Odia Story Nari (ନାରୀ) by Sunita Sethi

ନାରୀ

“ନାରୀ” ସ୍ରଷ୍ଟାଙ୍କର ଏକ ସୁନ୍ଦର ସୃଷ୍ଟି, ସେ ଅସାମାନ୍ୟା ସୁନ୍ଦରୀ । ଅନେକ ଚେହେରା ଲୁଚି ରହିଥାଏ ତା’ ମଧ୍ୟରେ । ଅନେକ ସମ୍ପର୍କରେ ସେ ବନ୍ଧା, ସମସ୍ତଙ୍କ ପ୍ରତି କିଛି ନା କିଛି କର୍ତ୍ତବ୍ୟ ଥାଏ ନାରୀର । ସେଥିପାଇଁ ତ ଅନେକ ଚରିତ୍ର ରହିଥାଏ ତା’ର । ସେ ହେଉଛି ସମ୍ପୂର୍ଣା, ସେ ହିଁ ଅନ୍ନପୂର୍ଣ୍ଣା, ଆଉ ସର୍ବୋପରି ସେ ହେଉଛି ମା’ । ଯେତେବେଳେ ଘରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନିଏ, କୁହାଯାଏ ଯେ ଘରକୁ ଲକ୍ଷ୍ମୀ ଆଗମନ…

ଅଧିକ ପଢ଼ନ୍ତୁ
Odia Poem Gale Se Chali (ଗଲେ ସେ ଚାଲି) by Nibedita Nayak

ଗଲେ ସେ ଚାଲି

ସରନ୍ତା ନି କି ଏ ରେଳ ଧାରଣା ଅଟକି ଯାଆନ୍ତା କି ଏ ସମୟ ପୂରଣ ହେଇଯାଆନ୍ତା ଭାବନା ପାଖେ ରହି ଯା’ନ୍ତେ ମୋ ଆପଣା ।୧। ହୁଏ କାଇଁ ଅଧୈର୍ଯ୍ୟ ମନ ମୋର ଲାଗୁଛି ବୋଧେ ତାକୁ ବହୁତ ଡର ଦୁଃଖ କି ତା’ଠୁ ଦୂରେଇ ଯିବାର ଭୀଷଣ କଷ୍ଟ କି ବିଚ୍ଛେଦ ହେବାର ।୨। ପ୍ରଥମ ଦେଖରେ କଳ୍ପନା ଯାହା ଥିଲା କେଜାଣି କେବେ ତାହା ବଦଳିଗଲା ଅବିଚ୍ଛେଦ୍ୟ ଅଂଶ ସେ ମୋ ଜୀବନର ସବୁ ଦୁଃଖ…

ଅଧିକ ପଢ଼ନ୍ତୁ
Odia Poem Alinganara Bele Bela Bayasa Heijae (ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ) by Sucharita Patra

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ ଶିଥିଳ ହୁଏ ଅଥିର ହୁଏ କେବେକେବେ ମୃଦୁ କିମ୍ବା ଟାଣ ଚାପରେ ମୋଡ଼ିମକଚି ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ଆଲିଙ୍ଗନରେ ତୃପ୍ତି ଅଭିମାନ ନିର୍ଭୟ ଶାନ୍ତି ଲାଗେ ହେଲେ ତା’ର ନିଶା ହୋଇଗଲେ ସୁସ୍ଥ ମଣିଷ ବି ରୋଗିଣା ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ତା’ର ଉଷ୍ଣ ଓ ଶୁଷ୍କତାରେ ଭାବନା ଜାଣିହୁଏ କିନ୍ତୁ ତା’ର ବି କ’ଣ ଗୋଟାଏ ମୁଖା ଥାଏ ନାଇଁ ନାଇଁ…

ଅଧିକ ପଢ଼ନ୍ତୁ
Odia Poem Panthei Jala (ପନ୍ଥେଇ ଜଳ) by Debasish Mohapatra

ପନ୍ଥେଇ ଜଳ

ଫଗୁଣର ଫଗୁ ସରି ଗଲା ପରେ, ଆସିଯାଏ ଚଇତିର ପନ୍ଥେଇ ଜଳ । ଦୂର ଆକାଶ ରୁ ଶୁଭାଯାଏ, ହୁଳହୁଳିର ଏକ ଅବିସ୍ମୟ ଝଙ୍କାର । ଚଇତିର ମଙ୍ଗଳବାର, ମଙ୍ଗଳାଙ୍କ ଅସୀମ ଅପାର ହୁଳହୁଳିରେ କମ୍ପୁଥାଏ ଅମ୍ବର । ସିଞ୍ଚିଲା ଜଳ, ପିଇଲା ତାଙ୍କ କୃପାର ଜଳ ଜୀବନ ପରିଧିରେ ପାଇଗଲା ସେ ତାଙ୍କ କରୁଣା ଅପାର । – ଦେବାଶିଷ ମହାପାତ୍ର

ଅଧିକ ପଢ଼ନ୍ତୁ
Odia Poem Pralobhana Baniku Sabadhan (ପ୍ରଲୋଭନ ବାଣୀକୁ ସାବଧାନ) by Alekh Meher

ପ୍ରଲୋଭନ ବାଣୀକୁ ସାବଧାନ

ଲପନରେ ହସ ମୁଖରେ ଗରଳ ଅନ୍ମେଷିବା କାଠିକର, ପୀୟୁସ ବିଚାରି ଭକ୍ଷଣ କରନ୍ତେ କଳେବର ଛାରଖାର । ନୀଚମନା ସଦା ସ୍ୱାର୍ଥ ସିଦ୍ଧ ପାଇଁ ଧରେ ସୁଦ୍ଧ ଯୋଗୀ ବେଶ, ନିର୍ଜନ ବେଳାରେ ହରି ନିଏ ମାନ ଯେସନେ ଲଙ୍କା ନରେଶ । ସୁଯୋଗ ଖୋଜଇ ସ୍ୱାର୍ଥର ବାଟୋଇ ପକାଇବ ନେଇ କୂପେ, ଜାଣିବା ବେଳକୁ ବିଯଦ ଘନେଇ ବରଷିବ ଆପେ ଆପେ । ମାନୀ ଦୁଃସାସନ ଦେଉଛନ୍ତି ଜ୍ଞାନ ଶକୁନି ସଙ୍ଗତେ ମିଳି, ସୁରା ମଧୁମୟ ହରି ନେବ ଭୟ…

ଅଧିକ ପଢ଼ନ୍ତୁ