krushnachandra-gajapati

ପୁରୁଷ ସିଂହ: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ସେଦିନ ଜମିଦାରୀର ଅନ୍ୟ ଏକ ଭାଗ ପୁରୀ ଜିଲ୍ଲା ଡେଲାଙ୍ଗରେ ଦିବଙ୍ଗତ ମହାନାୟକ ବିଜୁ ବାବୁଙ୍କ ପିତା ଦିୱାନ ଲକ୍ଷ୍ମୀନରାୟଣ ପଟ୍ଟନାୟକ ସହ ଉପସ୍ଥିତ ହୋଇଗଲେ ମହାରାଜ । କାରଣ, ଜାତିର ପିତାଙ୍କ ଆଗମନ ହୋଇଥାଏ, ଗାନ୍ଧିଜୀ ଉକ୍ତ ଦିନ ଦିନିକିଆ ମୌନ ବ୍ରତରେ ଥାଆନ୍ତି । କିଛି ଉପହାର ସହ ଭେଟିବାକୁ ଯାଇ, ମହାରାଜ ଗୋଟିଏ ପ୍ରଶ୍ନ କରିଲେ, “ଆପଣ ମୋ ରାଜ୍ୟକୁ ବୁଲିଆସିଥିଲେ ଏହା କିପରି ଲାଗିଲା?” ଏକ ଛୋଟିଆ କାଗଜରେ ପେନ ସିଲରେ…

ଅଧିକ ପଢ଼ନ୍ତୁ
rajadhanira-anubhuti

ରାଜଧାନୀର ଅନୁଭୂତି

ବଣ ପାହାଡ଼, ନଦୀଝରଣା, ପୋଖରୀ ତୋଟା ପରିବେଷ୍ଟିତ ଏକ ଛୋଟିଆ ଗ୍ରାମ କୁନ୍ଦନପୁର । ସବୁ ସମ୍ପ୍ରଦାୟର ଲୋକ, ଯେପରି ଆମ ଭାରତବର୍ଷ ସେଭଳି ଏ ଗାଁରେ ବିଭିନ୍ନ ଧର୍ମ ଓ ବିଭିନ୍ନ ଭାଷାଭାଷୀ ଲୋକ ବସବାସ କରନ୍ତି । ଏହି ଗାଆଁର ନୈସର୍ଗିକ ଶୋଭା ପରିକଳ୍ପନାତୀତ । ସତେ ଯେମିତି ଇଶ୍ୱର ଏକ ଛୋଟିଆ ସ୍ୱର୍ଗ ନିର୍ମାଣ କାର୍ଯ୍ୟରେ ଆସି, ଏ ଗାଆଁକୁ ଗଢ଼ି ଚାଲିଯାଇଛନ୍ତି । ବଣ ଜଙ୍ଗଲର ଆଢ଼ୁଆଳରେ କିମ୍ୱଦନ୍ତୀ ମାଳାରେ ଭୂଷିତା…

ଅଧିକ ପଢ଼ନ୍ତୁ
corona-purana

କରୋନା ପୁରାଣ

କହୁଛି କରୋନା ପୁରାଣ ସଭିଏଁ ମନ ଦେଇ ଶୁଣ ॥ (୧) ଅଜବ ରୋଗ ଏ କରୋନା ଉତ୍ପତ୍ତି ସ୍ଥଳ ତା’ ଚାଇନା ॥ (୨) ସାରା ବିଶ୍ୱକୁ ଗ୍ରାସ କରି ଲୋକଙ୍କୁ ଦେଉଅଛି ମାରି ॥ (୩) ମିଳୁନି ତାହାର ଔଷଧ ଉପାୟ ଏକା ପ୍ରତିରୋଧ ॥ (୪) ମାସ୍କ ଯେ ପିନ୍ଧିବ ମୁହଁରେ ହାତକୁ ଧୁଅ ସାବୁନରେ ॥ (୫) ସତର୍କ ସଦା ଯେ ରହିବ ଦୂରତା ବଜାଇ ରଖିବ ॥ (୬) ସରକାରଙ୍କ…

ଅଧିକ ପଢ଼ନ୍ତୁ
odisha-kete-dura

ଓଡ଼ିଶା କେତେ ଦୂର?

ଆଜି ମୁଁ ଯଥାର୍ଥରେ ନିସ୍ଵ, ଯଥାର୍ଥରେ ସର୍ବହରା । ସବୁ କିଛି ଚାଲିଯାଇଛି କ୍ରୁର ନଈ ବଢ଼ିର ପ୍ରଖର ସୁଅ ଭଳି କିନ୍ତୁ ଗୋଟେ ଭଙ୍ଗା ବୃକ୍ଷ ସାହାରା ନେଇ ଜୀବନ ବଞ୍ଚିଗଲା ପରି ଏବେ କ୍ଷୁଧାର ତାଡ଼ନା ଯାଇନାହିଁ । ସବୁଥିରେ ଭିକାରୀ ସାଜିଥିବା ମଣିଷର ଆଜି ଗୋଟିଏ ସମ୍ବଳ, ତାହା ହେଉଛି ଏ ପେଟର ଭୋକ । ଏଇ ପେଟ ଚାଖଣ୍ଡକ ପାଇଁ ମଣିଷ ଚାଲି ଆସିଥିଲା ନିଜ ମାଆ, ମାତୃଭୂମି, ସମ୍ପର୍କକୁ ଛାଡ଼ି…

ଅଧିକ ପଢ଼ନ୍ତୁ
suna-ahe-bhabagrahi

ଶୁଣ ଆହେ ଭାବଗ୍ରାହୀ

କାଳିଆରେ ତତେ ଲାଗୁନି କି ଏକା ଭକତ ଶୁନ୍ୟ ଶ୍ରୀମନ୍ଦିର କି ଭିଆଁଣ କଲୁ ଗ୍ରାସୁଛି ସଭିଙ୍କୁ ଆତଙ୍କ କରୋନାର ।।୧।। ତୁ ସିନା ମହାପ୍ରଭୁ ଚଉଦ ଦିନ ରହିପାରୁ ଅଣସରେ କାହିଁଥିଲା ଏହି ଅଦିନିଆ ରୋଗ ପଡ଼ୁଛି ମଣିଷ ଉପରେ ।।୨।। ସବୁ ତୁ ଦେଖୁଛୁ ମଉନେ ରହିଛୁ ଆହେ ପ୍ରଭୁ ଚକାଆଖି ଭକତର ଦୁଃଖ ହରି ନେ ନାଥ କାନ୍ଦି କାନ୍ଦି ଯାଏ ଥକି ।।୩।। ପତିତ ଉଦ୍ଧାର ପାଇଁ ତୋ ଜନମ ଆହେ…

ଅଧିକ ପଢ଼ନ୍ତୁ