Mahendranath Gupta

ମନେପଡ଼ନ୍ତି: ‘ରାମକୃଷ୍ଣ କଥାମୃତ’ର ରଚୟିତା- ମହେନ୍ଦ୍ରନାଥ ଗୁପ୍ତ

ରାମକୃଷ୍ଣ ପରମହଂସଙ୍କ ପ୍ରମୁଖ ଶିଷ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ରନାଥ ଗୁପ୍ତ ଅନ୍ୟତମ । ସେ ‘ମ’ ତଥା ‘ମାଷ୍ଟର‌୍‌ ମହାଶୟ’ ଭାବେ ପ୍ରସିଦ୍ଧ ଥିଲେ । ମହେନ୍ଦ୍ରନାଥଙ୍କର ସବୁଠାରୁ ଉଲ୍ଲେଖନୀୟ ଅବଦାନ ହେଉଛି ‘ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ’ର ରଚନା । ସେ ବାଂଲା ଭାଷାରେ ‘ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ’ ରଚନା କରିଥିଲେ, ଯାହା ପରେ ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକ-ପ୍ରିୟତା ହାସଲ କରିଥିଲା । ୧୪ ଜୁଲାଇ ୧୮୫୪ରେ କଲକାତାର ଏକ ବୈଦ୍ୟ-ବ୍ରାହ୍ମଣ ପରିବାରରେ ମହେନ୍ଦ୍ରନାଥ ଜନ୍ମ ହୋଇଥିଲେ । ୧୮୭୪ରେ…

ଅଧିକ ପଢ଼ନ୍ତୁ
atmahatya-eka-mahapapa

ଆତ୍ମହତ୍ୟା ଏକ ମହାପାପ

ଅନେକ ଲୋକ ଜୀବନସାରା ଗୋଟିଏ ସମୟରେ ଉଦାସ ହୁଅନ୍ତି । ଏହା ପରିବାରର ସଦ୍ୟସଙ୍କ ମୃତ୍ୟୁ, ପରିବେଶ ଚାପ କିମ୍ବା ମାନସିକ ଅସୁସ୍ଥତା ହେତୁ ହେଉ । ଉଦାସୀନତାର ଭାବନାରେ ମାନସିକ ଅସୁସ୍ଥତା କିମ୍ବା ଜୀବନ ପରିସ୍ଥିତିରେ କଷ୍ଟସାଧ୍ୟ ହୋଇପାରେ । ଏହିସବୁ କାରଣ ବଶତଃ, ଭାବ ପ୍ରବଣତାର ଗଭୀରତାରୁ ରକ୍ଷା ପାଇବା ପାଇଁ “ଆତ୍ମହତ୍ୟା”କୁ ଏକ ବିକଳ୍ପ ଭାବରେ ବିବେଚନା କରନ୍ତି । ଯଦି ତମେ କାହାକୁ ପ୍ରକୃତରେ ଭଲ ପାଉଥାଅ ତେବେ ଏହା କୁହ ନାହିଁ ଯେ “ତୁମ ପାଇଁ…

ଅଧିକ ପଢ଼ନ୍ତୁ
dwitiya-maa

ଦ୍ୱିତୀୟ ମାଆ

“ଦ୍ୱିତୀୟ” ଏକ ସାଧାରଣ ଶବ୍ଦ ଯାହାର ଅର୍ଥ ପ୍ରଥମର ପରବର୍ତ୍ତୀ ସଂଖ୍ୟା । କିନ୍ତୁ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ଦ୍ୱିତୀୟ ସ୍ଥାନ ଅଧିକାର କଲେ ତା’ ଆପଣାର ଲୋକ ଖୁସି ଉପରେ ଉପରେ ଖୁସି ହେଉଥିଲେ ହେଁ ଗୋଟିଏ ପ୍ରଶ୍ନ ମନରେ ଥାଏ ସବୁବେଳେ, “ପ୍ରଥମ କିଏ?” ସେହିପରି କିଛି ସମ୍ପର୍କର ସମ୍ମୁଖରେ ଦ୍ୱିତୀୟ ଲାଗିଲେ ତାକୁ ଗ୍ରହଣ କରାଯାଏ, ହେଲେ ଅନେକ ଗୁଡ଼ିଏ ପ୍ରଶ୍ନ ସହ । ଦ୍ୱିତୀୟ ସମ୍ପର୍କକୁ ଅନେକ ନାମରେ ନାମିତ କରାଯାଏ । ଯେପରି “ଦ୍ୱିତୀୟ…

