Tu- Odia Poem

ତୁ

ପହିଲି ବର୍ଷାରେ କାଦୁଆ ବିଲରେ ଧାନ ରୂଆଟିଏ ମୁଁ ମୋ କଅଁଳ କାଣ୍ଡକୁ ଶକ୍ତ କରୁଥିବା ଆଷାଢ଼ ଶ୍ରାବଣ ତୁ । ମନ ବହିଥାକ ଡାଏରୀର ସାଧା କାଗଜ ଫର୍ଦ୍ଦଟେ ମୁଁ ମୋ ଛାତିରେ ଗାରେଇ କବିତାଟେ ଲେଖି କବିର କଳ୍ପନା ତୁ । କୋଟିଏ ତାରାଙ୍କୁ ପାଖରେ ରଖିବି ଏକା ଆକାଶଟେ ମୁଁ ମୋ ଅନ୍ଧାର ହୃଦୟେ ଆଶା ଭରୁଥିବା ପୁନେଇଁ ଚାନ୍ଦଟା ତୁ । ବର୍ଷାକୁ ବାଟେଇ ଶୀତକୁ ବନ୍ଦେଇ ଶରତ ଋତୁଟେ ମୁଁ…

ଅଧିକ ପଢ଼ନ୍ତୁ
Kichhi Sata Luchi Rahiba bhala

କିଛି ସତ ଲୁଚି ରହିବା ଭଲ

କିଛି ସତ ଲୁଚି ରହିବା ଭଲ ଆଖି କଣରେ ଅଶ୍ରୁ ଆଢ଼ୁଆଳରେ ହଉ କିମ୍ବା ଓଠ ତଳ ହସର ଓଢ଼ଣା ତଳେ କିଛି ସତ ଲୁଚି ରହିବା ଭଲ । କବିର ହୃତସ୍ପନ୍ଦନରେ ଯାହା ତା’ ଲେଖନୀ ମୁନରେ ଜୀବନ୍ତ ହବା ଅପେକ୍ଷାରେ ହଉ କିମ୍ବା ଶିଳ୍ପୀର ତୁଳି ଅଗରେ ଯାହା କାହାଣୀଟେ କହିବାର ଅପେକ୍ଷାରେ, ତା’ ଛବିର ପ୍ରତିବିମ୍ବରେ କିଛି ସତ ଲୁଚି ରହିବା ଭଲ । ଅମାବାସ୍ୟା ରାତିର ନୀରବ ଅନ୍ଧକାରରେ ଶ୍ୱାନ ଶ୍ୱାପଦଙ୍କ…

ଅଧିକ ପଢ଼ନ୍ତୁ
Naari - Odia Poem by Rashmibala Satpathy

ନାରୀ

ନାରୀ ତମେ କେବେ ଜାୟା କେବେ ଜନନୀ ଭଗିନୀ, ସ୍ନେହମୟୀ ଦୟାମୟୀ ତୁମେ ଅଟ ଶକ୍ତିମୟୀ । କନ୍ୟା ରୂପେ କେବେ ତୁମେ ବଢ଼ାଇଥାଅ ଗୃହର ଶୋଭା, ଶୈଶବ କାଳରେ ମାତୃ ରୂପେ ମମତାମୟୀ ରୂପେ ହୁଅ ଉଭା । ଜଗତ କଲ୍ୟାଣେ ବ୍ରତୀ ଦାନ କରିଥାଅ ପୀୟୂଷ, ପତ୍ନୀ ରୂପେ ତୁମ ନିଷ୍ଠା ବଳେ ବଢ଼ାଇ ସ୍ଵାମୀଙ୍କ ଆୟୁଷ । ଜୀବନ ଥିବାଯାଏ କରିଥାଅ ଶାଶୁଶଶୁରଙ୍କ ସେବା, ଦୁଇ କୁଳର ହିତ କରିଥାଏ ସଦା ତୁମେ…

ଅଧିକ ପଢ଼ନ୍ତୁ
20th Edition of Shubhapallaba Online Odia Magazine Released

ଶୁଭପଲ୍ଲବର ୨୨ଶ ସଂସ୍କରଣ ଉନ୍ମୋଚିତ

ନୂଆବର୍ଷ ଅବସରରେ ଶୁଭପଲ୍ଲବର ୨୨ଶ ସଂସ୍କରଣ ଉନ୍ମୋଚିତ ଭଦ୍ରକ (୫ ଜାନୁଆରୀ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୨ଶ ସଂସ୍କରଣ ଗତ ଜାନୁଆରୀ ୪ ତାରିଖରେ ଉନ୍ମୋଚିତ ହୋଇଯାଇଛି । ବିଗତ ନବବର୍ଷ ଅବସରରେ ଏହି ପତ୍ରିକାକୁ ଦୁଇବର୍ଷ ପୂରଣ ହୋଇଯାଇଛି । ସମୁଦାୟ ୨୧ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା…

ଅଧିକ ପଢ଼ନ୍ତୁ
Download Now 22nd Edition of Shubhapallaba

୨୨ଶ ସଂସ୍କରଣ

୨୦୨୧ ମସିହାର ଜାନୁଆରୀ ମାସରେ ଶୁଭପଲ୍ଲବର ୨୨ଶ ସଂସ୍କରଣ ପ୍ରକାଶ ପାଇଥିଲା । ୬୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୧ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