balye-ta-bhul

ବାଲ୍ୟେ ତା’ ଭୁଲ

ହଁ, ଏହାହିଁ ଭୁଲ… ଜନନୀ ଗର୍ଭେ ଶଶିକଳା, ନାଭି ମୁଣ୍ଡାରେ ଧରି କଳା, ଆଈ ମା’ର ନିଆଁ ପୁଳା, ସବୁ ପାଶୋରି ଆସେ ଧଳା, କ’ଣ? ଏଇଟା ଭୁଲ ।…(୧) ସୁଖ ନିଦ୍ରାରେ ଥାଏ ନୟନ, ନଥାଏ ତା’ପାଖେ କକ୍ଷ ଶୟନ, ଜନନୀ ଅନ୍ତ ହିଁ ସ୍ୱର୍ଗ ଆସନ, କ’ଣ? ଏଇଟା ଭୁଲ ।…(୨) ଅନ୍ତ ଚିରି ସେ କରେ ଗମନ, ଛୁଇଁ ମାତୃଭୂମି କରେ କ୍ରନ୍ଦନ, ଚକ୍ଷୁ ଖୋଲି ସେ ଦେଖେ ଗଗନ, ଜାଣେ ନାହିଁ ସେ, କ’ଣ…

ଅଧିକ ପଢ଼ନ୍ତୁ
CMO Acknowledges Shubhapallaba

ଶୁଭପଲ୍ଲବର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ପ୍ରଶଂସା

ଶୁଭପଲ୍ଲବ (୨ ଜୁଲାଇ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବ ରଥଯାତ୍ରା ସଂସ୍କରଣରେ ଅନେକଗୁଡ଼ିଏ ଜଗନ୍ନାଥ ଏବଂ ରଥଯାତ୍ରା ସମ୍ବନ୍ଧୀୟ ଫଟୋ ବ୍ୟବହାର କରିଛି, ଯେଉଁଥିରୁ ଅଧିକାଂଶ ଫଟୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲ୍‌ରୁ ନିଆଯାଇଥିଲା । କାରଣ, ଏହି ଦୁଇଟି ହ୍ୟାଣ୍ଡେଲ୍ ସମେତ କିଛି ସରକାରୀ ହ୍ୟାଣ୍ଡେଲ୍ କପିରାଇଟ୍ ଆକ୍ଟ ବାହାରେ ରହିଛି, ଯାହା ଫଳରେ ଏହାକୁ ସାଧାରଣ ଲୋକେ ବ୍ୟବହାର କରିପାରିବେ । ଏହି ବିଷୟରେ ଶୁଭପଲ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଏହି…

ଅଧିକ ପଢ଼ନ୍ତୁ
Download Now 16th Edition of Shubhapallaba

୧୬ଶ ସଂସ୍କରଣ

୨୦୨୦ ମସିହାର ଜୁଲାଇ ମାସରେ ଶୁଭପଲ୍ଲବର ୧୬ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୯ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୧ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Abaloki Tate

ଅବଲୋକି ତୋତେ…

ସୁରାରଙ୍ଗି ଓଠି କୋକିଳ କଣ୍ଠି ଗୋ ସରୋଜ ଉରଜି ବାଳା ମଦନ ଶରେ ଯା’ ପରାହତ ତୋର ଏ ଛାର କିଙ୍କର ବେଳା, ଘନ ଜଘନି ହେ ସୁଡୋଳ ନିତମ୍ବି ଆଜ କି ! ବିଚିତ୍ର ଶୋଷ ଦେଖି ଉଡ଼େ ହୋସ- ଅବଶେ ବିବଶ ବକ୍ଷେ – ଲକ୍ଷି ମଧୁବାସ, ଢଳି-ଢାଳି-ତୋଳି ଅଙ୍କେ-ବାଙ୍କେ-ରଙ୍କେ ନ ଭାବ ଛାରେ କାମୁକ ଘନ-ଜଘନ-ସ୍ତନ-ଭାର-ଭରେ କଣ୍ଠେ ତୃଷ୍ଣା ଅହେତୁକ, ସୁମୁଖୀ ବିମୁଖ ହେଲେ କେ ହରିବ ବିରହୀ ବିରହ ଦୁଃଖ କେ ପଢ଼ିବ…

ଅଧିକ ପଢ଼ନ୍ତୁ
Apeksha

ଅପେକ୍ଷା

କେବେ ତୁ ଆସିବୁ ମୋ ପାଖକୁ ଧାଇଁ ଅନେଇ ବସିଛି ମୁହିଁ ସେ ଅଭୁଲା ହସ ସେ ଅଭୁଲା ବେଶ ମନେ ପଡ଼େ ନୀତି ରାତି । କଥା ଦେଇଥିଲି କଥା ଦେଉଅଛି ପର କରିବିନି କେବେ ସାରା ଜୀବନ ମୁଁ ତୋ ସାଥେ ଚାଲିବି କଣ୍ଟା ଅବା ଫୁଲ ବାଟେ । କିପରି ବଞ୍ଚିବି ତୋ’ଠାରୁ ଦୂରେଇ କେମିତି ଭାବୁ ସେ କଥା ମୋ ହୃଦୟ ଝୁରେ ପ୍ରତିକ୍ଷେଣେ ତୋତେ କିପରି କହିବି ବ୍ୟଥା । ଏ ସାରା ପୃଥିବୀ…

ଅଧିକ ପଢ଼ନ୍ତୁ