ଆମେ ଆଧୁନିକ ମଣିଷ

ଆମେ ଆଧୁନିକ ମଣିଷ

ଆମେ ଆଧୁନିକ ମଣିଷ, ଏକ ବିଂଶ ଶତାବ୍ଦୀର, ଆମେ ଗଢ଼ିବାକୁ ସକ୍ଷମ, ଆମ ଭବିଷ୍ୟତ ନିଜର । ଆମେ ନହୁଁ କହା ଉପରେ ନିର୍ଭରଶୀଳ, ବ୍ୟସ୍ତ ଆମେ ସଦା, ନାହିଁ ଆମପାଶେ ବେଳ । ଆମେ ଦୁଇ ଆମର ଏକ, ପରିବାର ଆମ ଭାରି ଛୋଟ, ବାପାମାଆ ରହନ୍ତି ଗାଆଁରେ, ହୁଏନା ତାଙ୍କ ସହ ଭେଟ । ଗାଆଁରେ ରହିବାକୁ ଭଲଲାଗେ ନା ଆମକୁ, ଆମେ ଆପଣେଇ ନଉ ସହରି ସଭ୍ୟତାକୁ । ଆମେ ଭଲ ପାଉନା…

ଅଧିକ ପଢ଼ନ୍ତୁ
ମାୟା

ମାୟା

ଥିଲା ଏ ନିରୀହ ସ୍ରୋତର ସମ୍ମୋହିତ ସାହା, ଥିଲା ଏ ଅଜ୍ଞାତ ସଂଭ୍ରମ ଅବିରତ ରାହା । ନ ଥିଲା କୁଶଭଦ୍ରା କୂଳେ ଦ୍ବିତୀୟ କିରଣ, ନିୟତି କୁଢ଼ାଇ ଦେଲା ବିଧୁରା ମରମ । ଅଦିନ କାଦମ୍ବିନୀରେ କଇଁସାରି ଲତା, ରସାଣ ସଲିଳେ କଳି କୁମୁଦର କଥା । ପ୍ରଦୋଷରେ ନୀଳୋତ୍ପଳ ବାରୁଣୀ ପୟରେ, ରମା ମୁଖେ ଲାବଣ୍ୟ ସେ ବିଲୋଳ ଅମ୍ବରେ ।। କଳେବର ସୈାରଭ ସେ ପ୍ରକୃତିର ବ୍ୟାଜ, ଶିଥିଳକୃତ ସ୍ନିଗ୍ଧ ଏ ସୁରପୁର…

ଅଧିକ ପଢ଼ନ୍ତୁ
ସ୍ବାଧୀନ୍‌ ପାଠକ୍‌

ସ୍ବାଧୀନ୍‌ ପାଠକ୍‌

କେଭେଁ କେନ୍‌ତା ଘିନା ହଉଥିସି ହଜାର୍‌ ହଜାର୍‌ ବହି କେନ୍‌ ଗୁଟେ ଠାନେ ବଂଧା ହେଇ ଥିସନ୍‌ ସବୁ ରହି ମନ୍‌ ଥିଲେ ବି ପାଠକ୍‌ ଜନେ ଗୁଟେ ବି ନାଇଁପାଇ ପାଠାଗାର୍‌ନୁ ଫିରିଆଏସି ବଡ଼ା ଦୁଖ୍‌ମନା ହେଇ କାଁକରି ବଏଲେ ବୁଦ୍ଧିଆଲ୍‌ମାନେ ବହି ସବୁ ଥିସନ୍‌ ବାଛି ଜନେ ବି ନାଇଁ ଯାହାର୍‌ ମନେ ଥିସି ବହିପଢା ରୁଚି ଇନ୍‌ତା ଢଂଗେ ବହି ଘିନାହେଲେ ନାଇଁମିଲେ ଉପ୍‌କାର୍‌ ସ୍ବାଧୀନ୍‌ ପାଠକ୍‌ ନାଇଁ ପାଇପାରେ ବହିପଢା ଅଧିକାର୍‌…

ଅଧିକ ପଢ଼ନ୍ତୁ
ସ୍ବାଧୀନ ପାଠକ

ସ୍ବାଧୀନ ପାଠକ

କେବେ କେମିତି କିଣା ହୋଇଥାଏ ହଜାର ହଜାର ବହି କେଜାଣେ କେଉଁଠି ବଂଧାହୋଇ ଥାଆଂତି ସବୁ ରହି ମନ ଥିଲେ ବି ପାଠକ ଜଣେ ଗୋଟିଏ ବି ପାଏନାହିଁ ପାଠାଗାର୍‌ରୁ ଫେରି ଆସିଥାଏ ଖୁବ୍ ଦୁଃଖମନା ହୋଇ କାହିଁକି ନା ସବୁ ବୁଦ୍ଧିଆଳଗଣ ବହି ଥାଆଂତି ବାଛି ଜଣେ ବି ନାହିଢ଼ଁ ଯାହାର୍‌ ମନେ ଥାଏ ବହିପଢା ରୁଚି ଏହି ଢଂଗରେ ବହି କିଣାହେଲେ ମିଳେନାହିଁ ଉପକାର ସ୍ବାଧୀନ ପାଠକ ପାଇପାରେ ନାହିଢ଼ଁ ବହିପଢା ଅଧିକାର ବ୍ୟକ୍ତି…

ଅଧିକ ପଢ଼ନ୍ତୁ
ଅଧା ପାଗଳର କମାଲ୍ କଥା

ଅଧା ପାଗଳର କମାଲ୍ କଥା

ଏଇ ଦିନ ୧୧ଟା ପାଖା ପାଖି ହେବ । ଅଧା ପାଗଳଟା ହଠାତ୍ ଆମ ଘର ଭିତରକୁ ପଶିଆସି ନମସ୍କାରଟେ ଫୋପାଡ଼ି ଦେଇ ଫାଙ୍କା ଥିବା ଗୋଟେ ଚେୟାର୍‌ରେ ବସିପଡ଼ିଲା । ମୁଁ ପଚାରିଲି, “କ’ଣ ଆଉ ସବୁ ଭଲ ତ?” ଉତ୍ତରରେ ସେ କହିଲା, “ହଁ ସାର୍ ସବୁ ଭଲ । ଏମିତି ଟିକେ ଆପଣଙ୍କୁ ଦେଖା କରିବାକୁ ଆସିଲି ।” ପାଖରେ ଆଉ ଗୋଟେ ଚେୟାରରେ ମୋ ବୋଉ ବସିଥାଏ । ଶୀତ ଦିନ…

ଅଧିକ ପଢ଼ନ୍ତୁ