ଅଧିକ ପଢ଼ନ୍ତୁ
1st Odia actor in Dual Role Narendra Mohanty

ମନେପଡ଼ନ୍ତି: ଦ୍ୱୈତ ଭୂମିକାରେ ପ୍ରଥମ ଓଡ଼ିଆ- ନରେନ୍ଦ୍ର

୧୯୧୭ରେ ମୁକ୍ତିଲାଭ କରିଥିଲା ‘ଲଙ୍କା ଦହନ’ । ଫିଲ୍ମଟି ନିର୍ବାକ ଚଳଚ୍ଚିତ୍ର ତାଲିକା ଅନ୍ତର୍ଭୁକ୍ତ । ଏହି ଫିଲ୍ମ ସଂପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି, ଏଥିରେ ଭାରତୀୟ ସିନେମା ଇତିହାସରେ ପ୍ରଥମ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ ଅନ୍ନା ସାଲୁଙ୍କେ । ସେ ଉଭୟ ରାମ ଓ ସୀତା ଭୂମିକାରେ ଅଭିନୟ କରି ସେହି କାଳର ଦର୍ଶକଙ୍କୁ ଚମତ୍କୃତ କରିଥିଲେ । ଏବେ ଜାଣନ୍ତୁ ଓଡ଼ିଆ ସିନେମାରେ ପ୍ରଥମ ଥର ଦ୍ୱୈତ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କଳାକାରଙ୍କୁ । ସେ…

ଅଧିକ ପଢ଼ନ୍ତୁ
Dada JP Vaswani

ମନେପଡ଼ନ୍ତି: ଦାଦା ଜେ.ପି. ୱାସୱାନୀ

୨ ଅଗଷ୍ଟ୍‌ ୧୯୧୮ରେ ସିନ୍ଧ ଅନ୍ତର୍ଗତ ହୈଦରାବାଦ(ଏବେ ପାକିସ୍ତାନରେ)ରେ ଜନ୍ମ ହୋଇଥିଲେ, ପୁଣେସ୍ଥିତ ‘ସାଧୁ ୱାସୱାନୀ ମିସନ୍‌’(ଏହି ସଂସ୍ଥା ସ୍ଥାପନ କରିଥିଲେ- ସାଧୁ ଥାଁୱରଦାସ ଲୀଲାରାମ ୱାସୱାନୀ; ସେ ଦାଦା ୱାସୱାନୀଙ୍କ ଗୁରୁ)ର ପୂର୍ବତନ ଆଧ୍ୟାତ୍ମିକ ମୁଖ୍ୟ- ଦାଦା ଜଶନ ପହଲାଜ ରାୟ ୱାସୱାନୀ । ଦାଦା ୱାସୱାନୀ ଜଣେ ଆଧ୍ୟାତ୍ମିକ ଗୁରୁ; ତେବେ, କୌଣସି ଧାର୍ମିକ ଗୋଷ୍ଠୀ ବା ସଂପ୍ରଦାୟର ସ୍ଥାପକ ନ ଥିଲେ । ସେ ଆଧ୍ୟାତ୍ମିକ ଉପଦେଶ ଦେବା ସହ ଶାକାହାର ଓ ଜୀବଦୟା ଆଦର୍ଶର…

ଅଧିକ ପଢ଼ନ୍ତୁ