ସେ ବେଣୀ ଝାଡ଼ିଲେ ଚାତକ ମୁଁ ମରେ ବଢ଼େ ହୃଦୟର ତୃଷା । ଏକ ଛତା ତଳେ ମୁଁ ଆଉ ସ୍ନିଗ୍ଧା ମହାନ୍ତିର ଦେହ ଶୀତୁଆ ପବନେ ତା’ ଭିଜା ଶାଢ଼ୀକାନି ଲୁଚାଇ ଦିଏ ମୋ ମୁହଁ । ସେ ଚାଲିଥାଏ ଆସ୍ତେ ପାଦ ରଖି ସରୁ ରାସ୍ତାର ଧାରେ ମୁଁ ତ ଚାଲୁଥାଏ ଦେହ ତାତି ରଖି ତା’ ଭିଜା ମୁହେଁ ଚାହାଣୀ ମୋ ଭିଡ଼…

ଅଧିକ ପଢ଼ନ୍ତୁ
ହେ ବନ୍ଧୁ

ହେ ବନ୍ଧୁ

ନୁହେଁ ମୁଁ ଅନନ୍ତ ନୁହେଁ ଯଶୋବନ୍ତ ନୁହେଁ ମୁଁ ଅଚ୍ୟୁତ ବଳରାମ ଦାସ ଜଗନ୍ନାଥ ଦାସ ପରି ସଖା ନୁହେଁ ତଥାପି ରହିଛି ମୋ ତୁମଠି ଭାବ । ସେ ଭାବକୁ ନେଇ କରୁଛି ଗୁହାରି ଭାବ ବିନୋଦିଆ ରଖ ମୋର ଅଳି ପଦ୍ମ ଚରଣରେ ତୁମ ସ୍ଥାନ ଦିଅ ପ୍ରଭୁ ବନ୍ଧୁ ତୁମ କରି ନିଅ । ବିଦୁରର ଶାଗ ଦାସିଆ ନଡ଼ିଆ ଭାବଥିଲା ବୋଲି ଲାଗିଲା ବଢ଼ିଆ ସୁଦାମାର ଖୁଦ ଆଉ ଶବରୀର କୋଳି…

ଅଧିକ ପଢ଼ନ୍ତୁ