Surgical Strike on Indian Economy (ଭାରତୀୟ ଅର୍ଥନିତୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍)

ଭାରତୀୟ ଅର୍ଥନିତୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍

କ’ଣ ବାସ୍ତବରେ ଭାରତର ୨୦୨୪ ସୁଦ୍ଧା ୫ ଟ୍ରିଲିଅନ ଡଲାର ଅର୍ଥନିତୀର ସ୍ୱପ୍ନ ସାକାର ହେବ? ପ୍ରଧାନମନ୍ତ୍ରୀଙ୍କର ଏହି ସ୍ୱପ୍ନକୁ ପୂରଣ କରିବାକୁ ହେଲେ ଭାରତକୁ ଶତକଡ଼ା ୮ରୁ ୯ ପ୍ରତିଶତ ହାରରେ ଅଭିବୃଦ୍ଧି କରିବାକୁ ହେବ । କ’ଣ ଏହା ସମ୍ଭବ? ୫ ବର୍ଷରେ ୫ ଟ୍ରିଲିଅନ ଅର୍ଥନିତୀ ଅର୍ଥନିତୀଜ୍ଞଙ୍କ ମତରେ ପ୍ରାୟତଃ ଅସମ୍ଭବ । ସଂପ୍ରତି ଭାରତରେ ଅର୍ଥନିତୀ ୨.୮ ଟ୍ରିଲିଅନ ଡଲାରରେ ପହଞ୍ଚିଛି । ୧.୮ ରୁ ୨.୮ ଟ୍ରିଲିଅନ ପହଞ୍ଚିବାକୁ ଭାରତକୁ…

ଅଧିକ ପଢ଼ନ୍ତୁ
Odia Poem on Winter - Ragarasia Sita by Pallavi Pujapanda

ରଗସଗିଆ ଶୀତ

ଗାଁ ବାସନା ନିକା ପାଇନି ମୁଁ ତ କ୍ବାଟର୍ ଘର ଝିଅ, ତୁଠ ଗାଧୁଆ, ମାଇପି ଗପ ଗାଁ ଦାଣ୍ଡେ ଚାଲି ଧପଧପ, କଟା, ବେଙ୍ଗଳା, ସିଝା ଧାନ ଧାଇଁବି ଖଳାଠୁ ଘର ଘନଘନ, ମାଟି ଗୋବରେ ଲିପିବି ଘର ଝୋଟି ପକେଇବି ଝଟଝଟ, ଗ୍ରାମଦେବତୀଙ୍କି ଟେକିବି ସଞ୍ଜ ଗୁହାରି କରିବି ତନତନ, ପରା କାଠଚୁଲ୍ଲୀ ପିଣ୍ଡାରେ ଥିବ ଚକୁଳି ଗଢ଼ିବି ଚଟଚଟ, ବାଡ଼ି କଖାରୁ ନାଉ ଶାଗ ଦେଖି ମନ ମୋର ରଗସଗ, ଶେଷ ମାଗୁଣି…

ଅଧିକ ପଢ଼ନ୍ତୁ
Hyderabad Police

ହାଇଦ୍ରାବାଦ ପୋଲିସ

ଦୁଷ୍କର୍ମୀତୁମେ ଧର୍ଷଣକାରୀ ଏନ୍‌କାଉଣ୍ଟରରେ ମଲ, କ୍ଷାନ୍ତ ହୋଇଛି, ଶାନ୍ତ ହୋଇଛି ପ୍ରିୟଙ୍କାର ନିଆଁ ଝୁଲ । ପରାକ୍ରମୀ ପୁଣି ସଂଗ୍ରାମୀ ତୁମେ ହାଇଦ୍ରାବାଦ ପୋଲିସି, ଦଶଟି ଦିନରେ ପାପୀର ପାପାତ୍ମା ଯମ ପୁରେ ଦେଲ ପେଶି । ଭାରତ ମାତାର ଯୋଗ୍ୟ ସନ୍ତାନ ନାରୀ ସ୍ୱାଭିମାନ ପାଇଁ, ନୂଆ ଇତିହାସ ରଚିଲ ମାଟିରେ କଳଙ୍କ କାଳିମା ଧୋଇ । ଜାତୀୟ ପତାକା ତ୍ରିରଙ୍ଗା ଆମର ସର୍ବଧର୍ମ ପରିଚୟ, ନିଃସ୍ୱାର୍ଥପରତା ପୁଲିସି ଧର୍ମର ହୋଇଥାଏ ପରିଚୟ । ଚଉଦିଗ…

ଅଧିକ ପଢ଼ନ୍ତୁ
Odia Poem - Tuma Pain Pade

ତୁମ ପାଇଁ ପଦେ କବିତା

ଚଞ୍ଚଳ ମନା ଆଲୋ ସୁଲୋଚନା କରିଛୁ ହୃଦୟେ ଘର ତୁ ଇନ୍ଦୁମତୀ ମୁଁ ତୋର କନକ କେମିତି ହେବି ଲୋ ଦୂର ।। କହିଲେ କହୁ ଲୋ ଏ ସାରା ଜଗତ ଦେଇ ଯେତେ ଅପବାଦ ଜନ୍ମଜନ୍ମ ପାଇଁ ତୋ ହାତ ମୁଁ ଧରିଛି ସହିବି ସବୁରି କ୍ରୋଧ ।। ଶିଶିର ବେଳର ତୁ ମୋ ସଜନୀ ପାହାନ୍ତି କାକର ଟୋପା ତୋ ବିନା ଗ୍ରୀସମେ ସିଜିବି ଏମିତି ବାରି ବିନେ ଯେହ୍ନେ ଧରା ।। କାନନ…

ଅଧିକ ପଢ଼ନ୍ତୁ