udasinatara-chhai

ଉଦାସିନତାର ଛାଇ

ବିଶ୍ୱ ସାରା ଅଜଣା… ଆତଙ୍କର ଭୟ… ସଭିଏଁ ବ୍ୟସ୍ତ, ସଭିଏଁ… ଅଧୀର, ଅଥୟ !! ଶୂନଶାନ ସଡ଼କ, ଶାନ୍ତ ସ୍ନିଗ୍ଧ ଜନପଦ… ନା ଶୁଭେ କଳରବ, ନା ଗାଡ଼ିର ଶବଦ !! ବସି ବସି ବ୍ୟସ୍ତ ଲାଗେ.. ମନରେ ବିଷାଦ… ଭାବି ଭାବି କାଲି କଥା, ବଢ଼ାଇ ପ୍ରମାଦ !! ମୁକ୍ତ ନଭ ଘର ଯାର, ସେ ମୁକ୍ତ ବିହଙ୍ଗ… ଆଜି ସେ ବନ୍ଦୀନି, ନିଜ ନିଡେ଼ କାରାରୁଦ୍ଧ !! ଆକାଂକ୍ଷାର ଆକାଶରେ, ଉଦାସର ଛାଇ… ମନ…

ଅଧିକ ପଢ଼ନ୍ତୁ
Download Now 13th Edition of Shubhapallaba

୧୩ଶ ସଂସ୍କରଣ

୨୦୨୦ ମସିହାର ଅପ୍ରେଲ ମାସରେ ଶୁଭପଲ୍ଲବର ୧୩ଶ ସଂସ୍କରଣ ପ୍ରକାଶ ପାଇଥିଲା । ୬୨ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୯ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Lock-Down

ଲକ ଡାଉନ

ସାରା ଦେଶରେ ଲକ ଡାଉନ ଘୋଷଣା ହେବ ପରେ । ଦିନ ସାରା ଘରେ ବସି ସନ୍ଧ୍ୟାରେ ଜରୁରୀ କାମ ପାଇଁ ଗାଆଁ ଛକକୁ ଯାଇ ଦେଖିଲି, କାଲି ଯେଉଁ ଛକ ଜନଗହଳିରେ ଲୋକରଣ୍ୟ ଥିଲା ଆଜି ନିଶବ୍ଦ ସୁନଶାନ । ଭଙ୍ଗା ଚାଳିଆରେ ବରା ଛାଣି ନିଜ ଗୁଜୁରାଣ ମେଣ୍ଟାଉ ଥିବା ବୁଢ଼ୀ ମାଉସୀ ଚିନ୍ତାମଗ୍ନ ଋଷି ପରି କପାଳରେ ହାତ ଦେଇ ବସିଛି । ସତେ ଯେମିତି ତା’ ମୁଣ୍ଡରେ ଚିନ୍ତାର ଚଡ଼କ ।…

ଅଧିକ ପଢ଼ନ୍ତୁ
Manara Manaku

ମନର ମନକୁ

ମନର ଲୋକକୁ ମନରେ ରଖିବୁ ମନର ମନକୁ ନେଇ । ମନ ଭାଙ୍ଗିବୁନି କଚଟି ପରି ତୁ ଅଗଢ଼ା ରହିଯିବି ମୁହିଁ । ଦୂରେ ଯିବୁ ଯଦି କହିବୁନି ମତେ ଭଲ ପାଉନଥିଲୁ ବୋଲି । ଦୂରେ ଯେତେ ଯା ଦୂରକୁ ଯାଉଥା କହିବୁନି ସମ୍ପର୍କ ନଥିଲା ବୋଲି । ତୁମେ ମତେ ଭୁଲି ଯାଉ ମତେ ଦୁଖ ନାହିଁ ଯଉଦିନ ଭୁଲିଯିବି ମୁଁ ତୁମକୁ ଦୁନିଆରେ ଆଉ ମୁଁ ନାହିଁ – ପ୍ରଦୀପ କୁମାର ରଣା

ଅଧିକ ପଢ଼ନ୍ତୁ
ସାଙ୍ଗ ହେବ ତ ଏମିତି

ସାଙ୍ଗ ହେବ ତ ଏମିତି

୧୦ ବର୍ଷ ତଳର କଥା ସେତେବେଳେ ୮ ବର୍ଷର ଗୋଟେ ଗରିବ ପିଲାଟିଏ । ରାସ୍ତାରୁ କିଛି ପ୍ଲାଷ୍ଟିକ୍ ଗୋଟେଇ ତା’ ମାଲିକକୁ ଦିଏ ଆଉ ମାଲିକ ଯାହା ପଇସା ଦିଏ ତା’ ପେଟ ପୋଷେ ।ହେଲେ ସେଦିନ ସେ ପିଲାଟି କିଛି ପ୍ଲାଷ୍ଟିକ ପାଇଲା ନାହିଁ ଆଉ ମାଲିକ ତାକୁ କିଛି ପଇସା ବି ଦେଲାନି । ଛୋଟ ପିଲାଟା ଭୋକରେ ଆଉଟୁ ପାଉଟୁ ହେଉଥାଏ… ସେ ଗୋଟେ ଜଳଖିଆ ଦୋକାନକୁ ଯାଇ କହିଲା ବାବୁ…

ଅଧିକ ପଢ଼ନ୍ତୁ